Press "Enter" to skip to content

ମିଳିଲା ଆଶ୍ଚର୍ଯ୍ୟ ଜନକ ଖବର କ-ରୋନା ଭାକସିନ ଭଲ କରୁଛି ପାରାଲିସିସ Science ଦେଲା ବଡ଼ ପ୍ରମାଣ

ଆଗ ଅପେକ୍ଷା ବର୍ତ୍ତମାନ କୋ-ଭି-ଡ ରେ ଆମ ଭାରତରେ ଅଠାବନ ଲକ୍ଷ୍ୟ ଲୋକ ସୁସ୍ଥ ହେଲେଣି, ହେଲେ ଆଗ ଅପେକ୍ଷାକୃତ ଅନେକ ନୂତନ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି।ସାଧାରଣତ ଦେଖିବାକୁ ଗଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ।

ଏଥିରେ ସେହି ଲକ୍ଷଣ ଭଲ ହେଲେ ମଧ୍ୟ କିଛି ରହିଥାଏ ଯାଉଥିରେ ସେହି ଲକ୍ଷଣ ସହିତ ଅନେକ ନୂଆ ଲକ୍ଷଣ ଏବଂ ଅନ୍ୟ ଇଂଫେକ୍ସନ ମଧ୍ୟ ଦେଖାଦେଇଥାଏ। ତେଣୁ କୋଭିଡ଼ି ଟୀକା ନବା ନିହାତି ଆବଶ୍ୟକ।

ଟୀକା ନେବା ସହ ମଧ୍ୟ ନିଜର ରୋଗ ପ୍ରତିରୋଧକ ଶକ୍ତି ବେଢ଼େଇବା ପାଇଁ ପ୍ରାକୃତିକ ପର୍ଯ୍ୟାୟକୁ ଅପଣାଇବା କଥା। ପ୍ରଥମ ତ ରୋଗ ପ୍ରତିରୋଧ ଶକ୍ତି କମ ଥିବାରୁ ପଜେଟିଭି ହୋଇଥାଏ ଏବଂ ପ୍ରଥମ ଥରରେ ରୋଗ ପ୍ରତିରୋଧ ଶକ୍ତି ଆହୁରି ହ୍ରାସ ପାଇଥାଏ

ଯାହାକୁ ବହୁତ ପ୍ରାକୃତିକ ଉପାୟ ଯଥା ପ୍ରତିଦିନ ତୁଳସୀ ମହୁ, କାଢା, ଏହିଭଳି ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିବାକୁ ପଡିବ। ତେବେ ଏହି କୋଭିଡ଼ି ଟୀକା ନେବା ଦ୍ୱାରା ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା। କୋ-ଭି-ଡ଼ ଟୀକା ନେବାରୁ ପକ୍ଷାଘାତ ରୋଗରୁ ଜଣେ ମୁକ୍ତ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ।

ବର୍ତ୍ତମାନ ଭାରତ ବର୍ଷରେ ମହାମାରୀ କୋରନା ଭୟଙ୍କର ରୂପ ନେଇସାରିଛି, ତ ଯେତେ ହେବ ନିଜକୁ ସଚେତନ ରଖିବାକୁ ପଡିବ। ଏହି ମ-ହା-ମା-ରୀ ସଂ-କ୍ର-ମ-ଣ କରିସାରିଛି ତାହା ଆଉ ଥରେ ପୁନଃ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି କୁହାଯାଏ।

ଯାହା ପାଇଁ ଭାରତ ସରକାର ଟୀକା ବ୍ୟବସ୍ଥା ମଧ୍ୟ କରିଛନ୍ତି।କୋଭିଡ଼ି ଟୀକା ନେବାକୁ ନେଇ ଅନେକ ଭ୍ରମାତ୍ମକ କଥା ଶୁଣିବାକୁ ମିଳୁଛି। ଯେମିତିକି ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଅନେକ ଦିନ ଧରି ପରଲିସିସ ହୋଇଥିଲା।

ବହୁତ ମେଡ଼ିସିନ ଖାଇ, ବିଭିନ୍ନ ପ୍ରକାର ଚିକିତ୍ସା କରି ଭଲ ହେଉ ନଥିଲେ। ଏହି ପରିସ୍ଥିତିରେ ତାଙ୍କ ପୁଅ କୋ-ଭି-ଡ଼-ର ୪୫ ବର୍ଷରୁ ଅଧିକ ବୟସର ଟୀକା ପଞ୍ଜିକରଣ କରି ଦେବା ବ୍ୟବସ୍ଥା କରିଥିଲେ। ତାପରେ ସମ୍ପୃକ୍ତ ବ୍ୟକ୍ତି ଟୀକା ନେବା ପରେ ଘରେ ଆସି ପହଂଚିବାର କିଛି ଘଣ୍ଟା ପରେ ତାଙ୍କ ପକ୍ଷାଘାତ ହୋଇଥିବା ପଟଟି ଧୀରେ ଧୀରେ କାମ କରିବାକୁ ଲାଗିଲା।

ସମସ୍ତେ ଦେଖି ବହୁତ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଧୀରେ ଧୀରେ ସେ ସମ୍ପୁର୍ଣ୍ଣ ଭଲ ହେବାକୁ ଲାଗିଲେ ଏବଂ ସୁସ୍ଥ ହୋଇ ଚାଲିବାକୁ ଲାଗିଲେ। ଏହାଫଳରେ ସମ୍ପୃକ୍ତ ଲୋକ ଅନେକ ଖୁସି ମଧ୍ୟ ଥିଲେ ଏବଂ ଏହି ଘଟଣା ଧୀରେ ଧୀରେ ପ୍ରଭାବିତ ହୋଇ ବଡ ଘଟଣା ଏବଂ ଅନେକ ସୂଚନା ମଧ୍ୟ ପାଇଗଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.