Press "Enter" to skip to content

ଦେଖନ୍ତୁ exclusive ଭିଡ଼ିଓ ଛେଳି ଜନ୍ମ ଦେଲା ମଣିଷ ଛୁଆ ବିଜ୍ଞାନ ମଧ୍ୟ ହେଲା ଆଶ୍ଚର୍ଯ୍ୟ ବିଶ୍ୱାସ ନହେଲେ ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ଭାଇରଲ ହେବାରେ ଲାଗିଛି ଯାହା ଫଳରେ ସଭିଏଁ ଦୁନିଆରେ ହେଉଥିବା ପ୍ରତେକ ଟି ଆଶ୍ଚର୍ଯ୍ୟଜନକ ଖବର ବିଷୟରେ ଅବଗତ ହୋଇପାରୁଛନ୍ତି l

ବର୍ତମାନ ସୋସିଆଲ ମିଡିଆରେ ଏକ ଛେଳି ମଣିଷ ଛୁଆ କୁ ଜନ୍ମ ଦେବାର ଚିତ୍ର ଭାଇରଲ ହେବାରେ ଲାଗିଛି ଯାହା କି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି l

କର୍ଣ୍ଣାଟକ ର ମହୀଶୂର ସ୍ଥିତ ସୋଲାପୁର ନିବାସୀ ଭାସ୍କର ନାମକ ଜଣେ ବ୍ୟକ୍ତିଙ୍କର ଘରେ ଛେଳି ପାଳନ ହେଉଥିବା ବେଳେ ଜାଣିପାରିଥିଲେ ତାଙ୍କର ଏକ ଛେଳି ଗ-ର୍ଭବତୀ ଅଛନ୍ତି

କିନ୍ତୁ ଯେତେବେଳେ ଛେଳି ଟି ଛୁଆ ଦେଇଥିଲା ସେତେବେଳେ ଭାସ୍କର ସମେତ ସମସ୍ତ ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ l କାରଣ ଜନ୍ମ ହୋଇଥିବା ଛେଳି ଛୁଆଟି ଛେଳି ପରି ହୋଇନଥିଲା ବରଂ ସେ ଏକ ମଣିଷ ଛୁଆ ର ଆକୃତି ବିଶିଷ୍ଟ ହୋଇଥିଲା l

ଏବଂ ସେହି ମଣିଷ ରୁପି ଛେଳି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ରେ ଭିଡ ଜମିଥିଲା l କେହି କେହି ଏହାକୁ ଭଗବାନ ଙ୍କ ଆଶ୍ରିବାଦ ମଧ୍ୟ ଭାବିଥିବା ବେଳେ ଏହାକୁ ପୂଜା ମଧ୍ୟ କରିଥିଲେ l

କିନ୍ତୁ ଯେତେବେଳେ ଏହି କଥା ବୈଜ୍ଞାନିକ ଜାଣିଥିଲେ ସେତେବେଳେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ l

ଦୁର୍ଭାଗ୍ୟ ବଶତଃ ଛେଳି ଛୁଆଟି ଜନ୍ମ ର କିଛି ସମୟ ପରେ ମୃତ୍ୟୁ ବରଣ କରିଥିଲା l କାରଣ ସମ୍ପୂର୍ଣ୍ଣ ଶରୀର ଏବଂ ଆକାର ଭିର୍ନ ରୂପର ଥିଲା l ସେହି ମଣିଷ ରୁପି ଛେଳି ଶାବକ ଟି ବେଶିଦିନ ବଞ୍ଚିବା ସମ୍ଭବ ପର ହୋଇପାରିନଥିଲା l

କିନ୍ତୁ କର୍ଣ୍ଣାଟକ ରେ ଘଟିଯାଇଥିବା ଏହି ଘଟଣା ଟି ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟି ଥିଲା l ବର୍ତ୍ତମାନ ସୁଦ୍ଧା ମଧ୍ୟ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଶହ ଭାଇରଲ ହେବାରେ ଲାଗିଛି l

ଏହି ଖବର ସଭିଏଁ ପାଇବା ମାତ୍ରେ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି l ଏବଂ ଅନେକ ତାଙ୍କୁ ଭଗବାନ ଙ୍କର ଚମତ୍କାର ବୋଲି କହୁଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.