Press "Enter" to skip to content

ଯେତେବେଳେ ଶିବଲିଙ୍ଗ ଙ୍କୁ ବଞ୍ଚେଇବା ପାଇଁ ଆସିଲେ ସ୍ୱୟଂ ଶେଷ ନାଗ ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ ଦେଖନ୍ତୁ Video

ବନ୍ଧୁଗଣ ମହାଦେବ ଙ୍କୁ ଭୋଳାନାଥ କୁହାଯାଏ l ମହାଦେବ ନିଜ ଭକ୍ତ ଙ୍କ ପ୍ରତି ବହୁତ ଶାନ୍ତ ସ୍ୱାଭାବ ର ହୋଇଥାନ୍ତି l ଏବଂ ଯେଉଁମାନେ ଅନ୍ୟାୟ ଏବଂ ଭୁଲ କରନ୍ତି ତାଙ୍କ ପାଇଁ ସ୍ୱୟଂ ମହାଦେବ ନିଜର ତୃତୀୟ ଆଖି ଖୋଲନ୍ତି l

ମହାଦେବ ଙ୍କର ତୃତୀୟ ନୟନ ଅତ୍ୟନ୍ତ କ୍ରୋଧିତ ଏବଂ ପ୍ରଳୟକାରି ହୋଇଥାଏ l ଆଜିର ଘଟଣା ଟି ଦକ୍ଷିଣ ବଙ୍ଗାଳ ସ୍ଥିତ ମୋହନ ନାମକ ବ୍ୟକ୍ତି ସ୍ପଷ୍ଟ କରିଛନ୍ତି l

ତାଙ୍କ ଗାଁ ରେ ହୀରାଲାଲ ନାମକ ବ୍ୟକ୍ତିଥିଲେ ତାଙ୍କୁ ସବୁବେଳେ କେବଳ ଗୋଟିଏ ସ୍ବପ୍ନ ଆସୁଥିଲା ଯାହାକି ଗାଁ ପାଖରେ ଏକ ନଦୀ ବହିଯାଇଛି ଏବଂ ସେହି ନଦୀରେ ପାର୍ଶ୍ୱ ରେ ଶିବାଲିଙ୍ଗ ମାଟି ଭିତରେ ଅଛନ୍ତି l

ଏହି ସ୍ବପ୍ନ ତାଙ୍କୁ ସବୁବେଳେ ଆସୁଥିଲା ତେଣୁକରି ସେ ତାହାକୁ ଗଭୀରତା ର ଶହ ନେଇଥିଲେ ଏବଂ ସେ ଗାଁ ରୁ ଏକ ବୈଠକ କରିଥିଲେ l ଏବଂ ନିଜ ସ୍ବପ୍ନ ବିଷୟରେ ସଭିଙ୍କୁ ଜଣାଇଥିଲେ l

ଏବଂ ବୈଠକରେ ରେ ଉପସ୍ଥିତ ଥିବା ସମସ୍ତ ଲୋକମାନେ ମହାଦେବ ଙ୍କ ଆଜ୍ଞା ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ l ଏହା ପରେ ନଦୀ ପାର୍ଶ୍ୱ ରେ ଖୋଲିବା କାମ ଆରମ୍ଭ କଲେ ଏବଂ ସେଠାରେ ଏକ ଶିବଲିଙ୍ଗ ଦେଖାଗଲା l

ସେହି ଶିବଲିଙ୍ଗ ଚମତ୍କାରୀ ଶିବାଲିଙ୍ଗ ଥିଲା ଏବଂ ତାହାକୁ ଭଲ ଯାଗା ନେବା ପାଇଁ ବ୍ୟବସ୍ଥା କରାଗଲା l କିନ୍ତୁ ଗାଁ ର ବୃଦ୍ଧ ବ୍ୟକ୍ତି ଶିବଲିଙ୍ଗ ଙ୍କୁ ସେହିଠାରେ ହିଁ ସ୍ଥାପନ କରିବା ପାଇଁ ପରାମର୍ଶ ଦେଲେ l

କିନ୍ତୁ କିଛି ଅମାନିଆ ଲୋକେ ସେହି ଶିବାଲିଙ୍ଗ ଙ୍କୁ ସେଠାରୁ ନେଇ ଅନ୍ୟତ୍ର ଯାଗାରେ ଭଲରେ ରଖିବାକୁ ଚାଁହୁଥିଲେ l କିନ୍ତୁ ମହାଦେବଙ୍କର ବୋଧେ ଅନ୍ୟକିଛି ଇଚ୍ଛା ଥିଲା l

ଯେତେବେଳେ ଗାଁ ଲୋକେ ସମ୍ପୂର୍ଣ୍ଣ ବ୍ୟବସ୍ତା ଶହ ସେଠାକୁ ଗଲେ ଶିବ ଲିଙ୍କ ଙ୍କୁ ଜଗି ରହିଥିଲେ ଶେଷନାଗ l କିନ୍ତୁ ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ଶେଷ ନାଗ ଙ୍କୁ ସେଠାରୁ ତଡିବାକୁ ଅସମର୍ଥ ହେଲେ l

ଏବଂ ଯେଉଁ ଲୋକେ ଶିବ ଲିଙ୍ଗ ଙ୍କୁ ସ୍ପର୍ଶ କରିବାକୁ ଯାଉଥିଲେ ସେତେବେଳେ ସଭିଏଁ ଭୟଙ୍କର ଝଡ଼ ପବନ ର ସମୁଖୀନ ହେଉଥିଲେ l ଯେମିତି ତାଙ୍କୁ କେହି ଔଲୋକୀକ ଶକ୍ତି ଅଟକାଇ ଦେଉଛି l ଠିକ ଏହିପରି ଅନୁଭୂତି ପରିଲକ୍ଷିତ କରିଥିଲେ ଗ୍ରାମବାସୀ l

ଏବଂ ସେତେବେଳେ ମହାଦେବ ଙ୍କ ମାୟା ବୁଝିପାରିଥିଲେ ଏବଂ ସେହି ସ୍ଥାନରେ ହିଁ ଶିବ ଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ମନ୍ଦିର ନିର୍ମାଣ କରିଥିଲେ l ସେହି ମନ୍ଦିର ଦକ୍ଷିଣ ବଙ୍ଗାଳ ରେ ଏବେ ମଧ୍ୟ ପୂଜା ପାଉଅଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.