Press "Enter" to skip to content

ମାସିକ ଋ-ତୁ ସ୍ରାବ ଜଲଦି ଆଣିବାରେ ଆପଣାନ୍ତୁ ଏହି ଘରୋଇ ଉପଚାର health tips

ବନ୍ଧୁମାନେ ଆପଣମାନେ ଜାଣିଥିବେ ବହୁତ ସାରା ମହିଳାଙ୍କର ପି-ରି-ୟ-ଡ୍ସ ଅନିୟମିତ ଭାବରେ ହେଇଥାଏ।ଆଉ ଏହି ଅନିୟମିତ ପି-ରି-ୟ-ଡ୍ସ କାରଣରୁ ମହିଳାମାନେ ବହୁତ ଚିନ୍ତା କରିଥାନ୍ତି।ତେବେ ପି-ରି-ୟ-ଡ୍ସ ନହେଲେ ଆମ ଦେହ ଅଧିକ ଓଜନ ହେଇଗଲା ଭଳି ଲାଗିଥାଏ।

ତେଣୁ ଏହି କାରଣରୁ ପି-ରି-ୟ-ଡ୍ସ ଠିକ ସମୟରେ ହେବା ନିହାତି ଜରୁରୀ ହେଇଥାଏ।ଆଜି ଆମେ ଏଠାରେ ଏଥିପାଇଁ ଏକ ସହଜ ଓ ଘରୋଇ ଉପଚାର ଆଣିଛୁ ଯାହାକୁ ବ୍ୟବହାର କରି ଆପଣମାନେ ମାସିକ ପି-ରି-ୟ-ଡ୍ସକୁ ଜଲଦି ଆଣି ପାରିବେ।

ତେବେ ଏହି ଉପାୟଟି କଣ ଏହା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ପି-ରି-ୟ-ଡ୍ସରେ ଅନିୟମିତତା ଅନେକ କାରଣରୁ ହେଇଥାଏ।ସାଧାରଣତଃ ଏହା ହର୍ମୋନାଲ ପରିବର୍ତ୍ତନ ପାଇଁ ହେଇଥାଏ।ଏହାଛଡ଼ା ଯଦି ଆମେ କିଛି ଅଧିକ ଚିନ୍ତା କରୁଛେ ସେଥି ପାଇଁ ମଧ୍ୟ ଏହା ହେବାର ସମ୍ଭାବନା ଥାଏ।

ତେବେ ଏହା ସହ ଅଧିକାଂଶ ଲୋକ ନିଜ ଓଜନ କମାଇବା ପାଇଁ ଖାଇବା କମେଇ ଥାଆନ୍ତି, ଯେଉଁ କାରଣରୁ ସେମାନଙ୍କୁ ଅନେକ ପ୍ରୁଷ୍ଟିକର ତତ୍ତ୍ଵ ମିଳି ନଥାଏ।କିମ୍ବା କିଛି ଜଙ୍କ ଖାଦ୍ୟ ବା କୋଲ୍ଡ ଡ୍ରିଙ୍କ ପିଇବା ଦ୍ଵାରା ମଧ୍ୟ ଏହି ଅନିୟମିତତା ଦେଖା ଦେଇଥାଏ।

ତେବେ ଆଜି ଆମେ ଏଠାରେ ଦୁଇଟି ଘରୋଇ ଉପଚାର ବିଷୟରେ ଜାଣିବା କିନ୍ତୁ ତାହା ପୂର୍ବରୁ ଆପଣମାନେ ଯଥା ସମ୍ଭବ ଚେଷ୍ଟା କରନ୍ତୁ ଯେଉଁ ଯେଉଁ କାରଣରୁ ଏହା ହେଉଛି ତାକୁ ନ କରିବାକୁ।

ତେବେ ପ୍ରଥମ ଉପଚାରଟି ହେଉଛି ଜିରାର ବ୍ୟବହାର କରିବା।ତେବେ ଜିରା ସାଧାରଣ ଭାବେ ଆମ ରୋଷେଇ ଘରେ ମିଳିଯାଏ।ପ୍ରଥମେ ଗୋଟେ ଗ୍ଲାସ ପାଣି ନେଇ ଏଥିରେ ଗୋଟେ ଚାମଚ ଜିରା ମିଶାନ୍ତୁ।

ସେଥିରେ ଆପଣ ଏକ ଚାମଚ ଗୁଡ଼ ମିଶାନ୍ତୁ।ତେବେ ଏହି ସବୁକୁ ମିଶାଇ ଦୁଇରୁ ତିନି ମିନିଟ ଯାଏଁ ଫୁଟାନ୍ତୁ।ଏହାପରେ ତାକୁ ଛାଣି ଦିଅନ୍ତୁ।ଏହାକୁ ଆପଣ ହାଲକା ଗରମ ଥିବା ଅବସ୍ଥାରେ ପିଅନ୍ତୁ।

ଦ୍ଵିତୀୟ ଉପଚାରରେ ଆମେ ବ୍ୟବହାର କରିବା ଗୋଟା ଧନିଆ।ଦୁଇ ଚାମଚ ଗୋଟା ଧନିଆ ନେଇ ଏକ ଗ୍ଲାସ ପାଣି ସହ ପାଞ୍ଚ ମିନିଟ ଯାଏଁ ଫୁଟାନ୍ତୁ।ପାଞ୍ଚ ମିନିଟ୍ ପରେ ଦେଖିବେ ପାଣିର ରଙ୍ଗ ହାଲକା ପରିବର୍ତ୍ତନ ହେଇଥିବ।

ଏହାକୁ ଛାଣି ଦିଅନ୍ତୁ ଓ ଏକ ଚାମଚ ମହୁ ମିଶାନ୍ତୁ।ଏହାକୁ ମଧ୍ୟ ଆପଣ ହାଲକା ଗରମ ଥିବା ଅବସ୍ଥାରେ ପିଅନ୍ତୁ।ତେବେ ଏହି ଦୁଇଟି ଯାକ ଉପଚାର ମଧ୍ୟରୁ କୌଣସି ଗୋଟେ ବ୍ୟବହାର କଲେ ମଧ୍ୟ ଆପଣଙ୍କୁ ଫଳ ମିଳି ଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ଵାସ୍ଥ୍ୟMore posts in ସ୍ଵାସ୍ଥ୍ୟ »

Be First to Comment

Leave a Reply

Your email address will not be published.