Press "Enter" to skip to content

ଆସନ୍ତା 15 ଜୁଲାଇ ରେ ସାରା ଓଡିଶା ବନ୍ଦ ସମର୍ଥନ ଦେବ ଭାରତୀୟ କଂଗ୍ରେସ ଜାଣନ୍ତୁ କାହିଁକି ବନ୍ଦ ହେବ ODISHA

ବନ୍ଧୁଗଣ କ-ରୋନା ମହାମାରି ପାଇଁ ଅନେକ ଲୋକ ଜୀବିକା ହରେଇଥିବା ବେଳେ ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି l ଅନେକ ମା କୋଳରୁ ପୁଅ ଏବଂ ପୁଅ ପାଖରୁ ମା ତଥା ଅନେକ ପବିତ୍ର ସମ୍ପର୍କ ଛିର୍ଣ ହୋଇଯାଇଛି l

ବର୍ତ୍ତମାନ ତାଲାବନ୍ଦ ସାମାନ୍ୟ କୋହଳ ହେବାପରେ ମଧ୍ୟ ସ୍ଥିତି ସୁଧୁରି ନଥିବା ବେଳେ ଅସନ୍ତୋଷ ଭାବ ପ୍ରକାଶ ପାଇଛି l ଯାହା ଫଳରେ ଓଡ଼ିଶାରେ ଜୁଲାଇ 15 ତାରିଖରେ ସ୍ଥିତି ରେ ସୁଧାର ଆଣିବାକୁ ଆଶା ରଖି ତାଲାବନ୍ଦ ଡାକରା ଦେଇଛନ୍ତି ବାମ ଦଳ l

ପୂର୍ବ ବର୍ଷ କ-ରୋନା ମହାମାରୀ ର ସ୍ଥିତି ସାଙ୍ଘାତିକ ଭାବେ ଓଡ଼ିଶାରେ ହୋଇଥିବା ବେଳେ ତାଲାବନ୍ଦ ପ୍ରକ୍ରିୟା ବଢ଼ାଇ ଦିଆଯାଇଥିଲା l କିନ୍ତୁ ତାଲାବନ୍ଦ ସତ୍ୱେ ମଧ୍ୟ କୌଣସି ପରିବର୍ତ୍ତନ ଦେଖା ଦେଇନଥିଲା ଏବଂ ସଂକ୍ରମଣ କମିନଥିଲା l

ବରଂ ବୃଦ୍ଧି ପାଇବାରେ ଲାଗିଥିଲା l ଏହି ତାଲାବନ୍ଦ ଅନେକ ଲୋକଙ୍କ ଠାରୁ ରୋଜଗାର ଛଡାଇନେଇଥିଲା l ଏବଂ ନିମ୍ନ ବର୍ଗ ବ୍ୟକ୍ତି ତଥା ମାଧ୍ୟମିତ ବର୍ଗର ବ୍ୟକ୍ତିମାନେ ଏହା ପାଇଁ ଅନେକ ଅସୁବିଧା ର ସମୁଖୀନ ହୋଇଥିଲେ l ବର୍ତ୍ତମାନ ତାଲାବନ୍ଦ ଖୋଲିବା ପରେ ମଧ୍ୟ ଏହାର ପାଦୁର୍ଭାବ କୌଣସି ପ୍ରଭାବ ପଡ଼ିନାହିଁ l

ବରଂ ବଢ଼ି ଯାଇଛି ଦର ଦାମ l ମୂଲ୍ୟରେ ବୃଦ୍ଧି ପାଇଛି ଅନେକ ଦାମ l ଏବଂ ଏହି କ୍ଷେତ୍ରରେ ମଧ୍ୟ ତାଲାବନ୍ଦ ବଳ ବତର ରହୁଛି l କେଉଁଠି ପେଟ୍ରୋଲ ଦରଦାମ ବଢିଛି ତ କେଉଁଥି ତେଲ ର ଦରଦାମ ଆକାଶ ଛୁଆଁ ହୋଇଛି l ପେଟ୍ରୋଲ ଏକ ଶହ ଟଙ୍କା ହୋଇଥିବା ବେଳେ ଦୁଇ ଶହ ଟଙ୍କା ପାଖା ପାଖୀ ଖାଇବା ତେଲ l

ଯାହାକି ଖାଉଟି ବ୍ୟବସାୟୀ ଙ୍କ ଉପରେ ଗଭୀର ପ୍ରଭାବ ପକାଇଛି l ଯାହା ଫଳରେ ସବୁକିଛି ଚିନ୍ତା କରାଯାଇ ଏଭଳି ପଦକ୍ଷପ ନେବାକୁ ବାଧ୍ୟ ହେଉଛନ୍ତି ବାମ ଦଳ l ଏହି କ୍ଷେତରେ ଭାରତୀୟ କଂଗ୍ରେସ ମଧ୍ୟ ପୂର୍ଣ ରୂପରେ ସମର୍ଥନ ଦେଇଛନ୍ତି ଏବଂ ଆସନ୍ତା 15 ତାରିଖରେ ସାରା ଓଡ଼ିଶାରେ ତାଲାବନ୍ଦ ଡକା ସୂଚନା ମିଳୁଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.