Press "Enter" to skip to content

ଓଡିଶା ର ଏହି 10 ଜଣ ଫେମସ ସେଲିବ୍ରିଟି ଯେଉଁମାନେ କମ ବୟସରୁ ମୃ-ତ୍ୟୁ ବରଣ କରିଛନ୍ତି – Ollywood

ବନ୍ଧୁଗଣ ଓଡ଼ିଶାରେ ଏମିତି 10 ଜଣ ସେଲିବ୍ରିଟି ଅଛନ୍ତି ଯିଏକି ଖୁବ କମ ବୟସରୁ ମୃ-ତ୍ୟୁ ବରଣ କରିଛନ୍ତି l ଯଦି ସେମାନେ ଆଜି ଥାନ୍ତେ ତେବେ ଆମ ଅଲିଉଡ ଇଣ୍ଡଷ୍ଟ୍ରି କୁ ବହୁତ ଉପରକୁ ନେଇଥାନ୍ତେ କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହା ସମ୍ଭବ ହେଇପାରିନଥିଲା l ଆଜି ଆମେ ଏହିଭଳି କିଛି କମ ବୟସର ସେଲିବ୍ରିଟି ଙ୍କୁ ଜାଣିବା ଯିଏ ଖୁବ କମ ବୟସରେ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି l

ତପୁ ମିଶ୍ର – ତପୁ ମିଶ୍ର କ-ରୋନାରେ ଗତ କିଛିଦିନ ହେବ ମୃତ୍ୟୁ ବରଣ କରିଛନ୍ତି l ସେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଗାୟିକା ଭାବେ ପରିଚିତ ଥିଲେ l ତାଙ୍କ ଗୀତକୁ ସମସ୍ତେ ବହୁତ ପସନ୍ଦ କରନ୍ତି ଏବଂ ତପୁ ମିଶ୍ର ଙ୍କୁ ମଧ୍ୟ l ମୃ-ତ୍ୟୁ ବରଣ ବେଳେ ତାଙ୍କୁ ମାତ୍ର 36 ବର୍ଷ ବୟସରେ ହୋଇଥିଲା l

ଗୋବରା – ଆପଣ ଗୋବରା ଙ୍କୁ ମିଷ୍ଟର ନନସେନ୍ସ ସିରିଏଲ ରେ ବହୁତ ଥର ଦେଖି ଆସିଥିବେ l ସେ ମିଷ୍ଟର ନନସେନ୍ସ ସିରିଏଲ ରେ ଜବରଦସ୍ତ ଆକ୍ଟିଙ୍ଗ କରିଥିବାର ଦେଖା ଯାଇଥିଲେ l ସେ ମାତ୍ର 26 ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଥିଲେ l ତାଙ୍କ ମୃ-ତ୍ୟୁ ର କାରଣ କ୍ୟାନ୍ସର ହୋଇଥିଲା l

ଏସିପି ସାଗରିକା – ଏସିପି ସାଗରିକା ମାତ୍ର 32 ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଥିଲେ l ତାଙ୍କ ସ୍ୱାମୀ ତାଙ୍କୁ ଛାତ୍ ଉପରୁ ଠେଲି ମାରିଦେଇଛନ୍ତି ବୋଲି ପ୍ରମାଣ ମିଳିଥିଲା l ମୃ-ତ୍ୟୁ ବେଳକୁ ତାଙ୍କ ପୁଅ ର ବୟସରେ ଏକ ବର୍ଷ ହୋଇଥିଲା l

ଦୀପା ସାହୁ – ଅଲିଉଡ ଆଲବମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ହିରୋଇନ ଭାବେ ପରିଚିତ ଥିଲେ ଦୀପା l “ତୋର କୃଷ୍ଣ ଚୁଡା ରଙ୍ଗ ର ନାଲି ଓଢଣୀ” ତାଙ୍କର ସବୁଠୁ ଫେମସ ଆଲବମ ଥିଲା l ତାଙ୍କ ମୃ-ତ୍ୟୁ ର କାରଣ କ୍ୟାନ୍ସର ଥିଲା l ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 37 ବର୍ଷ ହୋଇଥିଲା l

ସେଲ୍ଫି ବେବୋ – ସମ୍ବଲପୁରୀ ଆଲବମ ହିରୋଇନ ଭାବେ ସେଲ୍ଫି ବେବୋ ପରିଚିତ ଥିଲେ l ସେ ମାତ୍ର 19 ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଥିଲେ l ତାଙ୍କର ଜଣେ ବନ୍ଧୁ ତାଙ୍କୁ ବ୍ରିଜ ଉପରୁ ଠେଲି ମାରିଦେଇଥିଲେ l

ରାଜା – ଅଲିଉଡ ରେ ଜେସି ଏବଂ ରାଜା ଙ୍କ ଯୋଡି ତ ଆପଣମାନେ ଭଲ ଭାବେ ଜାଣିଥିବେ l ରାଜା ଏବଂ ଜେସି କୌଣସି ଜାଗାକୁ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା ଏବଂ ରାଜା ଏକ ବ୍ରିଜ ତଳକୁ ଡେଇଁ ମୃ-ତ୍ୟୁ ବରଣ କରିଥିଲେ l ରାଜାଙ୍କୁ ମୃ-ତ୍ୟୁ ବେଳେ ମାତ୍ର 28 ବର୍ଷ ହୋଇଥିଲା l

ସଲିଳ ମିତ୍ର – ସଲିଳ ମିତ୍ର ଓଡ଼ିଆ କମେଡିଆନ ଭାବେ ପରିଚିତ ଥିଲେ l ସେ ଏକ ଦୁର୍ଘଟଣା ରେ ଗୁରୁତ୍ୱର ଆହତ ହୋଇ ଚିକିତ୍ସା ହେଉଥିଲେ l ଏବଂ ଅନେକ ଦିନ ଚିକିତ୍ସା ପରେ ତାଙ୍କର ମୃ-ତ୍ୟୁ ହୋଇଥିଲା l ସେତେବେଳେ ତାଙ୍କୁ 51 ବର୍ଷ ବୟସ ହୋଇଥିଲା l

ପପୁ – ପପୁ ଆଲବମ ଜଗତର ଅଭିନେତା ଥିଲେ ସେ ତାଙ୍କ ଜବରଦସ୍ତ ଡାନ୍ସ ମାଧ୍ୟମରେ ସମସ୍ତଙ୍କର ମନ କିଣୁଥିଲେ l ତାଙ୍କ ମୃ-ତ୍ୟୁ ମାତ୍ର 26 ବର୍ଷ ବୟସରେ ହୋଇଥିଲା l 2012 ମସିହାରେ ତାଙ୍କର ଝୁଲନ୍ତା ଶବ ତାଙ୍କ ଘରୁ ମିଳିଥିଲା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.