Press "Enter" to skip to content

ସ୍ବପ୍ନ ରେ ଆସି ଭବିଷ୍ୟବାଣୀ କଲେ SAI BABA ଏହି ତାରିଖରେ ସରିବ କ-ରୋନା

ବନ୍ଧୁଗଣ ସାଇ ବାବା ସଭିଙ୍କ ପ୍ରିୟ ଅଟନ୍ତି l ସାଇ ବାବା ଆମକୁ ଉତ୍ତମ ମାର୍ଗ ଦର୍ଶନ କରେଇ ଥାନ୍ତି l ବର୍ତ୍ତମାନ କ-ରୋନା ମହାମାରୀ ରେ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ କେହି ମଧ୍ୟ ଏହି ମହାମାରୀ କବଳରୁ ବାଦ ପଡ଼ିନାହାନ୍ତି l

ସଭିଏଁ କ-ରୋନା ମହାମାରୀ ଠାରୁ ରକ୍ଷା ପାଇବା ନିମନ୍ତେ ନିଜ ନିଜ ଇଷ୍ଟ ଦେବତାଙ୍କ ପାଖରେ ପାର୍ଥନା କରୁଛନ୍ତି l କ-ରୋନା ମହାମାରୀ ନିଜର ପ୍ରିୟଜନ ତଥା ଆତ୍ମୀୟ ସଜ୍ଵନ ଙ୍କୁ ଛଡାଇ ନେଇଥିବା ବେଳେ ସବୁଆଡେ ଦୁଃଖ ଦୁର୍ଦଶା ଏବଂ ଦରିଦ୍ରତା ସାମ୍ନାକୁ ଆସିଛି l

ଅନେକ ସେଲିବ୍ରେଟି ହୁଅନ୍ତୁ କି ସାଧାରଣ ଜନତା କ-ରୋନା ରେ ପଡି ନିଜର ଜୀବନ ହରାଉଛନ୍ତି l

ଏହି କ୍ଷେତ୍ରରେ କୌଣସି ପ୍ରକାର ଉତ୍ତମ ମାର୍ଗ ଦେଖା ଯାଇନଥିବା ବେଳେ ଭଗବାନ ହିଁ ସାହା ବୋଲି ବିଶ୍ୱାସ କରାଯାଉଥିଲା l କିନ୍ତୁ ଏହି ପରିସ୍ଥିତି ରେ ସାଇବାବା ଙ୍କ ଏକ ଭବିଷ୍ୟତ ବାଣୀ ଭାଇରଲ ହେବାରେ ଲାଗିଛି ଯାହା କି ବିରଜା ପାଞ୍ଜି ମଧ୍ୟ ତାହା ମଧ୍ୟରେ ସ୍ଥାନ ଦେଇଛି l

ବିରଜା ପଞ୍ଜିରେ ସଫା ସଫା ଭାବେ ଲେଖା ଯାଇଛି ଯେବେ ମଧ୍ୟ ପଣା ସଂକ୍ରାନ୍ତି ଶେଷ ହେବ ସେବେଠାରୁ ବିଶ୍ୱ କ-ରୋନା ମହାମାରୀ ପ୍ରକୋପ ରୁ ରକ୍ଷା ପାଇବା ପାଇଁ ବାଟ ଖୋଜୁଥିବା ବେଳେ ବର୍ତ୍ତମାନ ଏହି ଭବିଷ୍ୟତ ବାଣୀ ଭାଇରଲ ହେବାରେ ଲାଗିଛି l

ବିରଜା ପାଞ୍ଜି ଦୋଳ ପୁର୍ଣିମା ରେ ପାଠ କରାଯାଉଥିବା ବେଳେ ଓଡ଼ିଶାରେ ଏହାର ମାନ୍ୟତା ରହିଛି l

ତେବେ ଏହି ଭବିଷ୍ୟବାଣୀ ଆଧାର ରେ ସାରା ଓଡିଶା ମଧ୍ୟ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି l କ-ରୋନା ମହାମାରୀ ବର୍ତ୍ତମାନ ବଢ଼ିବାରେ ଲାଗିଥିବା ବେଳେ ଏହି ଭବିଷ୍ୟତ ବାଣୀ ସାଇବାବା ଙ୍କ ମୁଖ ନିଃସୃତ ବାଣୀ ଏବଂ ଏହା ଭକ୍ତମାନେ ମଧ୍ୟ ବିଶ୍ୱାସ କରିଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.