ବନ୍ଧୁଗଣ ଗତ କାଲି ରାତିଠାରୁ ଅଲିଉଡ ଗାୟିକା ଅସୀମା ପଣ୍ଡା ଙ୍କ ନାଁ ରେ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହେଉଛି l ଯେଉଁଥିରେ କି ଅସୀମା ପଣ୍ଡା ଙ୍କ ଆକ୍ସିଡେଣ୍ଟ ଏବଂ ସେ ଗୁରୁତର ହୋଇପଡିଛନ୍ତି ଏହି ଭଳି ସୋସିଆଲ ମିଡିଆରେ ଗୁଜବ ଭାଇରଲ ହେଉଛି l
କିନ୍ତୁ ବାସ୍ତବରେ ଏପରି କିଛି ଘଟିନାହିଁ ଅସୀମା ପଣ୍ଡା ସୁସ୍ଥ ଅଛନ୍ତି ଏବଂ ନିଜ ଘରେ ମଧ୍ୟ ଅଛନ୍ତି l ଗତ କାଲି ରାତିରେ ଧକା ହୋଇଥିବା ଗାଡ଼ିରେ ଅସୀମା ପଣ୍ଡା ନଥିଲେ କିନ୍ତୁ ତାଙ୍କ ଭାଇ ସେ ଗାଡ଼ିରେ ଥିଲେ l ଅସୀମା ପଣ୍ଡା ଙ୍କ ଭାଇଙ୍କର ଗାଡି ଧକା ହୋଇଛି ଏବଂ ତାଙ୍କ ଭାଇଙ୍କ ହାତ ଭାଙ୍ଗି ଯାଇଛି l
ଯାହା ପ୍ରକାଶ କରିଛନ୍ତି ନିଜେ ଅସୀମା ପଣ୍ଡା ଏବଂ ସ୍ପଷ୍ଟ କରିଛନ୍ତି ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କର କିଛିମଧ୍ୟ ହୋଇନାହିଁ l କିନ୍ତୁ ଏହି ଘଟଣାରେ ଅସୀମା ପଣ୍ଡା ଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦେଇ ଗତି କରିବାକୁ ପଡୁଛି ଯାହା ଫଳରେ ଅସୀମା ପଣ୍ଡା ମାନସିକ ଭାରସାମ୍ୟ ହରାଇ ଏକ ଭିଡ଼ିଓ ଜାରି କରିଛନ୍ତି l

ଏବଂ ସଫା ସଫା ଫେକ ଚାନେଲ ମାନଙ୍କୁ ଚେତାବନୀ ଦେଇଦେଇଛନ୍ତି l ଯେଉଁମାନେ ତାଙ୍କ ନାଁ ରେ ଅପପ୍ରଚାର କରିଛନ୍ତି ଏବଂ ତାଙ୍କ ନାଁ ରେ ମିଥ୍ୟା ତଥ୍ୟ ଭାଇରଲ କରୁଛନ୍ତି ତାଙ୍କୁ କଡା ଜବାବ ଦେଇଛନ୍ତି l

ଅସୀମା ପଣ୍ଡା ଏଥିପାଇଁ ଦୁଃଖୀତ ଅନୁଭବ କରୁଛନ୍ତି ଏବଂ ତାଙ୍କ ଘରର ଏପରି ପରିସ୍ଥିତି ରେ ତାଙ୍କର ତାଙ୍କ ଫ୍ୟାନ ମାନଙ୍କ ଠାରୁ ସହାନୁଭୂତି ଆଶା ରହୁଥିବା ବେଳେ ଏପରି ଅପପ୍ରଚାର ସେ କେଭେମଧ୍ୟ ଆଶା କରିନଥିଲେ l

ଅନେକ ଚାନେଲ ରେ ଅସୀମା ପଣ୍ଡା ଗୁରୁତର ଅବସ୍ଥାରେ ଥିବା ବେଳେ ଅନ୍ୟ କେତେକ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇଥିଲେ l ଯାହା ଅସୀମା ପଣ୍ଡା ସୋସିଆଲ ମିଡିଆରେ ଜାଣିପାରିଥିଲେ ଏବଂ ଏହା ବନ୍ଦ ନ ହେବାରୁ ଭିଡ଼ିଓ ଜାରି କରିବାକୁ ବାଧ୍ୟ ହୋଇଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment