Press "Enter" to skip to content

ଜୁଲାଇ 16 ପରେ ହେବାକୁ ଯାଉଛି lockdown କୋହଳ ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଦିନକ ପରେ ସରୁଛି ରାଜ୍ୟରେ ଆଂଶିକ କଟକଣା l ତେଣୁକରି କ-ରୋନା ସ୍ଥିତି କୁ ଆଖି ଆଗରେ ରଖି ନୂଆ ଗାଇଡ଼ଲାଇନ ପ୍ରକ୍ରିୟା ଆଲୋଚନା ହେଉଛି l ଯାହା ଫଳରେ କ-ରୋନା ସ୍ଥିତି ଅନୁଧ୍ୟାନ କରିବାପାଇଁ ନିଷ୍ପତି ନେବେ ନା କାଟାଗୋରି ଏ ଏବଂ ବି ପରି ଫର୍ମୁଲା ଆପଣେଇବେ l

ପୂର୍ବଥର କଟକଣା ମଧ୍ୟରେ ଆଂଶିକ ତାଲାବନ୍ଦ ଥିବା ବେଳେ ଦୁଇଟି ଶ୍ରେଣୀ କରାଯାଇଥିଲା ଯାହା ଫଳରେ ତାଲାବନ୍ଦ ପ୍ରକ୍ରିୟା ବଳ ବତର ରହିଥିଲା l

କୋଡିଏ ଟି ଜିଲ୍ଲାରେ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିବା ବେଳେ କିଛି ଯାଗାରେ ସକାଳ ୬ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତି ନିଆଯାଇଥିଲା l

ଏବଂ ସମସ୍ତ ଯାଗାରେ ତାଲାବନ୍ଦ ପାଇଁ ନିୟମ ବଳ ବର୍ତର ହୋଇ ରହିଥିଲା ଶନିବାର ଏବଂ ରବିବାର l ଏହି ଦିନରେ ସମ୍ପୂର୍ଣ ତାଲାବନ୍ଦ ଘୋଷଣା କରାଯାଇଥିଲା l ଆଉ ୨ ଦିନ ପରେ ପଞ୍ଚମ ପର୍ଯାୟ କଟକଣା ସରିବାକୁ ଯାଉଛି l କରୋନା ସ୍ଥିତ ବଳ ବର୍ତର ରହିବା ବେଳେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରେ ସଂକ୍ରମଣ ର ସଂଖ୍ୟା ଅଧିକ ରହୁଛି l

ଏବଂ ସମସ୍ତ ସ୍ଥାନରେ ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନ ଏବଂ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ସୂଚନା ରହିଛି l ଏବଂ ରାଜନୈତିକ, ସାଂସ୍କୃତିକ, ଏବଂ ସାମାଜିକ ସ୍ୱୀକୃତି ପାଇଁ ବର୍ତ୍ତମାନ ଅନୁମତି ଦିଆ ନଯାଇ ପାରେ ବୋଲି ସୂଚନା ମିଳିଛି l

ତେବେ ମଲ, ପାର୍ଲର, ସେଲୁନ, ସ୍ପା, ସ୍ୱଇମିଙ୍ଗ, ଆଦି ସ୍ଥାନ ବନ୍ଦ ରଖାଯିବ ବୋଲି ସୂଚନା ରହିଛି l ଏବଂ ସବୁ ଜିଲ୍ଲାକୁ ଗାଇଡ଼ ଲାଇନ ସହ ବସ ଚଳାଚଳ ଚାଲୁ କରାଯିବାର ସୂଚନା ମିଳୁଛି l

ସେପରି ବିଶେଷଜ୍ଞଙ୍କ ମତ ଅନୁସାରେ ବର୍ତ୍ତମାନ କ-ରୋନା ମହାମାରୀ ପରିସ୍ଥିତି କାବୁ ନହେଲେ ତୃତୀୟ ଲହରୀ ଆସିବା ସୁନିଶ୍ଚିତ l

ତେଣୁକରି ସମ୍ପୂର୍ଣ ଭାବରେ ତାଲାବନ୍ଦ ପ୍ରକ୍ରିୟା ବନ୍ଦ ହେବା ସମ୍ଭବପର ନୁହେଁ l ସମ୍ପୂର୍ଣ୍ଣ ମାତ୍ରାରେ କ-ରୋନା ସଂକ୍ରମଣ ହ୍ରାସ ପାଇଲେ ହିଁ ତାଲାବନ୍ଦ ଏବଂ ଅନ୍ୟନ୍ୟ କ୍ଷେତ୍ରରେ କୋହଳ କରାଯିବା ନେଇ ଆଶଙ୍କା କରିଛନ୍ତି ବିଶେସଜ୍ଞା l

ତେଣୁକରି କଟକଣା କୋହଳ ପାଇଁ ସଂକ୍ରମଣ କମିବା ଦରକାର ଯାହା ଫଳରେ ସ୍ଥିତି ନିର୍ଧାରିତ ହୋଇପାରିବ l ଏବଂ ସ୍ଥିତି କୌଣସି ମତେ ସାଧାରଣ ହେଲେ ମଧ୍ୟ ରାଜ୍ୟ ଭିତିକ ସୀମାରେ କଟକଣା ଆହୁରି କଡାକଡୀ ହେବା ନେଇ ସୂଚନା ଜାରି ରହିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.