ବନ୍ଧୁଗଣ ଓଡ଼ିଶାରେ ଲୋକପ୍ରିୟ ସଂଗୀତ ଗୀତିକାର ଭାବେ ଯଦି କାହାର ପ୍ରଥମ ନାଁ ଆସେ ତେବେ ସେ ହଉଛି ‘ ନମିତା ଅଗ୍ରୱାଲ ‘ ଯିଏ କି ତାଙ୍କ ସଂଗୀତ ଦୁନିଆରେ ନିଜେ ହଜିଯାଆନ୍ତି ଏବଂ ସବୁବେଳେ ହୃଦୟରୁ ସଂଗୀତ ବୋଲନ୍ତି l ଭଜନ ଦୁନିଆରେ ନମିତା ଅଗ୍ରୱାଲ ଙ୍କୁ ସ୍ରଷ୍ଟା ବୋଲି ଜଣାଯାଏ l
ନମିତା ଆଗ୍ରୱାଲ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ସଂଗୀତ ବୋଲିବା ଶୈଳିରେ ପରିବର୍ତ୍ତନ ଆଣିନାହାନ୍ତି l ଆଗରୁ ଯେମିତି ସୁମଧୁର କଣ୍ଠରେ ଲୋକଙ୍କ ମନକିଣିପାରୁଥିଲେ ଏବେ ମଧ୍ୟ ତାଙ୍କ ସଂଗୀତ ମଧୁର ଭାବେ ଲୋକପ୍ରିୟତା ହାସଲ କରୁଛି l
ନମିତା ଅଗ୍ରୱାଲଙ୍କର ଦୁଇ ପୁଅ ଅଛନ୍ତି ଯିଏ କି ତାଙ୍କୁ ବହୁତ ଭଲ ପାଆନ୍ତି l ଖାଲି ଭଲ ପାଆନ୍ତି କହିଲେ ଭୁଲ ହେବ ବରଂ ନମିତା ଅଗ୍ରୱାଲ ଙ୍କୁ ସେ ବହୁତ ଭକ୍ତି କରନ୍ତି ଏବଂ ଯେତେବେଳେ ବି ଯାହା ନିଶ୍ଚିତ ଭାବରେ ଆଗ ମା ନମିତା ଅଗ୍ରୱାଲ ଙ୍କ ଠୁ ପରାମର୍ଶ ନିଅନ୍ତି l
ବର୍ତ୍ତମାନ ସୋସିଆଲ ମିଡିଆରେ ନମିତା ଅଗ୍ରୱାଲ ଙ୍କ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ନମିତା ଅଗ୍ରୱାଲ ତାଙ୍କ ଦୁଇ ପୁଅ ଙ୍କ ସହ ସାମ୍ନାରେ ଆସୁଛନ୍ତି l
ଯେଉଁ ଭିଡ଼ିଓ ରେ ନମିତା ଅଗ୍ରୱାଲ ଏବଂ ଦୁଇ ପୁଅ ‘ ତୋ ପଣତ ଧରି ମା ଚାଲି ଶିଖିଲି ‘ ଗୀତରେ ଭିଡ଼ିଓ କରିଛନ୍ତି ଏବଂ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି l ଏହି ଭିଡ଼ିଓ ରେ ନମିତା ଅଗ୍ରୱାଲ ଙ୍କ ପ୍ରତି ତାଙ୍କ ସନ୍ତାନ ମାନଙ୍କର କିପରି ଭଲପାଇବା ରହୁଛି ତାହା ସଫା ସଫା ଦେଖାଯାଉଛି l
ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରଲ ହେବା ସହ ସମସ୍ତେ ଏହି ଭିଡ଼ିଓ କୁ ପସନ୍ଦ କରିଛନ୍ତି ଏବଂ ତାଙ୍କ ଦୁଇ ପୁଅଙ୍କ ମାତୃ ଭକ୍ତି ଦେଖି ଖୁସି ହୋଇ ଆଶ୍ରିବାଦ ଦେଇଛନ୍ତି ଏବଂ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment