Press "Enter" to skip to content

ଝିଅମାନଙ୍କ ଏହି 10 ଟି ଗୁପ୍ତ କଥା କେହି ପୁଅ ଜାଣିନାହାନ୍ତି ଆଜି ହିଁ ଜାଣନ୍ତୁ ଝିଅଙ୍କର 10 ଟି ଭିତିରି କଥା କଣ Special report

ବନ୍ଧୁଗଣ ଝିଅମାନେ ସବୁବେଳେ ନିଜ ଇଚ୍ଛାରେ କର୍ଯ୍ୟ କରିଥାନ୍ତି l କିନ୍ତୁ ଆପଣ ଜାଣିଛନ୍ତି କି ଝିଅମାନଙ୍କ ଏପରି 10 ଟି ଭିତିରି କଥା ଅଛି ଯାହା ଜାଣିଲେ ଆପଣଙ୍କର ହୋସ ଉଡିଯିବ l ଆଶ୍ଚର୍ଯ୍ୟ ର କଥା ଯେ ଏହି 10 ଟି ଭିତିରି କଥା ବିଷୟରେ କେହି ଜାଣିନାହାନ୍ତି l ଆଜି ଆମେ ଆପଣଙ୍କୁ ଜଣେଇବୁ ଝିଅଙ୍କର ଏହି 10 ଟି ଭିତିରି କଥା କଣ ଅଟେ l ତେବେ ଆସନ୍ତୁ ଜାଣିବା

1- ଝିଅମାନେ ସବୁବେଳେ ଟିକେ ଟିକେ କଥାରେ ରାଗିଥାନ୍ତି କିନ୍ତୁ କଣ ପାଇଁ ରାଗିଥାନ୍ତି କୁହନ୍ତି ନାହିଁ l ଝିଅମାନେ ଚେଷ୍ଟା କରିଥାନ୍ତି ତାଙ୍କ ମୁଡ଼ ଅଫ ର ବା ରାଗିବାର କାରଣ ପୁଅ ମାନେ ହିଁ ଜାଣନ୍ତୁ କିନ୍ତୁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ l

2- ଝିଅମାନେ ସାଧାରଣତଃ ଅଧିକାଂଶ ଭାବେ ତାଙ୍କ ପ୍ରକୃତ ବୟସ ଲୁଚେଇବାକୁ ଚେଷ୍ଟା କରନ୍ତି ଏବଂ ସଭିଙ୍କ ସାମ୍ନାରେ କୁହନ୍ତି ନାହିଁ l

3- ଝିଅମାନେ ପୁଅ ମାନଙ୍କୁ ଭଲ ପାଇଲେ ମଧ୍ୟ କେବେହେଲେ ନିଜ ଆଡୁ କୁହନ୍ତି ନାହିଁ l ସବୁବେଳେ ନିଜ ଆଖିରେ ଇସାରା ଦିଅନ୍ତି l

4- ସବୁବେଳେ ପୁଅ ମାନଙ୍କର ସିକ୍ରେଟ ଜିନିଷ ଜାଣିବାକୁ ଭଲ ପାଆନ୍ତି ଏବଂ ସୋସିଆଲ ମିଡିଆରେ ପ୍ରତେକ ଟି କର୍ଯ୍ୟ କଳାପ କୁ ଲକ୍ଷ୍ୟ ରଖନ୍ତି l

5- ଝିଅମାନେ ବହୁତ ଅଧିକ ଇର୍ଷାଳୁ ସ୍ୱାଭାବ ର ଅଟନ୍ତି ଏବଂ ସବୁବେଳେ ଇର୍ଷା ଚିନ୍ତାଧାରା ତାଙ୍କ ମୁଣ୍ଡରେ ଥାଏ l

6- ଝିଅମାନେ ନିଜ ଝିଅ ସାଙ୍ଗ ମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସବୁଠୁ ବେଶୀ ଭଲ ପାଉଥିବା ସାଙ୍ଗ ସହ ସମସ୍ତ ପ୍ରକାର ର ଗୁପ୍ତ କଥା ସେଆର କରିଥାନ୍ତି l

7- ଝିଅମାନେ ସବୁବେଳେ ନିଜ ସ୍ୱାଭିମାନ କୁ ଜଗିରଖି ଚାଲନ୍ତି ଏବଂ ତାଙ୍କ ସ୍ୱାଭିମାନ ଉପରେ ଆଞ୍ଚ ଆସିଲା ଭଳି କର୍ଯ୍ୟ କରନ୍ତି ନାହିଁ l

8- ଝିଅମାନଙ୍କ ଚରିତ୍ର ସେମାନଙ୍କର ପାଥମ ଗହଣା ହୋଇଥାଏ ଯାହା ଫଳରେ ସେମାନେ ତାଙ୍କ ଚରିତ୍ର କୁ ସବୁଠୁ ବେଶୀ ମହତ୍ୱ ଦିଅନ୍ତି l ଯିଏ ତାଙ୍କ ଚରିତ୍ରକୁ ସଂମ୍ମାନ କରେ ସେମାନେ ତାଙ୍କ ଉପରେ ଫିଦା ହୋଇଯାଆନ୍ତି l

9- ଝିଅମାନେ ସବୁଠୁ ବେଶୀ ଖାଦ୍ୟପ୍ରିୟ ଏବଂ କିଣାକିଣି କରିବାକୁ ଭଲ ପାଆନ୍ତି ଏବଂ ନିଜ ପ୍ରିୟ ଙ୍କ ସହ ଅନେକ ଭଲ ଭଲ ସୁନ୍ଦର ଯାଗା କୁ ବୁଲିବାକୁ ଇଚ୍ଛା ରଖିଥାନ୍ତି l

10- ଝିଅମାନଙ୍କୁ ସବୁଠୁ ବେଶୀ ପସନ୍ଦ ହୋଇଥାଏ ନିଜକୁ ସଜେଇ ହେବା ଏବଂ ଖୁବ ସାରା ମେକଅପ ଜିନିଷ ବ୍ୟବହାର କରିବା l

ତେବେ ଏହା ଥିଲା ଝିଅଙ୍କ 10 ଟି ଭିତିରିଆ କଥା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.