Press "Enter" to skip to content

ଯେତେବେଳେ live Vidio ରେ ସ୍ୱରାଜ ଶିବାନୀ ଙ୍କୁ କହିଦେଲେ ଏମିତି କଥା ଶିବାନୀ ଏମିତି ଦେଲେ ଉତ୍ତର

ବନ୍ଧୁମାନେ ଆପଣମାନେ ସମସ୍ତେ ଓଡିଆ ସିନେମା ଜଗତର ଚୁଲବୁଲି ନାୟିକା ଶିବାନୀ ସଙ୍ଗୀତାଙ୍କୁ ତ ଭଲ ଭାବରେ ଜାଣିଥିବେ।ଶିବାନୀ ବାବୁ ସାନଙ୍କ ସହ ସିଷ୍ଟର ଶ୍ରୀଦେବୀ, ଅରିନ୍ଦମଙ୍କ ସହ ବାବୁ ଭାଇଯାନ ଓ ଅନୁଭବଙ୍କ ସହ ପ୍ରେମ କୁମାର ସିନେମାରେ ଅଭିନୟ କରିସାରିଛନ୍ତି।

ତାଙ୍କର ସୌନ୍ଦର୍ଯ୍ୟ ଓ ଅଭିନୟ ଉଭୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି।ଏତିକି ଅଳ୍ପ ସିନେମା କରି ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବହୁତ ଅଧିକ।ତେବେ ନିଜର ଦର୍ଶକଙ୍କ ସହ କଥା ହେବା ପାଇଁ ସେ ମଝିରେ ମଝିରେ ଇନ୍ଷ୍ଟାଗ୍ରାମରେ ଲାଇଭ ଆସିଥାନ୍ତି।

ବନ୍ଧୁମାନେ ଆପଣମାନେ ଅଭିନେତା ସ୍ଵରାଜ ବାରିକଙ୍କୁ ବି ଚିହ୍ନିଥିବେ।ସେ ନିଜ ପିଲାଦିନରୁ ହିଁ ସମଥିଙ୍ଗ ସମଥିଙ୍ଗ,ସୁନା ଚଢ଼େଇ ମୋ ରୂପା ଚଢେଇରେ ଅଭିନୟ କରିଥିଲେ।

ଏହା ସହ ସେ ବଡ଼ ହେବା ପରେ ତୁ ମୋ ଲଭ ଷ୍ଟୋରୀରେ ସିନେମାରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିସାରିଛନ୍ତି।ତେବେ କିଛି ଦିନ ତଳେ ଶିବାନୀ ଇନ୍ଷ୍ଟାଗ୍ରାମରେ ଲାଇଭ ଆସିଥିଲେ।

ସେହି ଲାଇଭ ଥିବା ସମୟରେ ତାଙ୍କୁ ସ୍ଵରାଜ କଣ କହିଥିଲେ ଆମେ ସେ ବିଷୟରେ କହିବାକୁ ଯାଉଛୁ।ଯଦି ଆପଣ ସେହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ଶିବାନୀ ଲାଇଭ ଥିବା ବେଳେ ତାଙ୍କୁ ତାଙ୍କର ପ୍ରଶଂସକମାନେ ତାଙ୍କୁ ସବୁ ଭଲ ପାଇବା ଦେଉଥିଲେ ଓ କିଛି ଲୋକ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ।ତେବେ ସେହି ସମୟରେ ସ୍ଵରାଜ ତାଙ୍କୁ ସେଠି ମେସେଜ କରି ପଚାରିଥିଲେ କି ଆପଣ ଭଲ ଦିଶୁଛନ୍ତି କିଛି ଟିପ୍ସ ଦିଅନ୍ତୁ।

ତେବେ ଶିବାନୀ ଏହା ପଢ଼ି ବହୁତ ଖୁସି ହେଇ ଯାଇଥିଲେ।ସେ ହସି ହସି କହିଥିଲେ କି ଏଇଟା ସ୍ଵରାଜ ବାରିକଙ୍କର ଅସଲି ଆକାଉଣ୍ଟ କି ନାହିଁ ଜଣା ନାହିଁ।ଯଦି ଏଇଟା ତାଙ୍କ ପ୍ରଶଂସକଙ୍କ ଆକାଉଣ୍ଟ ତେବେ ସେ ପୂର୍ବରୁ ଟିପ୍ସ ଦେଇ ସାରିଛନ୍ତି।

ତେବେ ପୁଣି ଥରେ ସେ ମଜାରେ କହିଥିଲେ କି ଅସଲି ଆକାଉଣ୍ଟ ହେଇଥିଲେ ଆପଣଙ୍କୁ କଣ ଝିଅ ପିଲାଙ୍କ ଟିପ୍ସ ଦରକାର ଯଦି ପୁଅ ପିଲାଙ୍କ ଟିପ୍ସ ଦରକାର ତା ମଧ୍ୟ ମୁଁ ଦେଇ ସାରିଛି।

ଶେଷରେ ଶିବାନୀ ମଜାରେ କହିଥିଲେ କି ମାଡ, ତେବେ ଶିବାନୀ ଓ ସ୍ଵରାଜ ପିଲାବେଳ ସାଙ୍ଗ।ଗୁଜବ ଆସୁଛି କି ସେମାନେ ଆଗକୁ ଏକ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି।

ତେବେ ସେହି ଲାଇଭ ସେସନର ଶେଷରେ ଶିବାନୀ ନିଜ ପ୍ରଶଂସକମାନଙ୍କୁ ସେମାନଙ୍କ ବହୁତ ଭଲ ପାଇବା ପାଇଁ ଧନ୍ୟବାଦ ଜଣାଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Be First to Comment

Leave a Reply

Your email address will not be published.