Press "Enter" to skip to content

କାହିଁକି ରାଗିଗଲେ Asima Panda କାହିଁକି କ୍ୟାମେରା ସାମ୍ନାରେ କହିଲେ ଏହି କଥା ଜାଣନ୍ତୁ

ବନ୍ଧୁଗଣ ଗତ କାଲି ରାତିଠାରୁ ଅଲିଉଡ ଗାୟିକା ଅସୀମା ପଣ୍ଡା ଙ୍କ ନାଁ ରେ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହେଉଛି l ଯେଉଁଥିରେ କି ଅସୀମା ପଣ୍ଡା ଙ୍କ ଆକ୍ସିଡେଣ୍ଟ ଏବଂ ସେ ଗୁରୁତର ହୋଇପଡିଛନ୍ତି ଏହି ଭଳି ସୋସିଆଲ ମିଡିଆରେ ଗୁଜବ ଭାଇରଲ ହେଉଛି l

କିନ୍ତୁ ବାସ୍ତବରେ ଏପରି କିଛି ଘଟିନାହିଁ ଅସୀମା ପଣ୍ଡା ସୁସ୍ଥ ଅଛନ୍ତି ଏବଂ ନିଜ ଘରେ ମଧ୍ୟ ଅଛନ୍ତି l ଗତ କାଲି ରାତିରେ ଧକା ହୋଇଥିବା ଗାଡ଼ିରେ ଅସୀମା ପଣ୍ଡା ନଥିଲେ କିନ୍ତୁ ତାଙ୍କ ଭାଇ ସେ ଗାଡ଼ିରେ ଥିଲେ l ଅସୀମା ପଣ୍ଡା ଙ୍କ ଭାଇଙ୍କର ଗାଡି ଧକା ହୋଇଛି ଏବଂ ତାଙ୍କ ଭାଇଙ୍କ ହାତ ଭାଙ୍ଗି ଯାଇଛି l

ଯାହା ପ୍ରକାଶ କରିଛନ୍ତି ନିଜେ ଅସୀମା ପଣ୍ଡା ଏବଂ ସ୍ପଷ୍ଟ କରିଛନ୍ତି ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କର କିଛିମଧ୍ୟ ହୋଇନାହିଁ l କିନ୍ତୁ ଏହି ଘଟଣାରେ ଅସୀମା ପଣ୍ଡା ଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦେଇ ଗତି କରିବାକୁ ପଡୁଛି ଯାହା ଫଳରେ ଅସୀମା ପଣ୍ଡା ମାନସିକ ଭାରସାମ୍ୟ ହରାଇ ଏକ ଭିଡ଼ିଓ ଜାରି କରିଛନ୍ତି l

ଏବଂ ସଫା ସଫା ଫେକ ଚାନେଲ ମାନଙ୍କୁ ଚେତାବନୀ ଦେଇଦେଇଛନ୍ତି l ଯେଉଁମାନେ ତାଙ୍କ ନାଁ ରେ ଅପପ୍ରଚାର କରିଛନ୍ତି ଏବଂ ତାଙ୍କ ନାଁ ରେ ମିଥ୍ୟା ତଥ୍ୟ ଭାଇରଲ କରୁଛନ୍ତି ତାଙ୍କୁ କଡା ଜବାବ ଦେଇଛନ୍ତି l

ଅସୀମା ପଣ୍ଡା ଏଥିପାଇଁ ଦୁଃଖୀତ ଅନୁଭବ କରୁଛନ୍ତି ଏବଂ ତାଙ୍କ ଘରର ଏପରି ପରିସ୍ଥିତି ରେ ତାଙ୍କର ତାଙ୍କ ଫ୍ୟାନ ମାନଙ୍କ ଠାରୁ ସହାନୁଭୂତି ଆଶା ରହୁଥିବା ବେଳେ ଏପରି ଅପପ୍ରଚାର ସେ କେଭେମଧ୍ୟ ଆଶା କରିନଥିଲେ l

ଅନେକ ଚାନେଲ ରେ ଅସୀମା ପଣ୍ଡା ଗୁରୁତର ଅବସ୍ଥାରେ ଥିବା ବେଳେ ଅନ୍ୟ କେତେକ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇଥିଲେ l ଯାହା ଅସୀମା ପଣ୍ଡା ସୋସିଆଲ ମିଡିଆରେ ଜାଣିପାରିଥିଲେ ଏବଂ ଏହା ବନ୍ଦ ନ ହେବାରୁ ଭିଡ଼ିଓ ଜାରି କରିବାକୁ ବାଧ୍ୟ ହୋଇଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.