Press "Enter" to skip to content

ଯମ ମୁଁହରୁ ଫେରାଇ ଆଣିଲା ମା ଏବଂ ୬ ମାସର ସାନ ଭାଇ କୁ ଏହି ୨ ବର୍ଷ ର ଛୋଟ ଝିଅଟି କେମିତି ବଞ୍ଚାଇଲା ଦେଖନ୍ତୁ

ବନ୍ଧୁଗଣ ନାରୀ ନାରାୟଣୀ ର ରୂପ ହୋଇଥାଏ ସେ ଵୃଦ୍ଧା ହେଉ କିମ୍ବା ଶିଶୁ l ପ୍ରତେକ ନାରୀ ଜାତିରେ ଧର୍ଯ୍ୟ ସାହସ ର ପ୍ରତିଭା ପରିଲକ୍ଷିତ ହୋଉଥାଏ ଯାହାର ଉଦାହରଣ ପାଲଟିଛନ୍ତି ମୋରଦାବାଦ ର ଏକ ୨ ବର୍ଷର ଶିଶୁ କନ୍ୟା l

ଯିଏ କି ତାଙ୍କ ମା ଏବଂ ସାନ ଭାଇ ଯିଏ କି ୬ ମାସର ତାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି l ନିଜ ମା ଏବଂ ସାନ ଭାଇ ଙ୍କ ସହ ମୋରାଦା ବାଦ ଷ୍ଟେସନ ରେ ଯାଉଥିବା ବେଳେ ହଠାତ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ ମା l ଏହି ଦୃଶ୍ୟ କୁ ଆଖି ଆଗରେ ଦେଖି ବିଚଳିତ ହୋଇ ଯାଇଥିଲେ ୨ ବର୍ଷ ର ଶିଶୁ କନ୍ୟା l

ମା ପାଖରେ ଥିବା 6 ମାସ ର ଶିଶୁପୁତ୍ର ମଧ୍ୟ କିଛି ଜାଣି ନ ପାରି ମା ପାଖରେ ରାହା ଧରି କାନ୍ଦୁଥିଲେ ଏବଂ ମା କୁ ଉଠାଇବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ମା ଙ୍କ ଅବସ୍ଥାରେ କୌଣସି ସୁଧାର ଆସୁନଥିଲା ଏବଂ ଧୀରେ ଧୀରେ ଅବସ୍ଥା ଶଙ୍କଟାପର୍ଣ ହେବାକୁ ଲାଗିଲା l

ସେହି ମଧ୍ୟରେ ୨ ବର୍ଷ ର ଶିଶୁ କନ୍ୟାଟି କିଛି ଜାଣି ନ ପାରି ଷ୍ଟେସନ ପାଖରେ ଥିବା ପୋଲିସ କର୍ମଚାରୀ ଙ୍କ ପାଖରେ ପହଞ୍ଚିଥିଲା ଏବଂ କୁନି ପାଦ ରେ ଚାଲି ଚାଲି ଆସିଥିବାର ଦେଖି ସମସ୍ତ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ l

ସେମାନେ ଅଧିକ ଆଶ୍ଚର୍ଯ୍ୟ ସେତେବେଳେ ହୋଇଗଲେ ଯେତେବେଳେ ଭଲରେ କଥା କହି ଶିଖି ନଥିବା ପିଲାଟି ତାଙ୍କୁ ଠାର ମଧ୍ୟାନରେ କିଛି କହିବାକୁ ଚାଁହୁଥିଲା l ଏବଂ ସେହି ସମୟରେ କୁନି ପିଲାଟି ତାଙ୍କ ହାତ ଧରି ତାଙ୍କୁ ମା ଙ୍କ ନିକଟରେ ପହଞ୍ଚାଇ ଦେଇଥିଲେ l

ଯେତେବେଳେ ପୋଲିସ ଏବଂ ରେଳ ବିଭାଗ କର୍ମଚାରୀ ତାଙ୍କ ମା ଙ୍କୁ ଏପରି ଅବସ୍ଥାରେ ଦେଖିବାକୁ ପାଇଥିଲେ ସେତେବେଳେ ସେମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ମେଡ଼ିକାଲ ନେଇଯିବା ପାଇଁ ବ୍ୟବସ୍ତା କରିଥିଲେ l ଏବଂ ୨ ବର୍ଷର ଶିଶୁ କନ୍ୟା ଙ୍କ ଏପରି ସାହାସିକତା କର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ l

ମା ଙ୍କ ଅବସ୍ଥା ଏତେ ସାଙ୍ଘାତିକ ଥିଲା ଯେ ହୁଏତ ସେହି କୁନି ଝିଅଟି ପୋଲିସ ଏବଂ ରେଳ ବିଭାଗ କର୍ମଚାରି ଙ୍କ ପାଖରେ ପହଁଞ୍ଚି ନ ପାରିଥିଲେ ମା ଙ୍କୁ ସଠିକ ସମୟରେ ମେଡ଼ିକାଲ କୁ ନେବା ସମ୍ଭବ ହୋଇପାରିନଥାନ୍ତା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.