ବନ୍ଧୁଗଣ ବର୍ଷା ଅନୁଭବ ଙ୍କ ବିବାଦ ଥମିବାରେ ନାଁ ଧରୁନି ଦୁହେଁ ଦୁହିଁଙ୍କୁ ଆକ୍ଷେପ କରିବାରେ କୌଣସି ଗୋଟିଏ ସୁଯୋଗ ହାତଛଡା କରୁନଥିବା ବେଳେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ l
ଅନୁଭବ ମହାନ୍ତି ବର୍ଷାଙ୍କ ଠାରୁ ଛାଡ଼ପତ୍ର ଚାଁହୁଥିବା ବେଳେ ବର୍ଷା ତାଙ୍କ ସହ ରହିବାକୁ ଚାଁହୁଚନ୍ତି l ବର୍ଷା ତାଙ୍କ ବିପକ୍ଷରେ ଘରୋଇ ହିଂସା ର ଅଭିଯୋଗ ଆଣିଥିବା ବେଳେ ଅନୁଭବ ତାଙ୍କ ପ୍ରତି ଅନ୍ୟାନ୍ୟ ଅଭିଯୋଗ ଆଣିଛନ୍ତି l ପୁରୀଘାଟ ଥାନାର ଦ୍ୱାରସ୍ତ ହେଲେଣି ଅନେକ ଥର କିନ୍ତୁ ଫଳାଫଳ କୌଣସି ମାତ୍ରରେ ବାହାରି ପାରୁନାହିଁ l
ଗତକାଲି ବର୍ଷା ଅନୁଭବ ଙ୍କ ମଧ୍ୟରେ ଏକ ଶୁଣାଣି ହେବାକୁ ଥିବାବେଳେ ଦୁହିଁଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିଲା l ମାତ୍ର ବର୍ଷା ଆସିନଥିଲେ ଯାହା ଫଳରେ ଅନୁଭବ ଙ୍କ ପ୍ରତିକ୍ରିୟା ଭିର୍ନ ଧରଣ ର ଥିଲା l ଅନୁଭବ ଯେତେବେଳେ ବର୍ଷା ନ ଆସିବା ଖବର ଜାଣିପାରିଥିଲେ ସେ ମିଡିଆରେ ବର୍ଷା ଙ୍କୁ ଆକ୍ଷେପ କରି ଉତ୍ତର ଦେଇଥିଲେ l
ଅନୁଭବ କହିଥିଲେ ଯେ ସେ ଆଜି ପର୍ଯ୍ୟନ୍ତ କୋର୍ଟ ର କୌଣସି ତାରିଖ କୁ ଅଣଦେଖା କରି ନାହାନ୍ତି ସମୟ ସମୟରେ ଉପାସ୍ଥିତ ହୋଇଛନ୍ତି l କିନ୍ତୁ ବର୍ଷା ଙ୍କୁ ସମୟ ନାହିଁ ଆସିବାକୁ l କିନ୍ତୁ ଫେସବୁକ ରେ ପୋଷ୍ଟ କରିବାକୁ ବର୍ଷା ଙ୍କ ପାଖରେ ଯଥେଷ୍ଟ ସମୟ ଅଛି l କିନ୍ତୁ କୋର୍ଟ ଦେଇଥିବା ସମୟକୁ ବର୍ଷାଙ୍କ ପ୍ରତ୍ୟାଖାନ କରିବା ଠିକ ହେଲାନି l
ଏହିପରି ଗୁରୁତ୍ୱପୂର୍ଣ ନିଷ୍ପତି କୋର୍ଟ ର ବର୍ଷାଙ୍କୁ ଆଦୌ ଅବହେଳା କରିବାର ନଥିଲା l ଏବଂ ଅନୁଭବ ଏହା ମଧ୍ୟ କହିଥିଲେ ଯେ ସେ ଜଲଦି ରୁ ଜଲଦି ବର୍ଷା ଙ୍କ ଠାରୁ ଅଲଗା ହେବାକୁ ଚାଁହୁଚନ୍ତି କିନ୍ତୁ ବର୍ଷା ବିବାଦ କ୍ଷେତ୍ରରେ ତାରିଖ ରେ ନ ପହଁଞ୍ଚିଥିବାରୁ ତାଙ୍କୁ ଅସୁବିଧା ର ସମୁଖୀନ ହେବାକୁ ପଡୁଛି ଏବଂ ଖୁବ ଶୀଘ୍ର ସେ ବର୍ଷା ଙ୍କ ଠୁ ସବୁଦିନ ପାଇଁ ସମ୍ପର୍କ କାଟିବାକୁ ଚାଁହୁଚନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment