ଯେଉଁ ମହିଳା ମାନଙ୍କର ଏହି ଚାରୋଟି ଅଙ୍ଗ ବଡ଼ ହୋଇଥାଏ ସେହି ସ୍ଥାନରେ ବର୍ବାଦୀ ନିଶ୍ଚିତ ରୂପରେ ଆସିଥାଏ।ପୁରୁଣା ମାନ୍ୟତା ଅନୁସାରେ କଥା ମହାଭାରତ ହେବ ପର୍ଯ୍ୟନ୍ତ ପଳାଏ।ଏମିତି ମହିଳା ହଜାର ହଜାର ଗ୍ରାମକୁ ବହୁତ ସହଜରେ ବର୍ବାଦ କରିଦେଇ ଥାଏ।ଆଜି ଆମେ ଏଠାରେ ମହିଳା ମାନଙ୍କର ଯେଉଁ ଅଙ୍ଗ ବିଷୟରେ କଥା ହେବାକୁ ଯାଉଅଛୁ,ତା ବିଷୟରେ ଆପଣ ମାନେ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
କାହିଁକିନା ଯେଉଁ ମହିଳାର ଏହି ଗୋଟେ ଅଙ୍ଗ ବଡ଼ ହୋଇଥାଏ ସେହି ମହିଳାମାନେ ଚରିତ୍ରହିନ ହୋଇଥାଆନ୍ତି।ପୁରୁଣା ମାନ୍ୟତା ଅନୁସାରେ ଯେଉଁ ଘରେ ବା ଆଖପାଖ ପଡ଼ିଶାରେ ଏହି ଭଳି ମହିଳା ଦେଖାଯାଇ ଥାଏ ତାହେଲେ ଆପଣଙ୍କୁ ବୁଝିବା ଆଵଶ୍ୟକ ଆପଣଙ୍କ ସହିତ କିଛିବି ହୋଇପାରେ।ମହିଳା ମାନଙ୍କର ଏହି ତିନିଟି ଅଙ୍ଗ ବଡ଼ ହେବା ଚିନ୍ତାର ବିଷୟ ହୋଇଥାଏ।
ଆମେ ଆପଣଙ୍କୁ କହି ରଖିବୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ରଙ୍ଗ,ରୂପ ଓ ଗଠନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଥାଏ।ସେହି ମହିଳାର ବ୍ୟକ୍ତିତ୍ୱ ଦେଖି ତାର ସ୍ଵଭାଵ ଓ ଚରିତ୍ର ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ପାରିବ।ତାହେଲେ ଚାଲନ୍ତୁ ଜାଣିବା ମହିଳା ମାନଙ୍କ ଭିତରେ ସେ କେଉଁ ତିନିଟି ଅଙ୍ଗ ବଡ଼ ଥିଲେ ମହାଭାରତ ପର୍ଯ୍ୟନ୍ତ ହୋଇ ଯାଇଥାଏ।
୧.ତାହେଲେ ଏକ ନମ୍ବରରେ ଆସିବ ମହିଳା ମାନଙ୍କର ବଡ଼ ବଡ଼ ସ୍ତ-ନ।ଯଦି ମହିଳା ମାନଙ୍କର ବଡ଼ ବଡ଼ ସ୍ତ-ନ ଥାଏ ତାହେଲେ ଏହା ଆଦୋୖ ଶୁଭ ଲକ୍ଷଣ ହୋଇ ନଥାଏ।ପୁରୁଣା ମାନ୍ୟତା ଅନୁସାରେ ଏମିତି ମହିଳା ପଛେ ମନରୁ ପବିତ୍ର ହୋଇଥାଉ କିନ୍ତୁ ଅନ୍ୟମାନଙ୍କ ଦୃଷ୍ଟିରେ ବା ଲୋକମାନେ ଏମାନଙ୍କୁ କୁଦୃଷ୍ଟିରେ ଦେଖି ଥାଆନ୍ତି।
ଆଉ ବହୁତ ପୁରୁଷ ଏହି ଭଳି ମହିଳା ମାନଙ୍କୁ ସମ୍ପୂର୍ଣ୍ଣ କାମ ବାସ୍ନା ଦୃଷ୍ଟିରେ ଦେଖି ଥାଆନ୍ତି।ଯାହା କୌଣସି କ୍ଷେତ୍ରରେ ଭଲ ହୋଇନଥାଏ।ଯଦି ଆମେ ଡାକ୍ତରମାନଙ୍କ କଥା ମାନିବା ତାହେଲେ ମହିଳା ମାନଙ୍କ ବଡ଼ ବଡ଼ ସ୍ତ-ନ ହେବା କୌଣସି ବଡ଼ ରୋଗର ଲକ୍ଷଣ ହୋଇଥାଏ।ଆଉ ଏମିତି ମହିଳା ଚରିତ୍ର ହିନ ମଧ୍ୟ ହୋଇ ପାରନ୍ତି।
୨.ତାପରେ ଦୁଇ ନମ୍ବରରେ ଆସିବାକୁ ଯାଉଛି ସୁନ୍ଦର ଗହଳିଆ ଓ ଲମ୍ବା କେଶ।ଶାସ୍ତ୍ର ଅନୁସାରେ ଯେଉଁ ମହିଳାର ଚୁଟି ଅଣ୍ଟା ତଳକୁ ଆସିଥାଏ ତାହେଲେ ଏହା କୌଣସି ଦୃଷ୍ଟିରୁ ଶୁଭ ଲକ୍ଷଣ ହୋଇନଥାଏ।ଏମିତି ମହିଳା ନକାରାତ୍ମକ ଉର୍ଯାକୁ ଆକର୍ଷିତ କରି ପାରନ୍ତି।
ଯେଉଁ ମହିଳା ମାନଙ୍କ ଅଣ୍ଟା ଠାରୁ ତଳକୁ ଚୁଟି ପଡିଥାଏ ତାହେଲେ ସେ ମହିଳା ମାନଙ୍କୁ ବହୁତ ଅସୁବିଧାର ସମ୍ନା କରିବାକୁ ପଡିପାରେ।ଆଉ ସେପଟରେ ଅନେକ ପୁରୁଷ ଏମିତି ମହିଳା ମାନଙ୍କ ପ୍ରତି ଆକର୍ଷିତ ହୋଇ ଥାନ୍ତି।ଆଉ ଯଦି ଜ୍ୟୋତିଷ ଶାସ୍ତ୍ର ବିଷୟରେ କହିବା ତାହେଲେ ଅଣ୍ଟା ତଳକୁ ଚୁଟି ହେବାର ମାନେ ଆପଣଙ୍କୁ ବର୍ବାଦ କରିପାରେ।ସେଥିପାଇଁ ଅଣ୍ଟା ତଳକୁ ଚୁଟି ହେବା ଅନୁଚିତ ଅଟେ।
୩.ତାପରେ ତିନି ନମ୍ବରରେ ଆସିବାକୁ ଯାଉଛି ଯେଉଁ ମହିଳା ମାନଙ୍କର ବଡ଼ ବଡ଼ କୁଲେହେ ଅଛି।ଆଉ ଆମେ ଯଦି ସମାଜର କଥା ହେବା ତାହେଲେ କୌଣସି ମହିଳାର ବଡ଼ ବଡ଼ କୁଲେହ ହେବା ମଧ୍ୟ ଭଲ ହୋଇନଥାଏ।ବଡ଼ ବଡ଼ କୁଲେହ ଥିବା ମହିଳା ପଛେ ମନରୁ ଯେତେ ପବିତ୍ର ହୋଇ ଥାଆନ୍ତୁ ନା କାହିଁକି,ସାମ୍ନାରେ ଥିବା ଲୋକ ଆପଣଙ୍କୁ ବହୁତ ଖରାପ ନଜରରେ ଦେଖି ପାରେ।

