Press "Enter" to skip to content

ରାଜଧାନୀ ରେ ମାତିଛନ୍ତି ATM ଲୁଟେରା କ୍ୟାମେରା ସାମ୍ନାରେ live ଲୁଟ କଲେ ଦୁର୍ବୁତ୍ତ

ଚୋରି ତ ସବୁ ଯାଗାରେ ଦେଖିଥିବେ କିନ୍ତୁ ଆଜି ଆପଣ ଏହି ଚୋରି ଦେଖିଲେ ଆପଣଙ୍କ ହୋସ ଉଡିଯିବ l ରାଜଧାନୀ ଭୁବନେଶ୍ୱର ରେ ହୋଇଛି ଏପରି ଏକ ସାଙ୍ଘାତିକ ଲୁଟ l

ମହିଳା ଜଣଙ୍କ ଏଟିଏମ ରୁ ଟଙ୍କା ଉଠେଇବା ବେଳେ ହାତରୁ ଟଙ୍କା ଛଡେଇ ନେଲେ ଦୁର୍ବୁତ୍ତ l ସେ ପୁଣି ରାସ୍ତା ଉପରୁ ନୁହେଁ ବରଂ ଏଟିଏମ ଭିତରୁ l ମହିଳା ଟଙ୍କା କଢ଼ୁଥିବା ବେଳେ ହରରୁ ଛଡେଇନେଲେ ଦୁର୍ବୁତ୍ତ ଜଣଙ୍କ l

ଦୁଇ ଜଣ ମହିଳା ଏଟିଏମ ରେ ଟଙ୍କା କାଢୁଥିବା ବେଳେ ହଠାତ ଦୁର୍ବୁତ୍ତ ଜଣଙ୍କ ପଛରୁ ଆକ୍ରମଣ କରିବା ଉଦେଶ୍ୟରେ ଲକ୍ଷ୍ୟ ରଖି ହାତରୁ ଛଡେଇ ନେଇଥିଲେ ଟଙ୍କା l

ଏହି ଘଟଣା ଘଟିଛି ରାଜଧାନୀ ସ୍ଥିତ ନୀଳାଦ୍ରି ବିହାରରେ l ଏ ଘଟଣା ନେଜେ ସ୍ଥାନୀୟ ଲୋକେ ଭୟଭିତ ହେବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି l

ଦୁଇ ଯୁବତୀ ଟଙ୍କା ଉଠୋଉଥିବା ବେଳେ ଦୁର୍ବୁତ୍ତ ଜଣଙ୍କ ତାଙ୍କ ହାତରୁ ଏଟିଏମ ଭିତରୁ ହିଁ ଟଙ୍କା ଛଡାଇ ନେଇଥିଲେ l ଅଭଯୋଗ ପାରେ ନୟାପଲ୍ଲୀ ପୋଲିସ ଯୁବକ ଙ୍କୁ ଗିରଫ କରିଛି ଏବଂ ଏହା ବ୍ୟତୀତ ଅଧିକ ତଦନ୍ତ ଚଳାଇଛି ପୋଲିସ l

ଯୁବତୀ ଜଣଙ୍କ ଦଶ ହାଜର ଦୁଇଥର କାଢ଼ିଥିବା ବେଳେ ପାଞ୍ଚ ହାଜର ମଧ୍ୟ କାଢ଼ିଥିଲେ l ସେ ଚାଳିଶ ହଜାର ଟଙ୍କା ସର୍ବମୋଟ କାଢ଼ିଥିଲେ l

ଏବଂ ବାମ ହାତରେ ଟଙ୍କା ପର୍ସ ଧରିଥିଲେ l ରାତି ୮ ଟା ବେଳେ ଏହି ଟଙ୍କା କାଢ଼ିଥିଲେ ଯୁବତୀ l ଦୁଇଜଣ ପିଲା ବାଇକ ରେ ଆସିଥିବା ବେଳେ ଜଣେ ଗାଡି ପାଖରେ ଥିବା ବେଳେ ଆଉ ଜଣେ ଏଟିଏମ ଭିତରେ ପଶି ଲୁଟ କରିଥିଲେ l

ଏବଂ ଯୁବତୀ ଜଣଙ୍କ ଜାଣିପାରିଥିଲେ ସେ ଟଙ୍କା ପଛରେ ଅଛନ୍ତି ବୋଲି l ଏବଂ ଦୁଇଜଣ ଯୁବତୀ ଭାବିଥିଲେ ସେ ଟଙ୍କା ଉଠେଇ ସାରିବା ପରେ ବୋଧେ ସେମାନେ ଟଙ୍କା ଉଠେଇବାପାଇଁ ଅପେକ୍ଷା କରିଛନ୍ତି l

କିନ୍ତୁ ଟଙ୍କା ସରଳ ଭାବନା ପାଇଁ ସେ ଆଜି ଏତେ ବଡ଼ ଦୁର୍ଘଟଣା ର ସମୁଖୀନ ହୋଇଛନ୍ତି l ତେଣୁକରି ସଭିଏଁ ସତର୍କତା ରହିବା ନିହାତି ଆବଶ୍ୟକ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.