Press "Enter" to skip to content

ପି-ରି-ଅ-ଡ ସମୟରେ କରନ୍ତୁ ଏହି କାମ ଗର୍ଭ ଧାରଣ ହେବା ସୁନିଶ୍ଚିତ – health tips

ମାସିକ ଧର୍ମ ବା ମାସିକ ରୃ-ତୁ-ସ୍ରା-ବ ଝିଅ ବା ମହିଳାଙ୍କ ଏପରି ଏକ କଥା ଯାହା ବିଷୟରେ ପରସ୍ପର ମଧ୍ୟରେ କଥା ହେବା ବା ଶୁଣିବାକୁ ଲାଜ କରିଥାନ୍ତି। ହେଲେ ଡାକ୍ତରଙ୍କ କହିବା କଥାଯେ ଯାହାବି ସମସ୍ୟା ହେଉଛି ଯଦି ନିଜ ଭିତରେ କଥା ହୋଇପାର ସେ ବିଷୟରେ କିଛି ତ ସମାଧାନ ବାହାରିବ ନଚେତ ଡାକ୍ତରଙ୍କ ପରାମର୍ଶ କରିବେ।

ପିରିୟଡ଼ ସମୟରେ ସାଧାରଣତ ଅନେକ କଷ୍ଟ ସହିବାକୁ ହୁଏ। ଏମିତିକି କିଛି ଅସୁବିଧା ମଧ୍ୟ ସାମ୍ନା କରିବାକୁ ପଡେ। ତେବେ ଆସନ୍ତୁ ଜାଣିବା ମହିଳା ବା ଝିଅଙ୍କ ଏହି ମାସିକ ରୃତୁସ୍ରାବ ସମୟରେ କେଉଁ କେଉଁ ଅସୁବିଧା ହିଁ ଏବଂ ସମାଧାନ। ଜାଣିବା ମଧ୍ୟ ଯଦି କୌଣସି କାରଣରୁ ଗର୍ଭ ଧାରଣ ହେଉ ନାହିଁ, କଣ କଲେ ଏହାର ସମାଧାନ।

ମହିଳା ବା ଝିଅଙ୍କ ମାସିକ ରୃତୁସ୍ରାବ ସାଧାରଣତ ୭ ଦିନ ହୁଏ। ହେଲେ ମୁଖ୍ୟତଃ ସାତ ଦିନରୁ ପ୍ରଥମ ପାଞ୍ଚ ଦିନ। ଏହି ପାଞ୍ଚ ଦିନ କାହାର କାହାର ବହୁତ ସହଜରେ ବିନା କଷ୍ଟରେ ଚାଲିଯାଏ, ଏବଂ କାହାର କାହାର ବହୁତ କଷ୍ଟ ହୁଏ, ପେଟ ବିନ୍ଧେ, ମୁଣ୍ଡ ବୁଲେଇ ଇତ୍ୟାଦି ସମସ୍ୟା ଦେଖା ଯାଏ। ଏହି ସବୁ ସମସ୍ୟାରୁ ଆରାମ ପାଇବା ପାଇଁ ହେଲେ ଆମକୁ କିଛି ନୀତି ନିୟମ ମାନିବାକୁ ହେବ।

ନଂ ୧- ଏହି ପିରିୟଡ଼ ସମୟରେ ଅଧିକ ଗୁରୁତ୍ୱ ବିଶ୍ରାମ ଉପରେ ଦିଆଯାଏ। ସଠିକ ସମୟରେ ଶୋଇବା ସଠିକ ସମୟରେ ଉଠିବା, ତଥା ରାତି ୯-୧୦ ଭିତରେ ଶୋଇ ଦିନ ୪-୫ ଭିତରେ ଉଠିଲେ ଭଲ। ଏହି ପିରିୟଡ଼ ସମୟରେ କୌଣସି ଡିଜିଟାଲ ବସ୍ତୁ ବ୍ୟବହାର ନ କରିବା ଉଚିତ। ଶରୀରକୁ ଯେତେ କଠିନ କାମ ଠାରୁ ଦୂରେଇ ରଖିବେ।


ନଂ ୨- ସାଧାରଣତ ଗାଁ ଗହଳିରେ ଏହି ପିରିୟଡ଼ର ପ୍ରଥମ ଦିନରେ ମୁଣ୍ଡ ଧୋଇ ଗାଧୋଇବାକୁ କୁହନ୍ତି, ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ପି-ରି-ୟ-ଡ଼ର ପ୍ରଥମ ଦିନରେ ହିଁ ଅନେକ ଟକ୍ସିନ ବାହାରେ, ଯଦି ମୁଣ୍ଡ ଧୋଇ ଗାଧାନ୍ତି ତେବେ ଶରୀରରେ ମସ୍ତିଷ୍କକୁ ପୋଷଣ ଠିକସେ ଯାଏନି। ବାତ ପିତ ମୁଣ୍ଡକୁ ଉଠିଯାଏ ଯାହାକି ମୁଣ୍ଡ ବୁଲେଇ, ତେଣୁ ଗାଧୋଇବେ ନାହିଁ।

ନଂ ୩- ପି-ରି-ୟ-ଡ଼ ସମୟରେ ପ୍ରଭାତ ସମୟରେ କିଛି ଧୀରେ ଧୀରେ ଯୋଗ, ବ୍ୟାୟାମ କରିଲେ, ଗୁପ୍ତାଙ୍ଗରେ ହେଉଥିବା ବିନ୍ଧା ହୁଏ ନାହିଁ। ରକ୍ତ ସ୍ରାବ ଠିକସେ ହୁଏ। ନଚେତ ଅନେକଙ୍କର ରକ୍ତ ଗୋଟାଳିଆ ହୋଇ ବାହାରେ, ଏହାର ଡର ରହି ନଥାଏ। ସଠିକ ପରିମାଣରେ ପାଣି ପିଇବା ଉଚିତ, ଜଳ ଅଭାବରୁ ମୁଣ୍ଡ ବୁଲେଇ ପାରେ।

ନଂ ୪- ରୃ-ତୁ-ସ୍ରା-ବର ଚତୁର୍ଥ ଦିନରେ ରକ୍ତ ସ୍ରାବ ଧିରେ ଧୀରେ କମ ହେବାରେ ଲାଗେ। ଏହି ସମୟରେ ନିଜକୁ ଅଳ୍ପ ଥଣ୍ଡା ଚିକିତ୍ସା କରିବା ଉଚିତ। ଏବେ ମୁଣ୍ଡ ଧୋଇ ଗାଧୋଇଲେ କିଛି ଅସୁବିଧା ନାହିଁ। ଯାହା ଫଳରେ ବାତ ପିତ ଠିକ ରହିବ ଶରୀରରେ। ଏହିସବୁ ନିୟମ ଜାରି ରଖିଲେ ହେଉଥିବା ମାସିକ ରୃତୁସ୍ରାବର କୌଣସି ଅସୁବିଧା ସମୁଖୀନ ହେବାକୁ ପଡିବ ନାହିଁ।

ଯଦି କୋୖଣସି ଅନିୟମତା ହେତୁ ମହିଳାଙ୍କ ଗ-ର୍ଭ-ଧା-ର-ଣ ହେଉ ନାହିଁ, ତେବେ ରୃ-ତୁ-ସ୍ରା-ବର ଗୋଟିଏ ସପ୍ତାହ ପରେ ସଂଭୋଗ କଲେ ସନ୍ତାନ ଧାରଣ କରିପାରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ଵାସ୍ଥ୍ୟMore posts in ସ୍ଵାସ୍ଥ୍ୟ »

Be First to Comment

Leave a Reply

Your email address will not be published.