ବଲାଙ୍ଗୀର ସହରରେ ପାଗ ବହୁତ ହିଁ ଭଲ ରହିଛି।ହାଲକା ହାଲକା ବର୍ଷା ସହ ଥଣ୍ଡା ପାଗ ମନକୁ ପୁରା ରୋମାଣ୍ଟିକ କରିଦେଇଛି।ତେବେ ଏହି ସମୟ ଏହି ପାଗ ଯେ କେବଳ ମଣିଷମାନଙ୍କ ପାଇଁ ଏମିତି ରୋମାଣ୍ଟିକ ତାହା ନୁହେଁ।
ଜୀବଜନ୍ତୁମାନେ ମଧ୍ୟ ଏହାର ମଜା ନେଇଛନ୍ତି।ତେବେ ସବୁ ଜୀବଜନ୍ତୁଙ୍କ ଭଳି ସାପମାନେ ମଧ୍ୟ ବହୁତ ମଜା ନେଇଥାନ୍ତି ଏହି ପାଗର।ତେବେ କଣ ହେଇଥିଲା ୨ ସାପଙ୍କ ଭିତରେ ତାହା ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ତେବେ ଏହି ବର୍ଷା ଥିବା ରୋମାଣ୍ଟିକ ପାଗର ଦୁଇଟି ଧଣ୍ଡ ସାପ ଖୁବ ମଜା ନେଇଛନ୍ତି।ସାପ ଦମ୍ପତ୍ତି ଦ୍ବୟ ବର୍ଷାରେ ନୃତ୍ୟ କରିବାରେ ଲାଗି ଯାଇଛନ୍ତି।ତେବେ ବଲାଙ୍ଗୀର ଜିଲ୍ଲାର ରିଜର୍ଭ ପୋଲିସ ପଡିଆରେ ଏହି ଘଟଣାଟି ଘଟିଥିଲା।
ତେବେ ଏହି ସବୁ ଦୃଶ୍ୟକୁ ସେଠି ପାଖରେ ଥିବା ଲୋକମାନେ ବହୁତ ଉପଭୋଗ କରିଥିଲେ।ତାଙ୍କର ଏହି ନୃତ୍ୟ ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିଲା।ତେବେ କୁହାଯାଏ କି ବର୍ଷା ଋତୁ ସାଧାରଣତଃ ପଶୁପକ୍ଷୀଙ୍କ ପ୍ରଜନନ ସମୟ ହେଇଥାଏ।
ତେବେ ଅନ୍ୟ କିଛି ଲୋକ କହିଥାନ୍ତି କି ବର୍ଷା ଦିନରେ ସାପମାନଙ୍କ ଗାତରେ ପାଣି ପଶି ଯାଇଥାଏ, ସେଥି ପାଇଁ ସେମାନେ ବାହାରକୁ ଆସି ଏପରି ନାଟ କରିଥାନ୍ତି।ତେବେ ଏହି କଥାଟି କିଛି ଦୂରରେ ଠିକ ମଧ୍ୟ ହେଇଥାଏ।

ତେବେ କିଛି ଲୋକ କହିଥାନ୍ତି କି ସାପ ମାନଙ୍କର ତ ନିଜର କିଛି ଗାତ ନ ଥାଏ।ସେମାନେ ଅନ୍ୟ ଜୀବ ମାନେ କରିଥିବା ଗାତରେ ରହିଥାନ୍ତି।ସେଥିପାଇଁ ବର୍ଷା ଋତୁ ହେଲେ ମଧ୍ୟ ଯଦି ସେମାନେ ନିଜ ଗାତରେ ପାଣି ପଶିଗଲେ ମଧ୍ୟ ଅନ୍ୟ ଏକ ଗାତ ଖୋଜି ଦିଅନ୍ତି।

ତେବେ ସାପ ସାଧାରଣତଃ ଏକ ଭୟାନକ ଜନ୍ତୁ ହେଇଥାଏ।ସାଧାରଣ ଲୋକମାନେ ସାପଟିକୁ ଦେଖିଲେ ଡରି ଯାଇଥାନ୍ତି।ତେବେ ସେହିଭଳି ଜୀବ ମଧ୍ୟ ପ୍ରଜନନ ଓ ଏହି ଭଳି ରୋମାଣ୍ଟିକ ପାଗ ଥିଲେ ମଧ୍ୟ ସେମାନେ ଏଭଳି ଭାବରେ ଉପଭୋଗ କରୁଛନ୍ତି।

ତେବେ ବର୍ଷା ପାଗଟି ସାଧାରଣତଃ ସେମିତି ହେଇଥାଏ।ଏହି ପାଗରେ କେତେ କେତେ କବି ଓ କେତେ କେତେ ଲେଖକ ନିଜର ଅନେକ ରଚନା ସୃଷ୍ଟି କରି ଦିଅନ୍ତି।ତେବେ କେବଳ ବଲାଙ୍ଗୀର ନୁହଁ ସମଗ୍ର ପୃଥିବୀରେ ହିଁ ଏହି ବର୍ଷା ପାଗଟି ସେହିଭଳି ଭାବରେ ହେଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment