Press "Enter" to skip to content

camera ଆଗରେ ଘଟିଗଲା ଏମିତି ସାଙ୍ଘାତିକ ଘଟଣା ନିଜେ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି

ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଏପରି କିଛି ଭୟାନକ ଦୃଶ୍ୟ ବିଷୟରେ ଜାଣିବା ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ସବୁ ଆଶ୍ଚର୍ଯ୍ୟ ଜନକ କଥା ଜାଣିବା ପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ସବୁ ଦୃଶ୍ୟ ବିଷୟରେ।

ଦୃଶ୍ୟ ନମ୍ବର ୧:- ମନ୍ଦିରରେ ଚାଲିଛି ଗୁଣି ଗାରେଡି।ଗୁଣିଆ ଧରିଛି ପ୍ରେତର ଚୁଟି।ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଲାଗୁଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା ଅଟେ।ସେହି ଦୃଶ୍ୟରେ ଏକ ପ୍ରେତ ଏକ ଝିଅର ଶରୀର ମଧ୍ୟରେ ଅଛି।

ଏବଂ ସେ ବାରମ୍ବାର କହୁଛି ମତେ ଛାଡି ଦିଅ।ଏଠାରେ ପ୍ରେତ ମଧ୍ୟ ଏକ ଝିଅ ଏବଂ ଗୁଣିଆ ମଧ୍ୟ ଏକ ଝିଅ।ଏହା ପରେ ସେମାନେ ସେହି ସ୍ଥାନରେ ବେହୋସ ହୋଇ ପଡିଯିବାର ମଧ୍ୟ ଦେଖା ଯାଇଛି।

ଦୃଶ୍ୟ ନମ୍ବର ୨:- ଏବି ଦୃଶ୍ୟରେ ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି।ଏଥିରେ ମଧ୍ୟ ଗୁଣିଆ ଝାଡୁଛନ୍ତି ପ୍ରେତ।ଏହି ଦୃଶ୍ୟରେ ତିନି ଜଣ ଝିଅ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁଣିଆ

ଏବଂ ସେ ଏକ ଝିଅଙ୍କ ଠାରୁ ପ୍ରେତ ଝାଡୁ ଥିବାର ଦୃଶ୍ୟ ଦେଖି ଆପଣ ଡରିଯିବେ।ଏହି ଦୃଶ୍ୟର ଶେଷରେ ମଧ୍ୟ ଗୁଣିଆ ଏବଂ ସେହି ଝିଅଟି ଶେଷରେ ବେହୋସ ହୋଇ ପଡିଯାଉଛନ୍ତି।

ଦୃଶ୍ୟ ନମ୍ବର ୩:- ଯୁବତୀଙ୍କ ଅସ୍ୱାଭାବିକ ଆଚରଣ।ଏଥିରେ ସେହି ଯୁବତୀ ଜଣଙ୍କ ଧଇଁସଇଁ ହୋଇ ଗୁଣୁ ଗୁଣୁ ହୋଇ କେତେ କଥା କହୁଛନ୍ତିମଏବଂ କିଏ କିପରି ତାଙ୍କୁ ଗୁଣି କରିଛନ୍ତି ସେହି ବିଷୟରେ ପଚାରି ତାଙ୍କ ଠାରୁ କଥା ଆଦାୟ କରୁଛନ୍ତି ଗ୍ରାମ ଲୋକ।ସେହି ଯୁବତୀଙ୍କ ଆଚରଣ ଦେଖି ଯିଏ ମଧ୍ୟ ହେଲେ ଡ଼ରିଯିବେ।

ସାଙ୍ଗମାନେ ଏହି ଦୃଶ୍ୟ ହେଉଛି ଟିଟିଲାଗଡ ବ୍ଲକ ନିର୍ମୂଲା ଗ୍ରାମର।ଗୁଣି ଗାରେଡିକୁ ନେଇ କାଣ୍ଡ ଘଟିଯାଇଛି।କିଛି ଯୁବତୀଙ୍କ ଅସ୍ୱାଭାବିକ ବ୍ୟବହାର ଦେଖି ଗ୍ରାମର ଏକ ନିର୍ଦ୍ଦିଷ୍ଟ ପରିବାର ଉପରେ ସନ୍ଦେହ କରି ଗ୍ରାମରେ ଏକ ମିଟିଙ୍ଗ କରାଯାଇ ପରିବାରକୁ ଗ୍ରାମରୁ ବହିଷ୍କାର କରାଯାଇଥିଲା।

ଏବଂ ଆକ୍ରମଣ ମଧ୍ୟ କରାଯାଇଥିବା କଥା ଥାନାରେ ଅଭିଯୋଗ ହୋଇଛି।ଏହି ଅଭିଯୋଗ ପରେ ପୋଲିସ ଗ୍ରାମକୁ ଯାଇ ଗ୍ରାମ ବାସୀଙ୍କୁ ବୁଝା ସୁଝା କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଳବତ୍ତର ରଖିଛି।

ଏକବିଂଶ ଶତାବ୍ଦୀରେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ।ଏହି ଦୃଶ୍ୟହିଁ କହିଦେଉଛି ଆଜିର ମଣିଷ ମଧ୍ୟ ଗୁଣି ଗାରେଡିରେ କିପରି ବିଶ୍ୱାସ କରୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.