Press "Enter" to skip to content

ଆଉ ନାହାନ୍ତି Bollywood ର ଏହି ମହାନ ବର୍ଷିଆନ ଅଭିନେତା ଏମିତି ହେଲା ମୃ-ତ୍ୟୁ

ଆଉ ନାହାନ୍ତି ଟ୍ରାଜେଡି କିଙ୍ଗ ଦିଲୀପ କୁମାର l ଦୀର୍ଘ ଦିନ ଧରି ବୟସ ଜନିତ ରୋଗ ପାଇଁ ଅନେକ ଅସୁବିଧା ର ସମୁଖୀନ ହେଇ ଆସୁଥିଲେ ଦିଲୀପ କୁମାର l ମାତ୍ର ଶେଷରେ ଜୀବନ ଯୁଦ୍ଧରେ ଜିତି ନ ପାରି ହାରିଗଲେ l

ତାଙ୍କୁ କିମ୍ବଦନ୍ତୀ ଅଭିନେତା ମଧ୍ୟ କୁହାଯାଏ l ହିନ୍ଦୀ ଚଳଚିତ୍ର ର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଥିବା ଦିଲୀପ କୁମାର ସହ ସହ ହିଟି ଫିଲ୍ମ ରେ ଅଭିନୟ କରିଛନ୍ତି l

ତାଙ୍କ ଅଭିନୟ ସ୍ୱତନ୍ତ୍ର ଧରଣ ର ଥିବାବେଳେ ସଭିଏଁ ତାଙ୍କ ଅଭିନୟ କୁ ଦେଖିବାକୁ ପସନ୍ଦ କରନ୍ତି l ଅନେକ ଫିଲ୍ମ ରେ ଅଭିନୟ କରି ନିଜ ଅଭିନୟ ର ଯାଦୁ ରେ ଦର୍ଶକ ଙ୍କ ମନ କିଣିଥିଲେ ଦିଲୀପ କୁମାର l ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ବାରମ୍ବାର ହସ୍ପିଟାଲ ରେ ଭର୍ତ୍ତି ହେଉଥିଲେ ଦିଲୀପ କୁମାର l

ସବୁଥର ହସ୍ପିଟାଲ ରେ ଭର୍ତ୍ତୀ ହେଲେ ମଧ୍ୟ ନିଜ ଜୀବନ ଯୁଦ୍ଧରେ ଜିତି ଘରକୁ ଫେରୁଥିଲେ ଦିଲୀପ କୁମାର l ମାତ୍ର ଏଥର ଜୀବନ ଯୁଦ୍ଧରେ ହାରିଗଲେ ଦିଲୀପ କୁମାର l

ତାଙ୍କ ମୃତ୍ୟୁ ରେ ସମଗ୍ର ବଲିଉଡ ଜଗତରେ ଦୁଃଖ ର ଲହରୀ ଖେଳିଯାଇଛି l ଜୁନ ମାସ 30 ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ମୁମ୍ବାଇ ର ହିନ୍ଦୁଜା ହସ୍ପିଟାଲ ରେ ଭର୍ତ୍ତୀ କରାଯାଇଥିଲା ସେବେଠାରୁ ହସ୍ପିଟାଲ ର ଆଇ ସି ୟୁ ରେ ଭର୍ତ୍ତି ହୋଇଥିଲେ ଦିଲୀପ କୁମାର l

ତାଙ୍କ ପତ୍ନୀ ସାଇରା ବନୋ ଗତକାଲି ଦିଲୀପ କୁମାର ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ଦେଇଥିଲେ l ଏବଂ ଖୁବଶୀଘ୍ର ଘରକୁ ଫେରିବେ ବୋଲି ସୂଚନା ଦେଇଥିଲେ l

କିନ୍ତୁ ଆଜି ସକାଳ 7 ଟା 30 ମିନଟ ସମୟରେ ତାଙ୍କର ପରଲୋକ ଗମନ ହୋଇଛି l ଏହି ଖବର ଜାଣିବା ପରେ ସମସ୍ତେ ଦୁଃଖର ପରିସ୍ଥିତି ସହ ସମୁଖୀନ ହେଉଛନ୍ତି l ଟ୍ରାଜେଡି କିଙ୍ଗ ଙ୍କ ମୃତ୍ୟୁ ରେ ସାରା ଭାରତରେ ଦୁଃଖ ର ଲହରୀ ଖେଳି ଯାଇଛି l

ତାଙ୍କର ଅନେକ ପ୍ରକାର ଚଳଚିତ୍ର ରେ ମୁଖ୍ୟ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ l କିନ୍ତୁ ଆଜି ତାଙ୍କର ମୃ-ତ୍ୟୁ ହେଲେବି ସଭିଏଁ ତାଙ୍କୁ ହୃଦୟରେ ରଖିଛନ୍ତି ଦିଲୀପ କୁମାର ଙ୍କ ଫିଲ୍ମ ଏବଂ ତାଙ୍କ ଚରିତ୍ର ସବୁଦିନ ପାଇଁ ଫ୍ୟାନ ମାନଙ୍କ ହୃଦୟରେ ରହିବ ବୋଲି ତାଙ୍କ ଫ୍ୟାନ ମାନେ ଜଣାଇଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ବଲିଉଡMore posts in ବଲିଉଡ »

Be First to Comment

Leave a Reply

Your email address will not be published.