Press "Enter" to skip to content

ଏମିତି ଜନ୍ମଦିନ ପାଳନ କଲେ ଅଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ଦେଖନ୍ତୁ ତାଙ୍କ BIRTHDAY PARTY କେମିତି ଥିଲା

ବନ୍ଧୁଗଣ ଲିପ୍ସା ମିଶ୍ର ଅଲିଉଡ ଇଣ୍ଡଷ୍ଟ୍ରି ରେ ବେଶ ଜଣା ଶୁଣା ଅଟନ୍ତି l ତାଙ୍କ ଚମତ୍କାରୀ ଅଭିନୟ ପାଇଁ ବେଶ ଚର୍ଚାରେ ଥାନ୍ତି ଲିପ୍ସା l ଲିପ୍ସା ଅନେକ ରିୟାଲିଟି ଶୋ ରେ ଆଙ୍କରିଂ କରିବା ସହ ସବୁବେଳେ ବେଶ ଚର୍ଚାରେ ଥାନ୍ତି l

ତୋ ଅଗଣା ରେ ତୁଳସୀ ମୁଁ ସିରିଏଲ ରେ ନାୟିକା ଭାବେ ସାମ୍ନାକୁ ଆସିଥିଲେ l ଯାହାକି ଜି ସାର୍ଥକ ର ଏକ ମୁଖ୍ୟ ସିରିଏଲ ଭାବେ ପ୍ରଶାରୀତ ହେଉଥିଲା l କେବଳ ତୋ ଅଗଣା ର ତୁଳସୀ ମୁଁ ହିଁ ନୁହେଁ ଅନେକ ସିରିଏଲ ଏବଂ ଫିଲ୍ମ ରେ ଅଭିନୟ କରିଛନ୍ତି ଲିପ୍ସା l

ତୁଳସୀ ଚରିତ୍ର ରେ ଅଭିନୟ କରି ବେଶ ଚର୍ଚ୍ଚା ସାଉଁଟିଥିଲେ l ସେହିଁ ନିମନ୍ତେ ତାଙ୍କୁ ସାର୍ଥକ ଟିଭି ରେ ” ହେ ପ୍ରଭୁ ” ସିରିଏଲ ରେ ମୁଖ୍ୟ ହିରୋଇନ ହେବାର ସୁଯୋଗ ମିଳିଥିଲା l

” ହେ ପ୍ରଭୁ ” ସିରିଏଲ ମଧ୍ୟ ଖୁବ ଶୀଘ୍ର ଲୋକ ପ୍ରିୟତା ହାସଲ କରିଥିଲା l ହେ ପ୍ରଭୁ ସିରିଏଲ ରେ ମୁଖ୍ୟ ଭୂମିକାରେ ଥିଲେ ସୁଭାଶିଷ ଏବଂ ଲିପ୍ସା l ଦୁହିଁଙ୍କ ଦମଦାର ଅଭିନୟ ପାଇଁ ସିରିଏଲ ଟି ହିଟି ହୋଇଥିଲା l

ଏବଂ ଓଡ଼ିଶାରେ ଲୋକପ୍ରିୟ ହୋଇପାରିଥିଲା l ଗତକାଲି ଲିପ୍ସା ମିଶ୍ର ଙ୍କ ଜନ୍ମଦିନ ଥିବା ବେଳେ ତାଙ୍କୁ ସୋସିଆଲ ମିଡିଆରେ ଫ୍ୟାନ ମାନଙ୍କ ତରଫରୁ ଅନେକ ସୁଭେତ୍ସା ମିଳିଥିବା ବେଳେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କ ଜନ୍ମଦିନ ରେ ତାଙ୍କୁ ଆଶ୍ରିବାଦ ଦେଇଥିଲେ l ଆଗାମୀ ଭବିଷ୍ୟତ ସୁଖମୟ ହେବାପାଇଁ ସଭିଏଁ ତାଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ l

ଅଲିଉଡ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ମଧ୍ୟ ତାଙ୍କ ଜନ୍ମଦିନରେ ଉପସ୍ଥିତ ଥିଲେ l ଦୁହେଁ ମିଳିମିଶି ଜନ୍ମଦିନ ଖୁବଆଡମ୍ବର ର ସହ ପାଳନ କରିବା ସହ କେକ କାଟିଥିଲେ l

ଛନ୍ଦିତା ତାଙ୍କ ସହ ତୋ ଅଗଣା ର ତୁଳସୀ ମୁଁ ସିରିଏଲ ରୁ ଜଡିତ ଏବଂ ଲିପ୍ସା ଙ୍କ ଜନ୍ମଦିନରେ ଏକ ଭଲ ବନ୍ଧୁ ଭାବେ ଜଡିତ ହୋଇ ଜନ୍ମଦିନ ପାର୍ଟି କୁ ଦୁଇଗୁଣ କରିଦେଇଥିଲେ ଲିପ୍ସା l

ବର୍ତ୍ତମାନ ଲିପ୍ସା ଙ୍କ ଜନ୍ମଦିନ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଏବଂ ତାଙ୍କ ଜନ୍ମଦିନ ନିମନ୍ତେ ସୋସିଆଲ ମିଡିଆରେ ଅନେକ ସୁଭେତ୍ସା ଦେଖିବାକୁ ମିଳିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.