ଆଉ ସମାଜ ମଧ୍ୟ ଏମିତି ମହିଳାଙ୍କୁ ସଠିକ ଢଙ୍ଗରେ ଦେଖିନଥାଏ।ସେଥିପାଇଁ ସବୁ ମହିଳା ମାନଙ୍କର କୁଲହେ ସୀମିତ ମାତ୍ରରେ ହେବା ଆବଶ୍ୟକ ନା ଅଧିକ ବଡ଼ ନା ଅଧିକ ଛୋଟ।ଦେଖିବାକୁ ଗଲେ ଅନେକ ମହିଳା ଜାଣି ଶୁଣି ନିଜର କୁଲେହକୁ ବଡ଼ କରନ୍ତି କିନ୍ତୁ ପରେ ଏମାନଙ୍କୁ ବହୁତ ପଶ୍ଚାତାପ ହୋଇଥାଏ।ଆପଣ ଏମିତି ଭୁଲ କେବେ ହେଲେ କରନ୍ତୁ ନାହିଁ।

୪.ତାପରେ ଚାରି ନମ୍ବରରେ ଆସିବାକୁ ଯାଉଛି,ଅଧିକ ସୁନ୍ଦରତ୍ୱ।କୌଣସି ମହିଳାର ଅଧିକ ସୁନ୍ଦରୀ ହେବା ଠିକ ନୁହେଁ।ଦୁନିଆର ସବୁ ମହିଳା ଭଗବାନଙ୍କ ପାଖରେ କାମନା କରେ କାଶ ମୁଁ ଅଧିକ ସୁନ୍ଦରୀ ହୋଇଥାନ୍ତି।

ଆପଣ ଜାଣିଛନ୍ତିକି ମହିଳା ମାନଙ୍କର ସୀମାରୁ ଅଧିକ ସୁନ୍ଦରୀ ହେବା ଉଚିତ ନୁହେଁ।ମହିଳାର ସୁନ୍ଦରତା ଆଉ ଚାଲି ଚଳନ ସବୁ କିଛି ନଷ୍ଟ କରିପାରେ।ଇତିହାସ ପ୍ରମାଣ ଅଛି ମହିଳାଙ୍କ ସୁନ୍ଦର ହେବା ବହୁତ ଗ୍ରାମଙ୍କୁ ବର୍ବାଦ କରି ସାରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment