Press "Enter" to skip to content

ଦେଖନ୍ତୁ shocking video ମୃ-ତ୍ୟୁର Live video ହିମାଚଳ ପ୍ରଦେଶର ବନ୍ୟା

ବନ୍ଧୁମାନେ ଆପଣମାନେ ସମସ୍ତେ ଜାଣିଥିବେ କି ଗତ କିଛି ଦିନ ତଳେ ଉତ୍ତରାଖଣ୍ଡରେ ବହୁତ ବର୍ଷା ଲାଗି ରହିଥିଲା।ସେହି ଲଗାତାର ବର୍ଷା ପାଇଁ ଉତ୍ତରାଖଣ୍ଡରେ ବହୁତ ଜାଗାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇ ଯାଇଥିଲା।ଅନେକ ଜାଗାରେ ତ ବନ୍ୟା ମଧ୍ୟ ହେଇ ଯାଇଥିଲା।

ତେବେ ସେହି ଭଳି କିଛି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ବ୍ୟାପି ଚାଲିଛି।ଏହି ଦୃଶ୍ୟକୁ ଦେଖିଲେ ଜଣା ପଡ଼ୁଛି କିଭଳି ଭାବରେ ସେଠାରେ ଲୋକମାନେ କଷ୍ଟରେ ଅଛନ୍ତି।

ତେବେ ଆପଣ ସେହି ଦୃଶ୍ୟଟି କଣ ଓ ଏହି ବନ୍ୟା କିଭଳି ଭାବରେ ଲୋକଙ୍କୁ ପ୍ରଭାବ ପକାଇଛି,ଲୋକମାନଙ୍କ ଜୀବନ,ଧନ ସମ୍ପତ୍ତି ନଷ୍ଟ ହେଇ ଯାଇଛି ଏହି ବିଷୟରେ ଜାଣିବା ପାଇଁ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଇଛି ଯେଉଁଥିରେ ଏକ ପୋଲଟିଏ ଅଧ ଭଙ୍ଗା ଅବସ୍ଥାରେ ରହିଛି।କିଛି ଲୋକ ପୋଲର ଏପଟ ପାଖରେ ରହି ଉଦ୍ଧାର କାର୍ଯ୍ୟ କରୁଥିଲେ।ତେବେ ପୋଲର ସେପଟ ପାଖରେ ଥିବା ଲୋକମାନେ ଧୀରେ ଧୀରେ ପୋଲରେ ସେପାରିରୁ ଏପାରିକୁ ଆସୁଥିଲେ।

ସେହି ସମୟରେ ପାଣିର ସୁଅ ଏତେ ଥିଲା କି ଟିକେ ଏପଟ ସେପଟ ହେଲେ ସେହି ସ୍ରୋତରେ ଜଣେ ଭାସି ଚାଲିଯିବ।ତେବେ ୩ଜଣ ଲୋକ ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଫସିଯାଇଥିଲେ।ଏହି ଦୃଶ୍ୟଟି ଛାତି ଥରାଇବା ଭଳି ଥିଲା।

ତେବେ ଧୀରେ ଧୀରେ କରି ପୋଲର ଏ ପାଖରେ ଥିବା ଲୋକମାନେ ଗୋଟେ ଗୋଟେ କରି ବଞ୍ଚାଇଥିଲେ।ତେବେ ଖୁସିର କଥା ଏହା ଯେ ସୁରକ୍ଷିତ ଭାବରେ ୩ ଜଣ ଯାକ ଲୋକ ବଞ୍ଚି ଯାଇଥିଲେ।ତେବେ ବନ୍ଧୁମାନେ କିଛି ବର୍ଷ ତଳେ ମଧ୍ୟ ଏହିଭଳି ଏକ ଭୟଙ୍କର ବନ୍ୟା ଆସିଥିଲା।

ସେତେବେଳେ ଦେବଙ୍କ ଦେବ ମହାଦେବଙ୍କ କେଦାରନାଥ ମନ୍ଦିର ସମ୍ପୂର୍ଣ୍ଣ ରୂପେ ବୁଡି ଯାଇଥିଲା।ସେହି ସମୟରେ ବହୁତ ଲୋକ ଏହି ବନ୍ୟା ପାଇଁ ନିଜ ଜୀବନ ହରାଇଥିଲେ।ଏହାର ବହୁତ ଦିନ ପରେ ପୁଣି ଥରେ କେଦାରନାଥ ମନ୍ଦିର ଖୋଲା ଯାଇଥିଲା।

ତେବେ ଏହି କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଓ ତୀବ୍ରତା ବହୁତ ବଢ଼ି ଯାଇଛି।ବହୁ ଲୋକ ଏହା କହୁଛନ୍ତି କି ଏହା ଲୋକମାନେ ପ୍ରକୃତି ଉପରେ କରୁଥିବା ଅତ୍ୟାଚାରର ପ୍ରତିଶୋଧ ଅଟେ।ତେବେ ଏବେ ଠାରୁ ଆମେ ପ୍ରତିଜ୍ଞା କରିବା କି ଆମ ଦ୍ଵାରା ଯେତେ ଦୂର ସମ୍ଭବ ହେବ ପ୍ରକୃତିର ଯତ୍ନ ନେବାକୁ ଚେଷ୍ଟା କରିବା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.