ତେବେ ବନ୍ଧୁମାନେ ଆମେ ସାଧାରଣତଃ ଦେଖିଥାଉ କି ମଦ ପିଇ ଲୋକମାନେ ଘର ସଂସାର ଭୁଲି ଯାଆନ୍ତି।ମଦୁଆକୁ ଆଗ ପଛ କିଛି ଦେଖା ଯାଏନି।ତେବେ ସାଧାରଣତଃ ପୁରୁଷ ଲୋକମାନେ ମଦ ପିଇ ଏମିତି ମାତାଲ ହେଇଥାଆନ୍ତି।

ତେବେ ବନ୍ଧୁମାନେ ଏହି ସମୟରେ ଏକ ଆଶ୍ଚର୍ଯ୍ୟର ଘଟଣା ଦେଖିବାକୁ ମିଳିଛି, ଜଣେ ମହିଳା ରାସ୍ତାରେ ମଦ ପିଇ ଗଡୁଛନ୍ତି।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଯେତେବେଳେ ସେ ମହିଳାଙ୍କୁ ପଚରା ଯାଇଥିଲା କି ମଦ ପିଇ ଏପରି ସେ କାହିଁକି ହେଉଛନ୍ତି।ତା ଉତ୍ତରରେ ସେ କହିଥିଲେ କି ମୋର କେହି ସାହା ଭରସା ନାହିଁ।ମୋର ଛୁଆ ଗୋଟେ ନାହିଁ।ତାଙ୍କୁ ପରେ ପଚରା ଯାଇଥିଲା କି ଯଦି କେହି ନାହାନ୍ତି ମଦ ପିଇଲେ କଣ ସବୁ ଠିକ ହେଇଯିବ।

ସେ କହିଥିଲେ କି ତାଙ୍କର ଦେଢ଼ ବର୍ଷର ଛୁଆକୁ କିଏ ନେଇ ଯାଇଛି।ସେ ଶୋଇଥିବା ସମୟରେ ତାଙ୍କର କ୍ଷୀର ପିଉଥିବା ଛୁଆକୁ କିଏ ନେଇ ଯାଇଥିଲା।ତେବେ ତାଙ୍କୁ ପଚରା ଯାଇଥିଲା କି ମଦ ପିଉଛନ୍ତି ଯଦି ରାସ୍ତାରେ କାହିଁ ବୁଲୁଛନ୍ତି।ତେବେ ସେ କିଛି ନ ବୁଝିସୁଝି କହିବାକୁ ଲାଗିଲେ କି ମୋ ଝିଅକୁ ଫେରେଇ ଆଣ।

ତେବେ ତାଙ୍କୁ ସମସ୍ତେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କି ମଦ ପିଇଲେ କିଛି ଲାଭ ନାହିଁ।ତେବେ ସେ କିଛି ବୁଝିବା ହାଲତରେ ନଥିଲେ।ସେ ଖାଲି ଗୋଟେ ହିଁ କଥା କହି ଚାଲିଥିଲେ ମତେ ମୋ ଝିଅ ଫେରେଇ ଦିଅ।ଏହା ପରେ ସେ ଜଣେ ଲୋକଙ୍କ ସହ କଳି କରୁଥିଲେ।କିଛି ଲୋକଙ୍କୁ ଗାଳି ଦେଉଥିଲେ ଓ ବାଡେଇବା ଆରମ୍ଭ କରି ଦେଇଥିଲେ।
ବହୁତ ସମୟ ସେ ଭାଷା ଅଭାଷା ଲଗାଇ ଗାଳି କରିଥିଲେ।ଏହାପରେ ଯିଏ କ୍ୟାମେରାରେ ଏହି ସବୁ ରେକର୍ଡ କରୁଥିଲେ ମହିଳାଜଣଙ୍କ ତାଙ୍କୁ ଗାଳି କରିଥିଲେ।ତେବେ ସେହି ଲୋକଜଣକ କହିଥିଲେ କି ସେ ମିଡ଼ିଆର ଲୋକ।
ତେବେ ଶେଷରେ ସେ ରାସ୍ତା ମଝିରେ ନାଚି ନାଚି ପାଗଳଙ୍କ ଭଳି ବୁଲୁଥିଲେ ।ଏହା ପରେ ତାଙ୍କୁ ଲୋକମାନେ ଏକ ଓଡ଼ିଆ ଗୀତ ଗାଇବାକୁ କହିଥିବାରୁ ସେ କହିଥିଲେ କି ତାଙ୍କୁ ଓଡ଼ିଆ ଗୀତ ଆସେନାହିଁ।ଏହାପରେ ମଧ୍ୟ ସେ ଗାଳି ଦେବା ବନ୍ଦ କରି ନଥିଲେ।ତେବେ ଏହି ସବୁ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରାଲ ହେବାକୁ ଲାଗିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment