Press "Enter" to skip to content

ପୁଣି ହାଜର ହେଲେ Anubhab Barsha ସମ୍ପର୍କ ନେବ କି ନୂଆ ମୋଡ଼ ଦେଖନ୍ତୁ ସମ୍ପୂର୍ଣ ଖବର

ବନ୍ଧୁଗଣ ବର୍ଷା ଅନୁଭବ ଅଲିଉଡ ଇଣ୍ଡଷ୍ଟ୍ରି ର ସୁପରହିଟ ଯୋଡି ହୋଇଥିବା ବେଳେ ଦୀର୍ଘ ୮ ମାସ ଧରି ଦୁହେଁ ବିବାଦ କ୍ଷେତ୍ରରେ ଛନ୍ଦୀ ହୋଇ ରହିଛନ୍ତି l ଯେତେବେଳେ ଅନୁଭବ ଏବଂ ବର୍ଷା ଟିଭି ପରଦାରେ ଏକାଠି ଆଶନ୍ତି ସେତେବେଳେ ଦର୍ଶକ ମାନଙ୍କର ଖୁସିର ସୀମା ନଥାଏ l

ସାରା ଓଡିଶା ଏବଂ ଓଡିଶା ବାହାରେ ମଧ୍ୟ ଏହି ସୁନ୍ଦର ଯୋଡି ନାଁ କରିବାରେ ସଫଳ ହୋଇଥିଲେ l କିନ୍ତୁ ପାରିବାରିକ କଳହ ଏବଂ ପାରସ୍ପରିକ ଭୁଲ ବୁଝାମଣା ପାଇଁ ଦୁହେଁ ବର୍ତ୍ତମାନ ସୋସିଆଲ ମିଡିଆରେ ହେଡ଼ଲାଇନ ଭାବେ ରହୁଛନ୍ତି l

ବର୍ଷା ଅନୁଭବ ଙ୍କ ସମ୍ପର୍କରେ ଘରୋଇ ଅତ୍ୟାଚାର ଏବଂ ଅନ୍ୟତ୍ର ସମ୍ପର୍କ ରଖୁଥିବାର ଅଭିଯୋଗ ଆଣିବା ଶହ ତାଙ୍କୁ ନ୍ୟାୟ ପାଇଁ ଅପିଲ କରିଥିଲେ l କିନ୍ତୁ ଅନୁଭବ ତାଙ୍କ ଠାରୁ ବିବାହ ବିଛେଦ ପାଇଁ ଆବେଦନ କରିଥିଲେ ଏବଂ ବର୍ଷା ଙ୍କ ଶହ ରହିବାକୁ ଚାଁହୁ ନାହାନ୍ତି ବୋଲି ମତ ଦେଇଥିଲେ l

ଅନେକ କ୍ଷେତ୍ରରେ ତଥା ପରିବାର କୋର୍ଟ ଠୁ ଆରମ୍ଭ କରି ଫ୍ୟାନ ମାନେ ମଧ୍ୟ ଦୁହିଁଙ୍କ ଏକାଠି ହେବା ଆଶା କରିଥିବା ବେଳେ ରାଜନେତା ସୁର ରାଉତରାୟ ମଧ୍ୟ ଚେଷ୍ଟା କରିସାରିଲେଣି l କିନ୍ତୁ ଅନୁଭବ ମହାନ୍ତି ତାଙ୍କ ଶହ ରହିବାକୁ ଚାଁହୁନାହାନ୍ତି ବୋଲି ସଫା ସଫା ମନା ଜରିଦେଇଛନ୍ତି l

ବର୍ତ୍ତମାନ ଫାମିଲି କୋର୍ଟ ରେ ଦୁହିଁଙ୍କୁ ଦେଖିବାକୁ ମିଳିଛି ଯାହା ଫଳରେ ତାଙ୍କ ପାରସ୍ପରିକ ବୁଝାମଣା କୁ କେନ୍ଦ୍ର କରି ଘଟଣା ର ଶୀର୍ଷ ରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ଫାମିଲି କୋର୍ଟ l

ଅନୁଭବ ଏବଂ ବର୍ଷା ଆଗରୁ ମଧ୍ୟ ଫାମିଲି କୋର୍ଟ ରେ ଉପସ୍ଥିତ ହୋଇଥିବା ବେଳେ ବର୍ଷା ଗୋଟିଏ ଥର ଅନୁପସ୍ଥିତ ଥିଲେ l ଏହାପରେ ଦୁହେଁ ଏକାଠି ଦେଖା ଯାଇଥିଲେ ଫାମିଲି କୋର୍ଟ ରେ l

ଏହା ପରେ ଦୁହିଁଙ୍କୁ ଜୁଲାଇ 14 ତାରିଖ ରେ ପୁଣି ଉପସ୍ଥିତ ହେବାପାଇଁ ନିର୍ଦେଶ ଦିଆଯାଇଥିଲା l ଏବଂ ଜୁଲାଇ 15 ବୁଧବାର ଦିନ ଦୁହିଁଙ୍କୁ ଫାମିଲି କୋର୍ଟ ରେ ଦେଖିବାକୁ ମିଳିଛି l

ଏବଂ ଏହାପରେ ଦୁହିଁଙ୍କ କିପରି ପାରିବାରିକ ପରିସ୍ଥିତି ସୁଧାରି ପାରିବେ କୋର୍ଟ ନିଜର ସର୍ବୋତ୍ତମ ଚେଷ୍ଟା କରିବେ ବୋଲି ଦର୍ଶାଇଛନ୍ତି ଫାମିଲି କୋର୍ଟ ପରିଷଦ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.