Press "Enter" to skip to content

କୋକିଳା ବେନ ଙ୍କ ଘଋ ଆସିଲା ଦୁଖ ଖବର ଗୁରୁତର ଅବସ୍ଥାରେ medical ରେ ଭର୍ତ୍ତି ହେଲେ କୋକିଳା ମୋଦି

ବନ୍ଧୁଗଣ ଆଜିଠାରୁ ଅନେକ ବର୍ଷ ପୂର୍ବରୁ ମଧ୍ୟ ଆମେ ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସାଥିଆ ଦେଖିବାକୁ ବହୁତ ପସନ୍ଦ କରିଥାଉ l କେବଳ ଆମେ ନୁହଁନ୍ତି ସମଗ୍ର ଭାରତରେ ସାଥିଆ ସିରିଏଲ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା l

ତାଲାବନ୍ଦ ସମୟରେ ଏହି ସିରିଏଲ ର ପୁନଃ ପ୍ରସାରଣ ଷ୍ଟାର ପ୍ଲସ ସିରିଏଲ ମାଧ୍ୟମରେ କରାଯାଇଥିଲା ଏବଂ ଏହା ଆଜି ମଧ୍ୟ ଲୋକଙ୍କ ଲୋକପ୍ରିୟ ହୋଇପାରିଛି ବୋଲି ଜଣା ପଡିଥିଲା l ଯାହା ଫଳରେ ସାଥିଆ ର ଦ୍ୱିତୀୟ ଭାଗ ଆରମ୍ବୁ କରାଯାଇଥିଲା l

ସାଥିଆ ସିରିଏଲ ରେ ଶାଶୁ ବୋହୁଙ୍କ ପବିତ୍ର ସମ୍ପର୍କ ତଥା ଏକ ପରିବାର ର ସବୁ କ୍ଷେତ୍ରରେ ଜଡିତ ଲୋକମାନଙ୍କ ହୃଦୟକୁ ବେଶୀ ପସନ୍ଦ ହୋଇଥିଲା l

ସାଥିଆ ସିରିଏଲ ରେ ସବୁଠାରୁ ଦମଦାର ଅଭିନୟ କରି ଆଜି ମଧ୍ୟ ଚର୍ଚାରେ ଅଛନ୍ତି କୋକିଳା ବେହେନ l ଯାହାଙ୍କ ବାସ୍ତବ ନାଁ ରୂପେଲ ଅଟେ l ସେ ତାଙ୍କ କଳା ପାଇଁ ଅନେକ ମଞ୍ଚ ରେ ସଂମ୍ମାନିତ ହୋଇଛନ୍ତି ଏବଂ ପ୍ରତ୍ୟକ ଟି କ୍ଷେତ୍ରରେ ସମସ୍ତ ପ୍ରକାର ଅଭିନୟ କରିବାରେ ସଫଳ ହୋଇଛନ୍ତି l

ସାଥିଆ ସିରିଏଲ ଅନେକ ଦିନ ଧରି ଚାଲିଥିବା ବେଳେ ରୁପେଲ ଙ୍କ ଅଭିନୟ ସବୁଠାରୁ ବେଶୀ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା l କିନ୍ତୁ ବର୍ତ୍ତମାନ ତାଙ୍କପାଖରୁ ଏକ ଦୁଃଖ ଖବର ଆସି ପହଁଚିଛି l ରୁପେଲ ଅସୁସ୍ଥ ହୋଇ ସାଙ୍ଘାତିକ ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l

ତାଙ୍କର ଏହି ଖବର ଟି ସୂଚନା ଦେଇଛନ୍ତି ତାଙ୍କ ସ୍ୱାମୀ l ଏବଂ ନିଜେ ମଧ୍ୟ ବ୍ୟସ୍ତ ହୋଇ ତାଙ୍କ ଆରୋଗ୍ୟ କାମନା କରିଛନ୍ତି l ରୁପେଲ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଊନତି ବର୍ତ୍ତମାନ ସୁଦ୍ଧା ଆସିନାହିଁ ଯାହା ଫଳରେ ତାଙ୍କ ସ୍ୱାମୀ ଙ୍କ ସମେତ ପରିବାର ବର୍ଗ ଏବଂ ଫ୍ୟାନ ମନେ ମଧ୍ୟ ତାଙ୍କ ଆରୋଗ୍ୟ ନିମନ୍ତେ ପାର୍ଥନା କରୁଛନ୍ତି l

ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଅନେକ ଲୋକ ରୁପେଲ ଙ୍କ ଏପରି ଅବସ୍ତାରୁ ଠିକ ହେବା ପର୍ଯ୍ୟନ୍ତ ତାଙ୍କ ଆସୁ ଆରୋଗ୍ୟ କାମନା କରିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ନିମନ୍ତେ ପାର୍ଥନା କରିଛନ୍ତି l

ଅନେକ ଲୋକ ସୋସିଆଲ ମିଡିଆରେ ମତ ଦେଇଥିଲେ ଯେ ଖୁବ ଶୀଘ୍ର କୋକିଳା ବେହେନ ସୁସ୍ଥ ହୋଇ ଟିଭି ପରଦାରେ ଆସିବେ ଏବଂ ସମ୍ପୂର୍ଣ ରୂପେ ସୁସ୍ଥ ହୋଇଯିବେ l ରୁପେଲ ଙ୍କ ଏପରି ସ୍ୱାସ୍ଥ୍ୟବସ୍ଥା ରେ ତାଙ୍କ ଆରୋଗ୍ୟ କାମନା କରିବା ଆମ ସମସ୍ତଙ୍କ ଜରୁରୀ l

ଯଦି ଆପଣ ମଧ୍ୟ କୋକିଳା ବେହେନ ତଥା ରୁପେଲ ଙ୍କ ଅଭିନୟ ପସନ୍ଦ କରନ୍ତି ତେବେ ଦୟାକରି ତାଙ୍କ ଆରୋଗ୍ୟ ନିମନ୍ତେ ଭଗବାନ ଙ୍କ ନିକଟରେ ପାର୍ଥନା କରନ୍ତୁ l ଯଦି ଅଧିକ ମାତ୍ରା ରେ ପାର୍ଥନା କରାଯାଏ ତେବେ ରୁପେଲ ନିଶ୍ଚିତ ରୂପେ ସୁସ୍ଥ ହୋଇ ଟିଭି ପରଦାକୁ ଫେରିବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BollywoodMore posts in Bollywood »

Be First to Comment

Leave a Reply

Your email address will not be published.