Press "Enter" to skip to content

କଣ ଏମିତି କାମ କଲେ ମୋଦି ତାଙ୍କୁ ଏହି ପଦବୀ ଦେଲେ special report

କେନ୍ଦ୍ରଶିକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିଛନ୍ତି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ l ନୂଆଦିଲ୍ଲୀ ସ୍ଥିତ ଥିବା ଶାସ୍ତ୍ରୀ ଭବନ ରେ ଦେଶର ନୂଆ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ଏହି କାର୍ଯ୍ୟଭାର ଗ୍ରହଣ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ l

କେନ୍ଦ୍ରସ୍ଥିତ ଆଇ ଆଇଟି ବମ୍ବେ, କାନପୁର, ମାଡ୍ରାସ, ବାଙ୍ଗଲୋର, ଇଣ୍ଡିଆ ଇନ୍ଷ୍ଟିଟ୍ୟୁଟ ଅଫ ସାଇନ୍ସ ମାନଙ୍କ ସହ ମୋଦି ଙ୍କ ଭିଡିଓ କନଫରେନ୍ସ ରେ ଯୋଗ ଦେଇଥିଲେ l ଶିକ୍ଷମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ଏବେ ଜୋଗ ଦେବା ପରେ ଧର୍ମେନ୍ଦ୍ର ଙ୍କ କାନ୍ଧରେ ଏକ ବଡ଼ ଦାୟିତ୍ୱ ଆସିଯାଇଛି l

କ-ରୋନା ମହାମାରୀ ରେ ଶିକ୍ଷାବ୍ୟବସ୍ତା ଠିକ ଭାବେ ସ୍ଥାପିତ ହେଇପାରିନଥିବା ବେଳେ ସମସ୍ତ ପ୍ରକାର ନିମ୍ନବର୍ଗର ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧାର ସମୁଖୀନ ହୋଇଥିଲେ l ଆଗାମୀ ବର୍ଷ ରୁ ମାଟ୍ରିକ ଏବଂ ଯୁକ୍ତ ଦୁଇ ର ଦୁଇଟି ବୋର୍ଡ଼ ପରୀକ୍ଷା ହେବ l

ଏହାଛଡା ଜାତୀୟ ଶିକ୍ଷାନୀତି ଲାଗୁ କରିବା ମୋଦି ସରକାର ଙ୍କ ପାଇଁ ଏକ ବଡ଼ ଆହ୍ୱାନ ସ୍ୱରୂପ l ଏଭଳି ପରିସ୍ଥିତିରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ମୋଦି ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ଙ୍କୁ ଏକ ବଡ଼ ଦାଇତ୍ୱ ଭାର ଦେଇଛନ୍ତି l

ଶିକ୍ଷାମନ୍ତ୍ରୀ ଭାବେ ନିର୍ବାଚିତ ହେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ନିଜର କାମ ଆରମ୍ଭ କରିଦେଇଛନ୍ତି l କେନ୍ଦ୍ରସ୍ଥିତ ଆଇ ଆଇଟି ବମ୍ବେ, କାନପୁର, ମାଡ୍ରାସ, ବାଙ୍ଗଲୋର, ଇଣ୍ଡିଆ ଇନ୍ଷ୍ଟିଟ୍ୟୁଟ ଅଫ ସାଇନ୍ସ ମାନଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଥା ହୋଇ କାମ ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ l

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଶାସ୍ତ୍ରୀ ଭବନ ରେ ପେଟ୍ରୋଲିଅମ ଓ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l

ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥାଇ ତାଙ୍କ କାର୍ଯ୍ୟ ଭାର ହରଦୀପ ସିଂ ଙ୍କୁ ସଂମ୍ମାନ ର ସହ ଦେଇଥିଲେ l ଫୁଲତୋଡ଼ା ଦେଇ ନିଜ ଦାଇତ୍ୱ ଦେଇଥିଲେ ଧର୍ମେନ୍ଦ୍ର l ଏବଂ ତାଙ୍କ କାର୍ଯ୍ୟ ଏବଂ ଦାଇତ୍ୱ ଭାର ନିମନ୍ତେ ସୁଭେତ୍ସା ଜଣାଇଛନ୍ତି l

ଦୀର୍ଘ 7 ବର୍ଷ ଧରି ଏହି ମନ୍ତ୍ରାଳୟ ରେ ଥିଲେ ଧର୍ମେନ୍ଦ୍ର l କେନ୍ଦ୍ର ସରକାର ଙ୍କର ପ୍ରଥମ ପାଳିରେ ମଧ୍ୟ ଧର୍ମେନ୍ଦ୍ର ଙ୍କୁ ଏହି ଗୁରୁତ୍ୱପୂର୍ଣ ମନ୍ତ୍ରାଳୟ ମିଳିଥିଲା l ଦ୍ୱିତୀୟ ପାଳିରେ ମଧ୍ୟ ପେଟ୍ରୋଲିୟମ ଭାର ସମ୍ଭାଳିବା ପରେ ଏବେ ତାଙ୍କୁ ମିଳିଛି ନୂଆ ଦାଇତ୍ୱ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.