Press "Enter" to skip to content

ସ୍ତ୍ରୀ ସହ ଅନ୍ତରଙ୍ଗ ମୁହୂର୍ତ୍ତ viral କଲେ ସ୍ୱାମୀ ସ୍ତ୍ରୀ ଆଣିଲେ ସଂଗୀନ ଅଭିଯୋଗ

ନମାସ୍କାର ସାଙ୍ଗମାନେ ପଇସା ଛାପିବା ପାଇଁ ମଣିଷ କେତେବାଟକୁ ଯାଇପାରେ?ମଣିଷ ଏତେ ବାଟକୁ ଯାଇପାରେଯେ ନିଜ ଧର୍ମ ପତ୍ନୀ ସହିତ ଅ-ଶ୍ଳୀ-ଳ କାମ କରି ତାର ଭିଡିଓକୁ ସୋସିଆଲ ମିଡିଆରେ ବିକ୍ରିକରି ସେଥିରୁ ପଇସା ଛାପିପାରେ।ଠିକ ସେହିପରି ଘଟଣା ସାମ୍ନାକୁ ଅସିଛି।କିଏସେ ଏହି ଯୁବକ? ଏବଂ କଣ ପାଇଁ ସେ ଏହିପରି କରୁଥିଲା?

କେବଳ ଦୁଇ ପଇସା ରୋଜଗାର କରିବା ପାଇଁ?ଯଦିଓ ସେ ଏହିପରି କରୁଥିଲା ତେବେ ପୋଲିସ ପାଖରେ କିପରି ଧରାପଡିଲା?ସେହି ସବୁ ବିଷୟରେ ଚର୍ଚ୍ଚା କରିବା ଆମେ ଆଜିର ଏହି ଆର୍ଟିକିଲରେ।ଏଥିପାଇଁ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା।

ଘଟଣାଟି ହେଉଛି ମଧ୍ୟପ୍ରଦେଶର ଜଣେ ଯୁବକର।ସେହି ଯୁବକର ଦୁଇ ଦୁଇ ଜଣ ସ୍ତ୍ରୀ ଥିଲେ।ପ୍ରଥମ ସ୍ତ୍ରୀ ଯାହାଙ୍କ ଘର ହେଉଛି ବ୍ୟାଙ୍ଗଲୋର।ଯିଏକି ଗ-ର୍ଭ-ବ-ତୀ ମଧ୍ୟ ଥିଲେ ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ଘର ହେଉଛି ଉତରପ୍ରଦେଶ।

ଏବଂ ସେ ଜଣେ ବାବାଙ୍କ ଭକ୍ତ ଥିଲେ।ତେଣୁ ସେ ଏହି ଦ୍ୱିତୀୟ ସ୍ତ୍ରୀଙ୍କୁ ନିଜ ପ୍ରେମ ଜାଲରେ ଫସେଇବାପାଇଁ ସେ ତିନି ମାସ ଧରି ସେହି ବାବାର ପରମ ଶିଷ୍ୟ ହୋଇଯାଇ ଥିଲେ।ଏବଂ ସେହିଠାରୁ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ଏହାପରେ ସେ ଏହି ଦୁଇଜଣଙ୍କୁ ବିବାହ କରି ସରିବା ପରେ ଟଙ୍କା ରୋଜଗାର କରିବାର ଜରିଆ ଖୋଜିଥିଲେ।ଏବଂ ଜରିଆଟା ପାଲଟିଯାଇଥିଲା ସେ-କ୍ସି ଭିଡିଓ ରାକେଟ।

ତାଙ୍କର ଦୁଇଜଣ ସ୍ତ୍ରୀଙ୍କ ସହିତ ସେ ଅ-ଶ୍ଳୀ-ଳ କାମ କରୁଥିଲେ ଏବଂ ସେହି ଭିଡିଓକୁ କଏଦ କରି ସେ ସୋସିଆଲ ମିଡିଆରେ ଅପଲୋଡ଼ କରୁଥିଲେ ।ଏବଂ ପୋଲିସ ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେଉଁ ଡେଟିଙ୍ଗ ଆପ ଥାଏ ସେଥିରେ ସେମାନେ ଲାଇଭ ସେ-କ୍ସ ଭିଡିଓ ମଧ୍ୟ ଚାଲୁ କରିଥିଲେ।

