Press "Enter" to skip to content

ଭୁବନେଶ୍ବରରେ ମିଳୁଛି Paid Girlfriend ଆପଣ ବି ପାଇପାରିବେ ଜାଣନ୍ତୁ କେମିତି

ବନ୍ଧୁମାନେ ଭୁବନେଶ୍ବରରେ ବ୍ୟାଙ୍କକର ମାହୋଲ ହେଇ ଯାଇଛି।ଦେହ ମସାଜ ସାଙ୍ଗକୁ ସେ-କ୍ସ-ର ମଜା।ଟାଇମ ପାସ ପାଇଁ ପେଡ ଗାର୍ଲଫ୍ରେଣ୍ଡ,ବ୍ୟବସାୟ ଘୋଷଣା ପାଲଟିଛି ପ୍ରହସନ।ଭୁବନେଶ୍ୱର ସହର ସ୍ମାର୍ଟ ହେଉଛି ଏହା ସହ ଦେହ ଦଲାଲ ମଧ୍ୟ ସ୍ମାର୍ଟ ହେଉଛନ୍ତି।

ଅନଲାଇନ ମାଧ୍ୟମରେ ଏବେ ଚାଲିଛି ବେପାର।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ବିନା ସ୍କିପ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଏହି ଅନଲାଇନ ସମୟରେ ଏବେ ସବୁ କାମ ଅନଲାଇନରେ ହିଁ ହେଉଛି।ଏହି ଦେହ ବେପାର ପାଇଁ ମଧ୍ୟ ଦଲାଲମାନେ ୱେବସାଇଟର ବ୍ୟବହାର କରୁଛନ୍ତି।ୱେବସାଇଟ ଜରିଆରେ ହେଉଛି ଦେହର ଡିଲ।ବିଗତ ଛଅ ବର୍ଷ ମଧ୍ୟରେ ରାଜଧାନୀରେ ସତସ୍ତରି ସେ-କ୍ସ ରାକେଟ ଠାବ ହେଇଛି।

ଏହା ସହ ଦୁଇଶହ ଚଉବନ ଜଣ ଗରାଖ ଓ ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଶହ ସାତ ରୂପ ଜୀବୀଙ୍କୁ ସର୍ଟ ଷ୍ଟେହୋମକୁ ପଠା ଯାଇଛି।ଦେ-ହ-ଜୀ-ବୀ-ଙ୍କୁ ପୋଲିସ ଧରି ଛାତି କୁଣ୍ଢେ ମୋଟ କରି ବୁଲିଲା ବେଳେ ରାଣୀ ମହୁମାଛିର ପତ୍ତା ମିଳିନାହିଁ।

ତେବେ ଖବର ମିଳୁଛି କି କଲିକତାରୁ ଏହି ସେ-କ୍ସ ଟ୍ରେଡ କଣ୍ଟ୍ରୋଲ ହେଉଛି।ତେବେ ପୁରା ଓଡ଼ିଶାରୁ ଲୋକ ଯାଇ ଭୁବନେଶ୍ଵରରେ ଏଭଳି କାମ କରୁଛନ୍ତି ବୋଲି କିଛି ଲୋକ ମତ ଦେଇଛନ୍ତି।ତେବେ କିଛି ଲୋକଙ୍କ ମତରେ ପାଖ ପୋଲିସ ମଧ୍ୟ ସେଥିରୁ କିଛି ଫାଇଦା ନେଉଛି।

୨୦୧୪ରୁ ୨୦୧୬ ମଧ୍ୟରେ କ୍ୟାପିଟାଲ ଥାନା ଅନ୍ତର୍ଗତ ନିର୍ମଳ ପ୍ୟାଲେସ, ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମୈତ୍ରୀ ଗେଷ୍ଟ ହାଉସ,ଲକ୍ଷ୍ମୀ ସାଗର ଥାନା ଅଧୀନ ଖୁସବୁ ବିଉଟି ପାର୍ଲର, ୱାନଷ୍ଟର ବିଉଟି ପାର୍ଲର ଓ ବୃନ୍ଦାବନ ଏଙ୍କଲେଭକୁ ବେ-ଶ୍ୟା-ଳ-ୟ ଘୋଷଣା କରା ଯାଇଥିଲା।

ତେବେ ପରେ ଖାରବେଳ ନଗର ଓ ବାପୁଜୀ ନଗର ପାଖ କିଛି ପାର୍ଲରରୁ ପୋଲିସ କିଛି ଥାଇଲାଣ୍ଡର ଯୁବତୀଙ୍କୁ ଠାବ କରିଛି।ମାମଲାରେ ସଂପୃକ୍ତ ଥିବା ଯୁବତୀଙ୍କ ଭିସାକୁ କଳା ତାଲିକା ଭୁକ୍ତ କରିବା ପାଇଁ ଗୃହ ବିଭାଗ ପାଖକୁ ଚିଠି ଲେଖାଯାଇଛି।

କିନ୍ତୁ ଘର ମାଲିକ ଅଧିକାଂଶ କ୍ଷେତ୍ରରେ ଶିଳ୍ପପତି ଓ ରାଜନେତା ହେଇ ଥିବାରୁ ହାତ ବାନ୍ଧି ବସି ପଡ଼ିଛି ପୋଲିସ।ତେବେ କିଛି ବିଶେଷଜ୍ଞ ମାନେ ଏହି ବ୍ୟବସାୟକୁ ସରକାରଙ୍କ ତରଫରୁ ସ୍ଵୀକୃତି ମିଳୁ ବୋଲି ଇଚ୍ଛା କରିଛନ୍ତି ଓ ଏହାର କାରଣ ସ୍ୱରୂପ ସେମାନେ କହିଛନ୍ତି କି ଏହା ଦ୍ଵାରା ଦେଶରେ ହେଉଥିବା ଧର୍ଷଣର ସଂଖ୍ୟା କମି ଯାଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.