Press "Enter" to skip to content

ରାତି 11 ଟାରେ ଏଲିନା ଙ୍କ ସହ ହେଲା ଏମିତି ଘଟଣା Video ନ ଦେଖିଲେ ବିଶ୍ୱାସ କରିବେନି

ବନ୍ଧୁଗଣ ଏଲିନା ସାମନ୍ତରାୟ କିଏ ହବ ମୋ ହିରୋଇନ ର ମଞ୍ଚ ରୁ ବିଜେତା ହୋଇ ଅଲିଉଡ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ l ଏବଂ ସବୁବେଳେ ନିଜର ସୁନ୍ଦର ବ୍ୟବହାର ପାଇଁ ଓଡ଼ିଶାରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଥିଲେ l

ଆଜି ମଧ୍ୟ କଳାକାର ଭାବରେ ନିଜକୁ ଗଢିତୋଳିଥିଲେ ମଧ୍ୟ ତାଙ୍କ ମନରେ ସମସ୍ତଙ୍କ ପ୍ରତି ସମାନ ଏବଂ ସୁନ୍ଦର ବ୍ୟବହାର ଦେଖିବାକୁ ମିଳିଛି l ଯେଉଁଥି ପାଇଁ ସଭିଏଁ ତାଙ୍କୁ ପସନ୍ଦ କରନ୍ତି l

ଏଲିନା ଙ୍କ ପ୍ରଥମ ଫିଲ୍ମ ଇସ୍କ ତୁ ହିଁ ତୁ ରୁ ସେ ଅଲିଉଡ ଦୁନିଆରେ ପାଦ ଥାପିଥିଲେ l ଏବଂ ଏହି ଫିଲ୍ମ ସୁପରହିଟ ହୋଇଥିଲା ମଧ୍ୟ l ଗତକାଲି ରାତିରେ ଏଲିନା କୌଣସି କାର୍ଯ୍ୟରେ ବାହାରକୁ ଯିବାବେଳେ ଅନେକ ଛୋଟ ପିଲା ତାଙ୍କୁ କାର ରେ ଦେଖି ଖୁସି ହୋଇଯାଇଥିଲେ ଏବଂ ତାଙ୍କ ଗାଡି ପଛେ ଦଉଡିବାକୁ ଲାଗିଲେ l

ଏଲିନା ମଝିରେ ଅଟକି କୌତୁହଳ ଭାବେ ପିଲାମାନଙ୍କୁ ପ୍ରଶ୍ନ କରିଥିଲେ ମତେ ତୁମେମାନେ ଜାଣିଛ କି ତେବେ ଏହା ଶୁଣି ପିଲାନାନେ ଉତ୍ତର ଦେଇଥିଲେ ଏଲିନା ଦିଦି l

କିନ୍ତୁ ଏଲିନା ହସି ହସି ଉତ୍ତର ଦେଇଥିଲେ ଏତିକି ରେ ହବନି ପୁରା ନାଁ କୁହ l କେହି କେହି କୁନି କୁନି ପାଟିରେ ଏଲିନା ମହାପାତ୍ର କହିଥିଲେ ତ ଅନ୍ୟ କେହି ଖାଲି ଏଲିନା କହିଥିଲେ l

ଛୋଟ ପିଲାଙ୍କର ଏହିପରି ଭଲ ପାଇବା ଉତ୍ସାହ କୁ ଦେଖି ଏଲିନା ବହୁତ ଖୁସି ହୋଇଯାଇଥିଲେ ଏବଂ ସମସ୍ତଙ୍କ ସହ କଥା ହୋଇ ତାଙ୍କ କଥା କହିବା ଦୃଶ୍ୟ କୁ ତାଙ୍କ ମୋବାଇଲ ରେ କଏଦ କରିଥିଲେ l ଏବଂ ଶେଶରେ ତାଙ୍କୁ ବିଦାୟ ଦେଇ ନିଜ କାମରେ ଚାଲି ଯାଇଥିଲେ l

ଏହି ଦୃଶ୍ୟ ଟି ସୋସିଆଲ ମିଡିଆରେ ଭାଇରଲ ହେବାପରେ ସମସ୍ତେ ଏଲିନା ଙ୍କ ଏହି ଉତ୍ତମ ଆଚରଣ କୁ ଦେଖି ପ୍ରଶଂସା କରିଥିଲେ l ଏବଂ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ଅନେକ ରୁ ଅନେକ ଲୋକ ଏହି ଭିଡ଼ିଓ ରେ ନିଜର ସକ୍ରିୟ ମନ୍ତବ୍ୟ ଦେବା ସହ ଏଲିନା ଙ୍କ ବ୍ୟବହାର ପାଇଁ ତାଙ୍କୁ ପ୍ରଶଂସା କରିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.