Press "Enter" to skip to content

ପୁରୁଷ ଏହି 4ଟି କାମ କଲାବେଳେ କେବେ ମଧ୍ୟ ଲାଜ କରନ୍ତି ନାହିଁ ଜାଣନ୍ତୁ କଣ – Chanakya niti

ବନ୍ଧୁଗଣ ଚାଣକ୍ୟଙ୍କ ଦ୍ୱାରା ରଚିତନୀତି ଗ୍ରନ୍ଥ ମାନବସମାଜ ଉପରେ ଗଭୀର ପ୍ରଭାବ ପକେଇବା ପରେ ଏହି ଗ୍ରନ୍ଥ ତିଆରି ହୋଇଛି l ଯେ କୌଣସି କ୍ଷେତ୍ରରେ ପରୀକ୍ଷା କରାଗଲେ ଏହି ଗ୍ରନ୍ଥର ଫଳାଫଳ ଶତ ପ୍ରତିଶତି ସଠିକ ହୋଇଛି l ଚାଣକ୍ୟ ମହାନ ରାଜନୀତିଜ୍ଞ ତଥା କୁଟ ନୀତିଜ୍ଞ ଥିଲେ l ତାଙ୍କ ପରାକ୍ରମ ବିଷୟରେ ଦେଶ ବିଦେଶ ତଥା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଥିଲା l

ଚାଣକ୍ୟଙ୍କ ଏହି ଗ୍ରନ୍ଥ ମଧ୍ୟରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାରିକ ଶିକ୍ଷା ଦେବାପାଇଁ ହୋଇଅଛି l ଚାଣକ୍ୟ ନିଜର ଦିବ୍ୟଦୃଷ୍ଟି ଦ୍ୱାରା ସକଳ ସଂସାର କୁ ଦେଖିବା ଭଳି କ୍ଷମତା ରଖୁଥିଲେ l ଆଜିର ବିଷୟ ବସ୍ତୁରେ ଚାଣକ୍ୟଙ୍କର ଏକ ନୀତି ବିଷୟରେ ଆଲୋଚନା କରିବା ଯାହାକି ପୁରୁଷ ମାନେ କେଉଁ ସବୁ କାମ କରିବାପାଇଁ ଜମା ଲାଜ କରନ୍ତିନି l

ସ୍ୱାମୀ ସ୍ତ୍ରୀ ର ମଧୁର ସମ୍ପର୍କ – ସ୍ୱାମୀ ସ୍ତ୍ରୀ ର ପ୍ରେମ ପାଇବା ପାଇଁ ଅବା ଶା-ରୀରିକ ସମ୍ପର୍କ ରଖିବାପାଇଁ କେବେ ମଧ୍ୟ ଲାଜ କରିନଥାଏ l ସ୍ତ୍ରୀ ମାନେ ସାଧାରଣତଃ ଲଜ୍ୟାଶିଳା ହୋଇଥାନ୍ତି l ଯଦି ପୁରୁଷ ଏହି କ୍ଷେତ୍ରରେ ଲଜ୍ୟା କରିଥାଏ ତେବେ ଜୀବନ ଦୁଃଖ ଏବଂ ନୈରାଶ ଭରା ହୋଇଯାଏ l

ଭୋଜନ ସମୟରେ – ପୁରୁଷ ଭୋଜନ ସମୟରେ କେଭେ ମଧ୍ୟ ଲାଜ କରିନଥାନ୍ତି l ପୁରୁଷ ମାନଙ୍କୁ ଖାଇବା ଦ୍ୱାରା ଶକ୍ତିମିଳୁଥିବା ହେତୁ ସେମାନେ ବାହାରେ କାର୍ଯ୍ୟ କରିଥାନ୍ତି ତେଣୁକରି ପୁରୁଷ କେଭେ ମଧ୍ୟ ଖାଦ୍ୟଖାଇବାପାଇଁ ଲାଜ କରିବା ଉଚିତ ନୁହେଁ l ଲାଜ କଲେ ନିଜର କ୍ଷତି ହୁଏ l

ଜ୍ଞାନ ଗ୍ରହଣ – ଗୁରୁଙ୍କ ଠାରୁ କିମ୍ବା କୌଣସି ବିଜ୍ଞଙ୍କ ଠାରୁ ଜ୍ଞାନ ଗ୍ରହଣ କଲାବେଳେ ଯଦି ପୁରୁଷ ଲଜ୍ୟା କରିଥାଏ ତେବେ ତାକୁ ଆଗାମୀ ଜୀବନରେ ମୂର୍ଖତାର ସାମ୍ନା କରିବାକୁ ପଡିଥାଏ l ଗୁରୁଙ୍କ ପାଖରେ ଲଜ୍ୟା କଲେ ନିଜର ହିଁ କ୍ଷତି ହୋଇଥାଏ ତେଣୁକରି ପୁରୁଷ ଜ୍ଞାନ ଆରହଣ ସମୟରେ ଲଜ୍ୟା କରିବା ଉଚିତ ନୁହେଁ l

ଉଦ୍ଧାର ଜିନିଷ – ଯେଉଁ ବ୍ୟକ୍ତି ଉଦ୍ଧାର ଦେଇଥିବା ଜିନିଷ ମାଗିବାକୁ ଲଜ୍ୟା ମନେ କରନ୍ତି ସେମାନେ ଜୀବନରେ ଊନତି କରିପାରନ୍ତି ନାହିଁ l ବ୍ୟବସାୟ ରେ ମଧ୍ୟ କ୍ଷତି ହୁଏ ତେଣୁକରି ଉଦ୍ଧାର ଦେଇଥିବା ଜିନିଷ ଏବଂ ଉଦ୍ଧାର ଦେଇଥିବା ଟଙ୍କା ପ୍ରତି ସଚେତନ ହେବା ଆବଶ୍ୟକ l ନହେଲେ ବିପଦ ମାଡି ଆସେ ବୋଲି ଉଲେଖ୍ୟ ରହିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.