Press "Enter" to skip to content

କେଉଁ ଅମ୍ଳ କ୍ଷୀର କୁ ଦହିରେ ପରିଣତ କରେ ଅନେକ ଲୋକ ଜାଣି ନାହାନ୍ତି ଏହାର ଉତ୍ତର ODIA GK

ଓଡ଼ିଆ ସାଧାରଣ ଜ୍ଞାନ ରେ ଆମେ ଅନେକ କିଛି ଢଗମାଳି ଏବଂ ଚତୁର ପ୍ରଶ୍ନ ବିଷୟରେ ଆଲୋଚନା କରିବା l ଏହା ଆପଣଙ୍କ ଆଗାମୀ ଭବିଷ୍ୟତ ତଥା ଅନେକ ଦିଗରେ ଚତୁର ହେବାପାଇଁ ସାହାର୍ଯ୍ୟ କରିବ l

ଓଡ଼ିଆ ସାଧାରଣ ଜ୍ଞାନରେ ଆପଣ ଆପଣଙ୍କ ଦେଉଥିବା କିଛି ପରୀକ୍ଷାରେ ମଧ୍ୟ ଏହି ପ୍ରଶ୍ନ ଅନେକ ଥର ଆଲୋଚନା ହୋଇଛି ଏବଂ ଏହା ଆଜି ଆମେ ଆପଣଙ୍କୁ ବିସ୍ତାର ଭାବେ ଜଣେଇବାକୁ ଯାଉଛୁ l ତେବେ ଆସନ୍ତୁ ଆରମ୍ଭ କରିବା l

ପ୍ରଶ୍ନ – କେଉଁ ଅମ୍ଳ କ୍ଷୀର କୁ ଦହିରେ ପରିଣତ କରେ..?

ଉତ୍ତର – ଲାକଟିକ ଅମ୍ଳ

ପ୍ରଶ୍ନ – ପ୍ଲାଷ୍ଟିକ ତିଆରି ବେଳେ କେଉଁ ଗ୍ୟାସ ବ୍ୟବହାର ହୁଏ…?

ଉତ୍ତର – ଇଥିଲୀନ

ପ୍ରଶ୍ନ – କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ବଡ଼ ଦେଶ ନାଁ କଣ….?

ଉତ୍ତର – ରୁଷିଆ

ପ୍ରଶ୍ନ – ଭାରତର ଜାତୀୟ ଫୁଲ ର ନାଁ କଣ….?

ଉତ୍ତର – ପଦ୍ମ ଫୁଲ

ପ୍ରଶ୍ନ – ଭାରତର କେଉଁ ରାଷ୍ଟ୍ରପତି ଦୀର୍ଘଦିନ ଧରି ରାଷ୍ଟ୍ରପତି ପଦବୀ ରେ କର୍ଯ୍ୟ କରୁଥିଲେ….?

ଉତ୍ତର – ଡ଼.ରାଜେନ୍ଦ୍ର ପ୍ରସାଦ l

ପ୍ରଶ୍ନ – ଅର୍ଜୁନ ଙ୍କୁ ଗାଣ୍ଡିବ ଧନୁ କିଏ ଉପହାର ରେ ଦେଇଥିଲେ..?

ଉତ୍ତର – ଅଗ୍ନିଦେବ

ପ୍ରଶ୍ନ – କର୍ଣ କୁ କିଏ ବିଜୟ ଧନୁ ଉପହାର ଦେଇଥିଲେ…?

ଉତ୍ତର – ପର୍ଶୁରାମ

ପ୍ରଶ୍ନ – ପିତାମହ ବୋଲି କାହାକୁ କୁହାଯାଏ…?

ଉତ୍ତର – ଭୀଷ୍ମ

ପ୍ରଶ୍ନ – ଅର୍ଜୁନଙ୍କ ରଥରେ ସାରଥୀ କିଏ…?

ଉତ୍ତର – ଶ୍ରୀକୃଷ୍ଣ

ପ୍ରଶ୍ନ – ବ୍ୟାସଦେବ ଙ୍କ ପୁତ୍ର ଙ୍କ ନାମ କଣ…?

ଉତ୍ତର – ଶୁକଦେବ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published.