କେବଳ ଦୁଇ ପଇସା ରୋଜଗାର କରିବା ପାଇଁ।ତେବେ ସଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଯିଏକି ଉତରପ୍ରଦେଶର ସେ ପୋଲିସ ପାଖକୁ ଯାଇ ଏହା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ମନା କଲା ସତ୍ୱେ ମଧ୍ୟ ବାରମ୍ବାର ତାଙ୍କ ସହିତ ଅ-ଶ୍ଳୀ-ଳ କାମ କରୁଛନ୍ତି।ଏବଂ ତାହାକୁ ଭିଡିଓ କରି ବାହାରେ ବିକ୍ରି କରୁଛନ୍ତି।ଏବଂ ମନା କରିବା ଦ୍ୱାରା ସେ ଆମକୁ ମାରୁଛନ୍ତି ଏବଂ ପିଟୁଛନ୍ତି।

କିନ୍ତୁ ପ୍ରଥମ ସ୍ତ୍ରୀଙ୍କୁ ଯେବେ ଏହି କଥା ପଚରାଗଲା ସେ କିଛି କହିନଥିଲେ ଏବଂ ଏହି ବିଷୟରେ ତାଙ୍କର କିଛି ପ୍ରତିକ୍ରିୟା ନଥିଲା।ତେବେ ଦ୍ୱିତୀୟ ସ୍ତ୍ରୀର ଅଭିଯୋଗ କାରଣରୁ ପୋଲିସ ଯେତେବେଳେ ଏହାର ଖୋଜ କରିଥିଲା ଏହା ଜଣାପଡିଥିଲା ଯେ ସେହି ବ୍ୟକ୍ତି ଜଣଙ୍କ କେବକ ଦଶମ ଶ୍ରେଣୀ ପାଠ ପଢିଛନ୍ତି।

ଏବଂ ଏତିକି ପଢି ମଧ୍ୟ ତାଙ୍କର ଟେକନିକାଲ ଜିନିଷରେ ବହୁତ ଜ୍ଞାନ ଅଛି।ଭିଡିଓ କିପରି ଅପଲୋଡ଼ କରାଯିବ ଏବଂ କିପରି ସେଥିରୁ ଟଙ୍କା ରୋଜଗାର କରିହେବ।

ଏବଂ ତାଙ୍କର ସୋସିଆଲ ମିଡିଆରେ ଅନେକ ଜାଗାରୁ ଟଙ୍କା ରିସିଭ କରିବାର ପ୍ରମାଣ ମଧ୍ୟ ରହିଛି।ଏବଂ ତାଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା ସହିତ ଅନେକ ସୁନା ଗହଣା ମଧ୍ୟ ମିଳିଛି।

ପୋଲିସ ଯେତେବେଳେ ଏହା ଉପରେ ତାଙ୍କୁ ପଚାରିଥିଲା ସେ ଏହାକୁ ମାନିଥିଲେ ଏବଂ କହିଥିଲେ ଟଙ୍କା ରୋଜଗାର କରିବା ପାଇଁ ସେ ଏହିସବୁ ମାଧ୍ୟମ ଖୋଜିଥିଲେ।ଏବଂ ତାଙ୍କ ସ୍ତ୍ରୀଙ୍କୁ ଏପରି କାର୍ୟ୍ଯ କରିବାକୁ ବାଧ୍ୟ କରାଇଥିଲେ।

ଏଥିରୁ ଆପଣମାନେ ଏହା ଜାଣିଲେ ଯେ ମଣିଷ ଟଙ୍କା ପାଇଁ ନିଜର ଅତ୍ମୀୟ ଲୋକଙ୍କୁ ମଧ୍ୟ ବଳି ପକାଉଛି ତେବେ ଆପଣମାନେ ସୁରକ୍ଷିତ ଏବଂ ସତର୍କ ରୁହନ୍ତୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.