Press "Enter" to skip to content

ବାହାଘର ପରେ ଶାଶୂଘରେ କଣ କରୁଛନ୍ତି କୁକିଜ ଦେଖନ୍ତୁ ଭିଡିଓ Ollywood

ବନ୍ଧୁମାନେ ବାହାଘର ପରେ ସମସ୍ତେ ବଦଳି ଯାଇଥାନ୍ତି।ବହୁତ ଦିନର ସମ୍ପର୍କ ବାହାଘରରେ ଭାଙ୍ଗି ଯାଇ ପାରେ।ବାହାଘର ଠିକ କରିବା ପାଇଁ ସେ ନିଜ ମୁଣ୍ଡରେ କଲା ଦେବା ସମୟ ପରଠାରୁ ସବୁକିଛି ଅଲଗା ହେଇଥାଏ।

ତେବେ କଣ କଣ ଘଟଣା ଘଟିଥିଲା ଏହି ଅଭିନେତ୍ରୀଙ୍କ ସହ କଣ କଣ ସବୁ ଘଟଣା ହେଇଥିଲା ସେହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ବିନା ସ୍କିପ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଏହି ଅଭିନେତ୍ରୀଙ୍କ ତେଜ ବିବାହ ପରେ ମଧ୍ୟ କମି ନଥିଲା।କିଛି ସମୟ ପାଇଁ ତୁଳସୀ ଗଛକୁ ପାଣି ଦେବା ପରେ ସେ ତାଙ୍କ ଅଦା ଦ୍ଵାରା ସମସ୍ତଙ୍କ ମାନଙ୍କିନି ନେଇଥିଲେ।ଏହା ସହ ତାଙ୍କ ଚାଲି ତାଙ୍କ କଥା ବାର୍ତ୍ତା ଆଜି ବି ମନ ମୁଗ୍ଧ କଲା ଭଳି ଥିଲା।ତାଙ୍କର ସେହି ଶାଢ଼ୀ ପିନ୍ଧା ଲୁକ ପୁରା ମନ କିଣି ଦେଇଥିଲା।

ତେବେ କୁହା ଯାଇଥାଏ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ।ତେବେ ଠିକ ସେହି ଭଳି ଭାବରେ ଏଠି ଏହି ଲୁକ ଦ୍ଵାରା ସେହି ଅଭିନେତ୍ରୀ ସମସ୍ତଙ୍କୁ ପାଗଳ କରି ସାରିଛନ୍ତି।

ତେବେ କିଛି ଲୋକ ବାହାରର ସୁନ୍ଦରତାକୁ କିଛି ଦିନର ଖୁସି ବୋଲି ଭାବି ଏହି ଅଭିନେତ୍ରୀଙ୍କୁ କିଛି ଲୋକ ଖାତିର କରୁ ନାହାନ୍ତି।ଏହା କିନ୍ତୁ ଏହି ଅଭିନେତ୍ରୀଙ୍କ ଲୁକକୁ ଟିକେ ବି ପରିବର୍ତ୍ତନ କରି ନାହିଁ।ତେବେ ସୂଚନା ଯୋଗ୍ୟ ଯେ ଏହି ଅଭିନେତ୍ରୀ ଜଣଙ୍କ ବିଗତ କିଛି ଦିନରେ ନିଜର ଅଭିନୟ ଦ୍ଵାରା ଲୋକଙ୍କ ମନ କିଣି ପାରିଥିଲେ।

ଏହା ପରେ ସେ ନିଜର ସୁନ୍ଦରତାକୁ ବ୍ୟବହାର କରି ସେ ସମସ୍ତଙ୍କର ପ୍ରିୟ ହେଇଥିଲେ।ତାଙ୍କ ଅଦାରେ ସମସ୍ତେ ଫିଦା ଥିଲେ।କିନ୍ତୁ ଅଳ୍ପ ଦିନ ତଳେ ଅଭିନେତ୍ରୀ ଜଣଙ୍କ ବିବାହ କରି ଥିଲେ।କିନ୍ତୁ ବିବାହ ପରେ ସନ୍ତାନ ନଥିବା ଯୋଗୁ ଆଜି ଯାଏଁ ବି ତାଙ୍କର ସେହି ଫିଗର ମେଣ୍ଟେନ ହେଇ ରହିଛି।

ଏବେ ମଧ୍ୟ ସେ ସମସ୍ତଙ୍କ ମନ କିଣିଲା ଭଳି ଗୋଟେ ପରେ ଗୋଟେ ଗୀତରେ ଭିଡିଓ କରି ଛାଡୁଛନ୍ତି।ଏହି ଭିଡିଓ ଗୁଡ଼ିକୁ ସୋସିଆଲ ମିଡିଆରେ ଓ ୟୁଟୁବରେ ବହୁତ ଲୋକ ପସନ୍ଦ କରିଥିଲେ ଓ ଏହା ବହୁତ ଭାଇରାଲ ମଧ୍ୟ ହେଇଥିଲା।

ତେବେ ପ୍ରାକୃତିକ ସୁନ୍ଦରତା ବହୁତ କମ ଦିନ ପାଇଁ ରହିଥାଏ।ତେବେ ଦେଖା ଯାଉ ଏହି ଅଭିନେତ୍ରୀଙ୍କ ଏହି ସୁନ୍ଦରତା କେତେ ଦିନ ଯାଏଁ ରହୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.