ବନ୍ଧୁଗଣ ରଜ କୁଇନ ଏକ ରିୟାଲିଟି ଶୋ ଯେଉଁଥିରେ ସାରା ଓଡିଶାରୁ ଝିଅମାନେ ଯୋଗ ଦେଇଥାନ୍ତି ଏବଂ ନିଜ ଟ୍ୟାଲେଣ୍ଟ କୁ ଦେଖାଇବାକୁ ଚେଷ୍ଟା କରନ୍ତି l କିନ୍ତୁ କିଛିଦିନ ହେବ ରଜ କୁଇନ ରେ ଚାଲିଥିବା ବିବାଦ ପାଇଁ ସାରା ଓଡ଼ିଶାରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା l
ଯେଉଁଥିରେ ସମସ୍ତ ଝିଅଙ୍କ ମଜା ଉଡୋଉ ଥିବାର ବିଷୟ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ ହେଉଥିଲା l ଅନେକ ଲୋକ ରଜ କୁଇନ ରିୟାଲିଟି ଶୋ ବନ୍ଦ କରିବାପାଇଁ ଜୋର ମଧ୍ୟ ଦେଇଥିଲେ l
ଝିଅମାନେ ରଜ କୁଇନ ମାଧ୍ୟମରେ କିଛି ସଫଳତା ଟିଭି ପରଦାରେ ପ୍ରାପ୍ତି ନିମନ୍ତେ ବହୁତ ଆଶା ନେଇ ଆସନ୍ତି କିନ୍ତୁ ସେମାନେ ଠିକ ଉତ୍ତର ଦେଲେ ମଧ୍ୟ ତାଙ୍କୁ ତାଙ୍କ ଉତ୍ତର ମଧ୍ୟରେ ହିଁ ବାଟବଣା କରାଯାଏ l ଏବଂ ଠିକ ଉତ୍ତର ଦେଇଥିଲେ ମଧ୍ୟ ଆଗାମୀ ଶୋ ପାଇଁ ତାଙ୍କୁ ସିଲେକ୍ସନ କରାଯାଏ ନାହିଁ l
ଯେଉଁଠି ପାଇଁ ସୋସିଆଲ ମିଡିଆରେ ସୁଲଗ୍ନା ମଧ୍ୟ ରଜ କୁଇନ ଜଜ ଙ୍କ ପାଇଁ ସଂଗୀନ ମନ୍ତବ୍ୟ ଲେଖିଥିଲେ ଯାହା ଫଳରେ ଲୋକମାନେ ମଧ୍ୟ ସୁଲଗ୍ନା ଙ୍କ ଲେଖା ଏବଂ ଠିକ କଥା ଲେଖିବାର ଏବଂ ମନ୍ତବ୍ୟ ଶୈଳୀ କୁ ପ୍ରକାଶ କରିଥିଲେ l
କିନ୍ତୁ ସୋସିଆଲ ମିଡିଆରେ ଏମିତି କିଛି ଭିଡ଼ିଓ ଭାଇରଲ ହେଉଛି ଯାହା ମଧ୍ୟରେ ସ୍ପଷ୍ଟ ଜଣାପଡୁଛି ଠିକ ଉତ୍ତର ଦେଲେ ମଧ୍ୟ ଟ୍ୟାଲେଣ୍ଟ ଏଠାରେ ଦେଖା ନ ଯାଇ ଜଜ ମାନଙ୍କ ମନମାନି ଚାଲିଛି l ରଜ କୁଇନ ଶୋ ରେ ଏକ ଝିଅଙ୍କୁ ପ୍ରଶ୍ନ କରାଯାଇଥିଲା ଓଡିଶାରେ ବର୍ତ୍ତମାନ ରାଜ୍ୟପାଳ କିଏ ଅଛନ୍ତି l
ଏବଂ ଏହାର ଉତ୍ତର ରେ ସେ ପ୍ରଫେସର ଗଣେଶ ଲାଲ ଦେଇଥିଲେ l ଏବଂ ଏହାପରେ ତାଙ୍କୁ ପ୍ରଫେସର ଏବଂ ଡକ୍ଟର ଙ୍କ ମଧ୍ୟରେ କେଉଁଟା ବୋଲି ପ୍ରଶ୍ନ କରାଗଲା ଏବଂ ଝିଅ ଜଣଙ୍କ ପ୍ରଫେସର ହିଁ କହିଥିଲେ l

ଏହା ପରେ ଜଜ ମାନେ ତାଙ୍କୁ ତାଙ୍କର ଡ୍ୟାନ୍ସ ଦେଖିବା ପାଇଁ କହିଥିଲେ ଏବଂ ଝିଅଟି ମଧ୍ୟ ଡ୍ୟାନ୍ସ କରିଥିଲେ l ଏହା ପରେ କିନ୍ତୁ ତାଙ୍କୁ ପରବର୍ତୀ ରାଉଣ୍ଡ କୁ ନିଆଯିବାର କୌଣସି ଭିଡ଼ିଓ ଦେଖା ଯାଇନଥିଲା ଯାହା କି ଓଡ଼ିଶାରେ ଭିଡ଼ିଓ ଟି ଭାଇରଲ ହୋଇଥିଲା l

ଏବଂ ଠିକ ଉତ୍ତର ଦେଇ ମଧ୍ୟ ଯଦି ତାଙ୍କୁ ପରବର୍ତୀ ସିଜନ କୁ ନିଆଗଲାନି ତେବେ କେଉଁମାନେ ଏବଂ କେମିତି ପରବର୍ତୀ ସିଜନ କୁ ଯାଇପାରିବେ ଓଡିଶାବାସି ଙ୍କ ପ୍ରଶ୍ନ ରହିଥିଲା l ଅନେକ ଝିଅଙ୍କ ଆତ୍ମସଂମ୍ମାନ ଉପରେ ହାନୀ ହେବାର ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି ହୋଇଥିଲା l

ଏବଂ ରଜ କୁଇନ ଜଜ ଙ୍କୁ ନେଇ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ଆରମ୍ଭ କରାଯାଇଥିଲା ଏବଂ ଅଧିକାଂଶ ରୁ ଅଧିକାଂଶ ବ୍ୟକ୍ତି ରଜ କୁଇନ ଶୋ ବିପକ୍ଷ ରେ ହିଁ ଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment