ବନ୍ଧୁମାନେ ଆପଣମାନେ ସମସ୍ତେ ରାଣୀ ପଣ୍ଡାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ବୋଲି ଭାବୁଥିବେ।ରାନୀ ପଣ୍ଡା ନିଜ ଜୀବନରେ ସେମିତି ଅନେକ ବିବାଦୀୟ କାର୍ଯ୍ୟ କରିଛନ୍ତି।କେତେବେଳେ ସେ କଣ କଣ କହି ଦେଇଛନ୍ତି ଯେଉଁଥିପାଇଁ ତାଙ୍କୁ ସମୟ ସମୟରେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି।
ତେବେ ଏବେ କିନ୍ତୁ ରାନୀ ଏକ ବହୁତ ଭଲ କାମ କରି ବହୁତ ଆଶୀର୍ବାଦ ଓ ଭଲ ପାଇବା ପାଇଛନ୍ତି।ତେବେ ସେହି ଘଟଣାଟି କଣ ଓ ତାହା ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ବହୁତ ଭାଇରାଲ ହେଇଥିଲା।ତେବେ ସେ ଭିଡ଼ିଓରେ ରାନୀ ପଣ୍ଡା ପ୍ରଥମେ ଓଡ଼ିଶାର ସବୁ ଲୋକଙ୍କୁ ନମସ୍କାର ଜଣାଇଥିଲେ।ତେବେ ସେ ପବିତ୍ର ଗୁଣ୍ଡିଚା ଯାତ୍ରା ଦିନ କହିଥିଲେ କି ମୋର ଏହା ଦୁଃଖ ରହି ଗଲା କି ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇ ପାରିଲିନି।
କିନ୍ତୁ ଯଦି ମୁଁ ଏଠାରେ ଏଭଳି ଲୋକମାନେ ଯେଉଁମାନଙ୍କର ହାତ ଗୋଡ ନାହିଁ, ଯେଉଁମାନଙ୍କୁ କୁଷ୍ଠ ରୋଗ ହେଇଛି ଓ ଯେଉଁମାନେ ଅନ୍ଧ ସେମାନଙ୍କ ଠାରୁ ଆଶୀର୍ବାଦ ମିଳିଲେ ହୁଏତ ଭଗବାନ ମତେ ତାଙ୍କରି ରୁପରେ ହିଁ ଆଶୀର୍ବାଦ ଦେବେ।
ସେଇଥିପାଇଁ ସେ ଆଜି ଏହି ପୂଜାର୍ଚ୍ଚନା କରିଥିଲେ ବୋଲି କହି ଥିଲେ।ଏହା କହିଲା ବେଳେ ତାଙ୍କର ଆଖି ଛଳଛଳ ହେଇ ଯାଇଥିଲା।
ସେ ସେମାନଙ୍କ ଦେହରେ ନୂଆ ବସ୍ତ୍ର ଦେଇଥିଲେ ଓ ଏହା ସହ ସେମାନଙ୍କ ମୁଁହ ମିଠା ମଧ୍ୟ କରିଥିଲେ।ଏହା ସହ ସେ ସମସ୍ତଙ୍କ ପାଦ ମଧ୍ୟ ସଫା କରିଥିଲେ।
ତେବେ ସେ ଆଶା କରିଥିଲେ ସେହି ସବୁ ବୃଦ୍ଧ ବୃଦ୍ଧାଙ୍କ ଆଶୀର୍ବାଦରେ ସେ ଆଜି ଯାଏଁ ଯାହା ବି ନିନ୍ଦା ଅପମାନ ପାଇଛନ୍ତି ସେଥିରୁ ସେ ମୁକୁଳି ପାରିବେ।ଆଉ ଲୋକ ହୁଏତ ବୁଝି ପାରିବେ କି ରାନୀ ପଣ୍ଡାଙ୍କ ହୃଦୟ କେମିତି।ତେବେ ସେହି ଦୃଷ୍ଟିରୁ ଆଜି ସେ ଏହି କାର୍ଯ୍ଯଟି ରଖିଥିଲେ।

ତେବେ ଶେଷରେ ସେ କହିଥିଲେ କି ଓଡ଼ିଶାବାସୀ ମାନଙ୍କର ସାଥି ଓ ସହଯୋଗ ରହିଲେ ସେ ନିଜ ଜୀବନରେ ବହୁତ ଆଗକୁ ଯିବେ ବୋଲି କହିଥିଲେ।ତେବେ ସେଠାରେ ଥିବା ଜଣେ ମହିଳାଙ୍କୁ ଏହି ବିଷୟରେ ପଚରା ଯିବାରୁ ସେ କହିଥିଲେ l

କି ଖାଇବାକୁ ମିଠା ଦେଇଛନ୍ତି, କପଡା ଦେଇଛନ୍ତି ଓ ସଫା ବି କରିଛନ୍ତି।ତେବେ ସେ ଏହି ସବୁ କାର୍ଯ୍ୟରେ ବହୁତ ଖୁସି ଅଛନ୍ତି ଓ ତାଙ୍କୁ ବହୁତ ଆଶୀର୍ବାଦ ଦେଇଛନ୍ତି ବୋଲି ସେ କହିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment