Press "Enter" to skip to content

କ-ରୋ-ନା ସମୟରେ MLA ଙ୍କ ବାହାଘର ନିୟମ ନ ମାନି ଗାଇଡ଼ ଲାଇନ କୁ ଶକ୍ତ ଚାପୁଡ଼ା ଦେଲେ ବିଧାୟକ

ତେବେ ବନ୍ଧୁମାନେ ଆପଣମାନେ ସମସ୍ତେ ଏହି କ-ରୋ-ନା ସମୟରେ ନିଶ୍ଚିତ ରୁପରେ ସାବଧାନ ହେଇ ରହିଥିବେ।ଏବେ ଭେକ୍ସିନ ନେବା ପ୍ରକ୍ରିୟା ମଧ୍ୟ ବହୁତ ଜୋରରେ ଚାଲିଛି।ଭାରତ ଏକ ଦିନରେ ୪୩ ଲକ୍ଷ ଭେକ୍ସିନ ତିଆରି କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ତେବେ ଏହିଭଳି ଖୁସି ସମୟରେ ମଧ୍ୟ ଅନେକ ଚିନ୍ତାର ବିଷୟ ରହିଛି।ତେବେ ଆସନ୍ତୁ ସେ ସବୁ ବିଷୟରେ ଜାଣିବା।ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ପ୍ରଥମ ମୁଖ୍ୟ କାରଣ ହେଉଛି ଲୋକମାନଙ୍କର କ-ରୋ-ନା ଗାଇଡ ଲାଇନକୁ ଅବମାନନା କରିବା।କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଇଥିଲା ସେଠି ଲୋକମାନେ ମନାଲିରେ କିପରି ଭାବରେ ଛୁଟି କଟାଇବାକୁ ଯାଇ ଗହଳି କରିଛନ୍ତି।

କିଛି କାହା ମୁହଁରେ ମାସ୍କ ନାହିଁ, ସାମାଜିକ ଦୂରତା ତ ଦୂରର କଥା ସବୁ ଲୋକମାନେ ଗୋଟେ ଜାଗାରେ ଗହଳି କରୁଛନ୍ତି।ତେବେ ସେହି ଫଟୋ ତଳେ ଲେଖା ଯାଇଥିଲା କି ଦୁଇ ମାସ ତଳେ ଏଠି ହସ୍ପିଟାଲରେ ଖଟ ମିଳୁ ନଥିଲା, ଏବେ ହୋଟେଲରେ ରୁମ ମିଳୁନାହିଁ।

ଏହା ସହ ସୋସିଆଲ ମିଡିଆରେ ଅନ୍ୟ ଏକ ଭିଡିଓ ମଧ୍ୟ ଭାଇରାଲ ହେଇଛି ଯେଉଁଥିରେ ଏକ ବିଧାୟକଙ୍କ ବାହାଘର ବହୁତ ଧୁମଧାମରେ ହେଉଛି।ଲୋକମାନେ ବହୁତ ଖୁସିରେ ଗହଳି କରି ନାଚି ଚାଲିଛନ୍ତି।

ତେବେ କ-ରୋ-ନା ଗାଇଡ ଲାଇନ ହିସାବରେ ସେଠାରେ କୌଣସି ନିୟମ ପାଳନ ହେଉଥିବାର ଦେଖା ଯାଇ ନଥିଲା।ତେବେ ଲୋକଙ୍କର ଏହିଭଳି ଅଶୃଙ୍ଖଳା ପାଇଁ ହିଁ ଆମକୁ ଦ୍ଵିତୀୟ ଲହରରେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା।

ତେବେ ଏବେ ଯାଏଁ ମଧ୍ୟ ବିପଦ ଟଳି ନାହିଁ।ନୂଆ ଡେଲ୍ଟା ଭ୍ୟାରିଆଣ୍ଟ ଅନ୍ୟ ସବୁ ପ୍ରକାରର ଭୂତାଣୁ ଅପେକ୍ଷା ଅଧିକ ସଂକ୍ରମଣ କରିବାର କ୍ଷମତା ରଖିଛି।ତେବେ ଯଦି ଆମେ ଟିକେ ସତର୍କତା ଅବଲମ୍ବନ କରି ନ ପାରିବା ତେବେ ତୃତୀୟ ଲହର ଆସିବା ପାଇଁ ବେଶୀ ଦିନ ଲାଗିବ ନାହିଁ।

ତେବେ ବନ୍ଧୁମାନେ ଆପଣମାନେ ସମସ୍ତେ ନିୟମ ମାନନ୍ତୁ।ଅତି ଦରକାରୀ ନହେଲେ ଘରୁ ବାହାରନ୍ତୁ ନାହିଁ।ସବୁବେଳେ ମାସ୍କର ବ୍ୟବହାର କରନ୍ତୁ।କେଉଁ ଆଡୁ ବାହାରୁ ଆସିଲେ ଭଲ ଭାବରେ ସାନିଟାଇଜ ହୁଅନ୍ତୁ।ଆମେ ଯେମିତି ହେଲେ କ-ରୋ-ନା-କୁ ହରାଇଦେବା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.