ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ବିବାହାଠାରୁ ଆରମ୍ବ କରି ସହବାସ ପରି ସବୁର ସମସ୍ୟା ଏବଂ ସମାଧାନ ରହିଛି।ସମ୍ପର୍କକୁ ନେଇ ଏଥିରେ ଉଲ୍ଲେଖ ରହିଛି ଯେ କେଉଁ କେଉଁ ଦିନମାନଙ୍କରେ ସହବାସ କରିବେ ନାହିଁ।ଅନୁମୋଦିତ ଦିନ ଅନୁସାରେ ସମ୍ପର୍କ ସ୍ଥାପନ କରିଲେ ଉତ୍ତମ ଫଳ ମିଳିଥାଏ।ବୈବାହିକ ଜୀବନକୁ ନେଇ ଅନେକ କଟକଣା ରହିଛି।
ସେଥିରେ ସ୍ୱାମୀ ସ୍ତ୍ରୀଙ୍କ ସହବାସ ପ୍ରଚଳିତ। ଶାସ୍ତ୍ର ଅନୁସାରେ ସେହି ଦିନ ଗୁଡିକ ହେଲେ,ଅମାବାସ୍ୟା, ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ,ଏବଂ ମାସିକ ଋତୁସ୍ରାବ ପରବର୍ତ୍ତୀ ଚାରି ଦିନରେ, ଗର୍ଭବତୀ ସମୟ ଆଦି ଦିନ ମାନଙ୍କରେ ସହବାସ ରଖିବା ଅନୁଚିତ। ତେବେ ଆସନ୍ତୁ ଜାଣିବା ଗ-ର୍ଭ-ବ-ତୀ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି ନୁହେଁ, ଶାରୀରିକ ସ-ମ୍ପ-ର୍କ ଦ୍ୱାରା କଣ ହୋଇଥାଏ।
ମହିଳାଙ୍କ ଗ-ର୍ଭ-ବ-ତୀ ହେବାର ପ୍ରଥମ ମାସରେ ଶାରିରୀକ ସ-ମ୍ପ-ର୍କ ରଖିଲେ ଏତେ କିଛି ଅସୁବିଧା ନାହିଁ ହେଲେ କେତେକ ଘଟଣାରେ ଫୁଣି ରକ୍ତ ସ୍ରାବ ହେବାର ସମ୍ଭାବନା ରହିଛି। ପ୍ରଥମ ମାସରେ ମଧ୍ୟ ନ କଲେ ଭଲ। ସାଧାରଣତ ଦୁଇ ବା ତିନି ମାସର ହେଇଥିବା ସମୟରେ ଆଦୌ ସମ୍ପର୍କ ରଖିବା ଉଚିତ ନୁହେଁ, କାରଣ ସେହି ସମୟରେ ଫୁଲ ଅଳ୍ପ ଟିକେ ତଳକୁ ଖସି ଆସିଥାଏ।
ସମ୍ପର୍କ ରଖିଲେ ପୁନଃ ଅଣ୍ଡ ଫାଟିଯାଏ ଏବଂ ରୃ-ତୁ-ସ୍ରା-ବ ଆଗ ପରି ଆରମ୍ଭ ହୋଇଯାଏ। ଯଦି ଯୋ-ନି ଟିକେ ଟିକେ ଫୁଲି ଥାଏ କିମ୍ବା ଯୋ-ନିର ଉପର ପାର୍ଶ୍ଵରେ ସାମାନ୍ୟ ଦରଜ ଲାଗୁଥାଏ ସେହି ସମୟରେ ଶାରୀରିକ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ।
ଗର୍ଭପାତ ମହିଳାଙ୍କୁ ଅଧିକ କଷ୍ଟ ଦେଇଥାଏ, ତା ଉପରେ ଯଦି ଶାରୀରିକ ସ-ମ୍ଭୋ-ଗରେ କଷ୍ଟ ଦିଆଯିବ ମହିଳାଙ୍କୁ ଶାସ୍ତ୍ର ଅନୁସାରେ ଯେଉଁ ସନ୍ତାନ ଜନ୍ମ ଗ୍ରହଣ କରିବ ତାହା ଉପରେ ଅଧିକ ପ୍ରଭାବ ପଡିବ, ଦରକାର ପଡ଼ିଲେ ସନ୍ତାନ ସମୟ ପୂର୍ବରୁ ଆବନର୍ମାଲ ହୋଇ ଜନ୍ମ ହୋଇଯିବ। ତେଣୁ ଶାରୀରିକ ସମ୍ପର୍କ କରିବା ଉଚିତ ନୁହେଁ।
ଶାରୀରିକ ସ-ମ୍ପ-ର୍କ ସନ୍ତାନ ଜନ୍ମ ହେବା ପୂର୍ବରୁ ନ ରଖିବା ହିଁ ଉଚିତ।ନଚେତ ସ୍ତ୍ରୀ ଗର୍ଭ ଧାରଣ କରିପାରେ ନାହିଁ।ଯଦି ଗର୍ଭ ଧାରଣ ହେଲା,ତେବେ ସ୍ତ୍ରୀକୁ ବହୁତ କଷ୍ଟ ସମ୍ଭାଳିବାକୁ ହୋଇଥାଏ।ଯଦିଓ ସନ୍ତାନ ଜନ୍ମ ହେଲା ତେବେ ସେ ନିୟମିତ ସମୟ ବ୍ୟବଧାନରେ ହୋଇନଥାଏ।ହେଲେ ସେ ବିକଳାଙ୍ଗ, ରୋଗୀ, ଅଳ୍ପ ଆୟୁଷ, ଏବଂ କୁ ସନ୍ତାନ ଜନ୍ମ ହୋଇଥାଏ।
ଗ-ର୍ଭ-ବ-ତୀ ପରେ ଅର୍ଥାତ ସନ୍ତାନ ଜନ୍ମ ହେଲା ପରେ ଅତି କମରେ ୨ ମାସ ପରେ ଶାରୀରିକ ସମ୍ପର୍କ ରଖିବେ। ଯଦି ସିଜରିଂ ହୋଇଥାଏ ତେବେ ୧ ମାସ ପର୍ୟ୍ଯନ୍ତ କରିବା ଅନୁଚିତ। କାରଣ ସାଧାରଣତ ସନ୍ତାନ ଜନ୍ମ ହେଲା ପରେ ମାସିକ ରୃତୁସ୍ରାବ ଅନିୟମିତତା ହେଉଥିବା ଯୋଗୁଁ ଶରୀରି ଦୁର୍ବଳ ଥାଏ ଯାହାଫଳରେ କ୍ୟାଲୋରୀ ଗ୍ରହଣ କରିବା ପରିବର୍ତ୍ତେ ଲସ୍ କରିବେ। ଦୁଇ ମାସ ପରେ ଏହି ଅନିୟମିତତା ଦେଖା ଦେବା କମିଯାଏ।
ଏହା ସବୁ ବିଶେଷଜ୍ଞ ଦ୍ୱାରା ପ୍ରମାଣିତ।ତେଣୁ ଏହିସବୁ ନିତି ନିୟମ ମାନି ରହିଲେ କୌଣସି ଆସୁବିଧା ସମୁଖୀନ ହେବାକୁ ପଡିବ ନାହିଁ। ଶାନ୍ତିରେ ନିଜ ପରିବାର ଏବଂ ସନ୍ତାନ ସହ ରହି ପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment