ବନ୍ଧୁଗଣ ଝିଅମାନେ ସବୁବେଳେ ନିଜ ଇଚ୍ଛାରେ କର୍ଯ୍ୟ କରିଥାନ୍ତି l କିନ୍ତୁ ଆପଣ ଜାଣିଛନ୍ତି କି ଝିଅମାନଙ୍କ ଏପରି 10 ଟି ଭିତିରି କଥା ଅଛି ଯାହା ଜାଣିଲେ ଆପଣଙ୍କର ହୋସ ଉଡିଯିବ l ଆଶ୍ଚର୍ଯ୍ୟ ର କଥା ଯେ ଏହି 10 ଟି ଭିତିରି କଥା ବିଷୟରେ କେହି ଜାଣିନାହାନ୍ତି l ଆଜି ଆମେ ଆପଣଙ୍କୁ ଜଣେଇବୁ ଝିଅଙ୍କର ଏହି 10 ଟି ଭିତିରି କଥା କଣ ଅଟେ l ତେବେ ଆସନ୍ତୁ ଜାଣିବା
1- ଝିଅମାନେ ସବୁବେଳେ ଟିକେ ଟିକେ କଥାରେ ରାଗିଥାନ୍ତି କିନ୍ତୁ କଣ ପାଇଁ ରାଗିଥାନ୍ତି କୁହନ୍ତି ନାହିଁ l ଝିଅମାନେ ଚେଷ୍ଟା କରିଥାନ୍ତି ତାଙ୍କ ମୁଡ଼ ଅଫ ର ବା ରାଗିବାର କାରଣ ପୁଅ ମାନେ ହିଁ ଜାଣନ୍ତୁ କିନ୍ତୁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ l
2- ଝିଅମାନେ ସାଧାରଣତଃ ଅଧିକାଂଶ ଭାବେ ତାଙ୍କ ପ୍ରକୃତ ବୟସ ଲୁଚେଇବାକୁ ଚେଷ୍ଟା କରନ୍ତି ଏବଂ ସଭିଙ୍କ ସାମ୍ନାରେ କୁହନ୍ତି ନାହିଁ l
3- ଝିଅମାନେ ପୁଅ ମାନଙ୍କୁ ଭଲ ପାଇଲେ ମଧ୍ୟ କେବେହେଲେ ନିଜ ଆଡୁ କୁହନ୍ତି ନାହିଁ l ସବୁବେଳେ ନିଜ ଆଖିରେ ଇସାରା ଦିଅନ୍ତି l
4- ସବୁବେଳେ ପୁଅ ମାନଙ୍କର ସିକ୍ରେଟ ଜିନିଷ ଜାଣିବାକୁ ଭଲ ପାଆନ୍ତି ଏବଂ ସୋସିଆଲ ମିଡିଆରେ ପ୍ରତେକ ଟି କର୍ଯ୍ୟ କଳାପ କୁ ଲକ୍ଷ୍ୟ ରଖନ୍ତି l
5- ଝିଅମାନେ ବହୁତ ଅଧିକ ଇର୍ଷାଳୁ ସ୍ୱାଭାବ ର ଅଟନ୍ତି ଏବଂ ସବୁବେଳେ ଇର୍ଷା ଚିନ୍ତାଧାରା ତାଙ୍କ ମୁଣ୍ଡରେ ଥାଏ l
6- ଝିଅମାନେ ନିଜ ଝିଅ ସାଙ୍ଗ ମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସବୁଠୁ ବେଶୀ ଭଲ ପାଉଥିବା ସାଙ୍ଗ ସହ ସମସ୍ତ ପ୍ରକାର ର ଗୁପ୍ତ କଥା ସେଆର କରିଥାନ୍ତି l
7- ଝିଅମାନେ ସବୁବେଳେ ନିଜ ସ୍ୱାଭିମାନ କୁ ଜଗିରଖି ଚାଲନ୍ତି ଏବଂ ତାଙ୍କ ସ୍ୱାଭିମାନ ଉପରେ ଆଞ୍ଚ ଆସିଲା ଭଳି କର୍ଯ୍ୟ କରନ୍ତି ନାହିଁ l

8- ଝିଅମାନଙ୍କ ଚରିତ୍ର ସେମାନଙ୍କର ପାଥମ ଗହଣା ହୋଇଥାଏ ଯାହା ଫଳରେ ସେମାନେ ତାଙ୍କ ଚରିତ୍ର କୁ ସବୁଠୁ ବେଶୀ ମହତ୍ୱ ଦିଅନ୍ତି l ଯିଏ ତାଙ୍କ ଚରିତ୍ରକୁ ସଂମ୍ମାନ କରେ ସେମାନେ ତାଙ୍କ ଉପରେ ଫିଦା ହୋଇଯାଆନ୍ତି l
9- ଝିଅମାନେ ସବୁଠୁ ବେଶୀ ଖାଦ୍ୟପ୍ରିୟ ଏବଂ କିଣାକିଣି କରିବାକୁ ଭଲ ପାଆନ୍ତି ଏବଂ ନିଜ ପ୍ରିୟ ଙ୍କ ସହ ଅନେକ ଭଲ ଭଲ ସୁନ୍ଦର ଯାଗା କୁ ବୁଲିବାକୁ ଇଚ୍ଛା ରଖିଥାନ୍ତି l

10- ଝିଅମାନଙ୍କୁ ସବୁଠୁ ବେଶୀ ପସନ୍ଦ ହୋଇଥାଏ ନିଜକୁ ସଜେଇ ହେବା ଏବଂ ଖୁବ ସାରା ମେକଅପ ଜିନିଷ ବ୍ୟବହାର କରିବା l
ତେବେ ଏହା ଥିଲା ଝିଅଙ୍କ 10 ଟି ଭିତିରିଆ କଥା l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment