Press "Enter" to skip to content

Namita Aggrawal ଙ୍କ ଫାମିଲି ରେ କେତେଜଣ ଅଛନ୍ତି ଏବଂ କଣ କରନ୍ତି ଦେଖନ୍ତୁ

ବନ୍ଧୁଗଣ ଓଡ଼ିଶାରେ ଲୋକପ୍ରିୟ ସଂଗୀତ ଗୀତିକାର ଭାବେ ଯଦି କାହାର ପ୍ରଥମ ନାଁ ଆସେ ତେବେ ସେ ହଉଛି ‘ ନମିତା ଅଗ୍ରୱାଲ ‘ ଯିଏ କି ତାଙ୍କ ସଂଗୀତ ଦୁନିଆରେ ନିଜେ ହଜିଯାଆନ୍ତି ଏବଂ ସବୁବେଳେ ହୃଦୟରୁ ସଂଗୀତ ବୋଲନ୍ତି l ଭଜନ ଦୁନିଆରେ ନମିତା ଅଗ୍ରୱାଲ ଙ୍କୁ ସ୍ରଷ୍ଟା ବୋଲି ଜଣାଯାଏ l

ନମିତା ଆଗ୍ରୱାଲ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ସଂଗୀତ ବୋଲିବା ଶୈଳିରେ ପରିବର୍ତ୍ତନ ଆଣିନାହାନ୍ତି l ଆଗରୁ ଯେମିତି ସୁମଧୁର କଣ୍ଠରେ ଲୋକଙ୍କ ମନକିଣିପାରୁଥିଲେ ଏବେ ମଧ୍ୟ ତାଙ୍କ ସଂଗୀତ ମଧୁର ଭାବେ ଲୋକପ୍ରିୟତା ହାସଲ କରୁଛି l

ନମିତା ଅଗ୍ରୱାଲଙ୍କର ଦୁଇ ପୁଅ ଅଛନ୍ତି ଯିଏ କି ତାଙ୍କୁ ବହୁତ ଭଲ ପାଆନ୍ତି l ଖାଲି ଭଲ ପାଆନ୍ତି କହିଲେ ଭୁଲ ହେବ ବରଂ ନମିତା ଅଗ୍ରୱାଲ ଙ୍କୁ ସେ ବହୁତ ଭକ୍ତି କରନ୍ତି ଏବଂ ଯେତେବେଳେ ବି ଯାହା ନିଶ୍ଚିତ ଭାବରେ ଆଗ ମା ନମିତା ଅଗ୍ରୱାଲ ଙ୍କ ଠୁ ପରାମର୍ଶ ନିଅନ୍ତି l

ବର୍ତ୍ତମାନ ସୋସିଆଲ ମିଡିଆରେ ନମିତା ଅଗ୍ରୱାଲ ଙ୍କ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ନମିତା ଅଗ୍ରୱାଲ ତାଙ୍କ ଦୁଇ ପୁଅ ଙ୍କ ସହ ସାମ୍ନାରେ ଆସୁଛନ୍ତି l

ଯେଉଁ ଭିଡ଼ିଓ ରେ ନମିତା ଅଗ୍ରୱାଲ ଏବଂ ଦୁଇ ପୁଅ ‘ ତୋ ପଣତ ଧରି ମା ଚାଲି ଶିଖିଲି ‘ ଗୀତରେ ଭିଡ଼ିଓ କରିଛନ୍ତି ଏବଂ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି l ଏହି ଭିଡ଼ିଓ ରେ ନମିତା ଅଗ୍ରୱାଲ ଙ୍କ ପ୍ରତି ତାଙ୍କ ସନ୍ତାନ ମାନଙ୍କର କିପରି ଭଲପାଇବା ରହୁଛି ତାହା ସଫା ସଫା ଦେଖାଯାଉଛି l

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରଲ ହେବା ସହ ସମସ୍ତେ ଏହି ଭିଡ଼ିଓ କୁ ପସନ୍ଦ କରିଛନ୍ତି ଏବଂ ତାଙ୍କ ଦୁଇ ପୁଅଙ୍କ ମାତୃ ଭକ୍ତି ଦେଖି ଖୁସି ହୋଇ ଆଶ୍ରିବାଦ ଦେଇଛନ୍ତି ଏବଂ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.