ବନ୍ଧୁଗଣ ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ଭାଇରଲ ହେବାରେ ଲାଗିଛି ଯାହା ଫଳରେ ସଭିଏଁ ଦୁନିଆରେ ହେଉଥିବା ପ୍ରତେକ ଟି ଆଶ୍ଚର୍ଯ୍ୟଜନକ ଖବର ବିଷୟରେ ଅବଗତ ହୋଇପାରୁଛନ୍ତି l
ବର୍ତମାନ ସୋସିଆଲ ମିଡିଆରେ ଏକ ଛେଳି ମଣିଷ ଛୁଆ କୁ ଜନ୍ମ ଦେବାର ଚିତ୍ର ଭାଇରଲ ହେବାରେ ଲାଗିଛି ଯାହା କି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି l
କର୍ଣ୍ଣାଟକ ର ମହୀଶୂର ସ୍ଥିତ ସୋଲାପୁର ନିବାସୀ ଭାସ୍କର ନାମକ ଜଣେ ବ୍ୟକ୍ତିଙ୍କର ଘରେ ଛେଳି ପାଳନ ହେଉଥିବା ବେଳେ ଜାଣିପାରିଥିଲେ ତାଙ୍କର ଏକ ଛେଳି ଗ-ର୍ଭବତୀ ଅଛନ୍ତି
କିନ୍ତୁ ଯେତେବେଳେ ଛେଳି ଟି ଛୁଆ ଦେଇଥିଲା ସେତେବେଳେ ଭାସ୍କର ସମେତ ସମସ୍ତ ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ l କାରଣ ଜନ୍ମ ହୋଇଥିବା ଛେଳି ଛୁଆଟି ଛେଳି ପରି ହୋଇନଥିଲା ବରଂ ସେ ଏକ ମଣିଷ ଛୁଆ ର ଆକୃତି ବିଶିଷ୍ଟ ହୋଇଥିଲା l
ଏବଂ ସେହି ମଣିଷ ରୁପି ଛେଳି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ରେ ଭିଡ ଜମିଥିଲା l କେହି କେହି ଏହାକୁ ଭଗବାନ ଙ୍କ ଆଶ୍ରିବାଦ ମଧ୍ୟ ଭାବିଥିବା ବେଳେ ଏହାକୁ ପୂଜା ମଧ୍ୟ କରିଥିଲେ l
କିନ୍ତୁ ଯେତେବେଳେ ଏହି କଥା ବୈଜ୍ଞାନିକ ଜାଣିଥିଲେ ସେତେବେଳେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ l

ଦୁର୍ଭାଗ୍ୟ ବଶତଃ ଛେଳି ଛୁଆଟି ଜନ୍ମ ର କିଛି ସମୟ ପରେ ମୃତ୍ୟୁ ବରଣ କରିଥିଲା l କାରଣ ସମ୍ପୂର୍ଣ୍ଣ ଶରୀର ଏବଂ ଆକାର ଭିର୍ନ ରୂପର ଥିଲା l ସେହି ମଣିଷ ରୁପି ଛେଳି ଶାବକ ଟି ବେଶିଦିନ ବଞ୍ଚିବା ସମ୍ଭବ ପର ହୋଇପାରିନଥିଲା l

କିନ୍ତୁ କର୍ଣ୍ଣାଟକ ରେ ଘଟିଯାଇଥିବା ଏହି ଘଟଣା ଟି ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟି ଥିଲା l ବର୍ତ୍ତମାନ ସୁଦ୍ଧା ମଧ୍ୟ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଶହ ଭାଇରଲ ହେବାରେ ଲାଗିଛି l

ଏହି ଖବର ସଭିଏଁ ପାଇବା ମାତ୍ରେ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି l ଏବଂ ଅନେକ ତାଙ୍କୁ ଭଗବାନ ଙ୍କର ଚମତ୍କାର ବୋଲି କହୁଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment