Press "Enter" to skip to content

ତପୁ ମିଶ୍ର ଙ୍କ ପରିବାର ଏବଂ ସମ୍ପତି ତାଲିକା ଜାଣିଲେ ମୁଣ୍ଡରେ ହାତ ଦେବେ – Ollywood

ବନ୍ଧୁଗଣ ଗତକାଲି ରାତିରେ ତପୁ ମିଶ୍ର ଙ୍କ ପରଲୋକ ଗମନ ହୋଇଛି ଯାହା ଫଳରେ ତପୁ ମିଶ୍ର ଙ୍କ ପରିବାର ଲୋକେ ତଥା ତାଙ୍କ ପ୍ରଶଂସକ ମାନେ ଖୁବ ଦୁଃଖିତ ଅଛନ୍ତି l ତପୁ ମିଶ୍ର ଆଗରୁ କ-ରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ ମାତ୍ର ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପର୍ଣ ହେବାକୁ ଲାଗିଲା l ସ୍ୱାସ୍ଥ୍ୟ ଅବସ୍ଥାରେ ଅନେକ ପ୍ରକାର ରେ ଅବନତି ଦେଖା ଦେବା ସହ ତାଙ୍କ ଶରୀରରେ ପରିବର୍ତନ ଦେଖା ଦେଇଥିଲା l

ଡାକ୍ତର ମାନଙ୍କର ଅନେକ ଚେଷ୍ଟା ପରେ ମଧ୍ୟ ତପୁ ମିଶ୍ର ଙ୍କ ଜୀବନ ବଞ୍ଚିପାରିନଥିଲା l ଦୀର୍ଘ ଦେଢ଼ ମାସ ଜୀବନ ଯୁଦ୍ଧରେ ସଂଗ୍ରାମ କରି ଶେଷରେ ହାରିଗଲେ ତପୁ ମିଶ୍ର l ତପୁ ମିଶ୍ର ଓଡ଼ିଶାର ଜଣେ ସୁନାମ ଧନ୍ୟ କଳାକାର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ଓଡ଼ିଶାରେ ଅନେକ ପ୍ରଶଂସକ ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛନ୍ତି l

ଗତ କାଲି ରାତି 11 ଟାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ତାଙ୍କ ପରଲୋକ ହୋଇଛି l କିଛିଦିନ ଆଗରୁ କ-ରୋନା ରେ ଆକ୍ରାନ୍ତ ଥିବାବେଳେ କ-ରୋନା ଯୁଦ୍ଧରେ ଜିତି ଯାଇଥିଲେ ତପୁ କିନ୍ତୁ ଜୀବନ ଯୁଦ୍ଧ ର ବାଜିରେ ହାରିଗଲେ ତପୁ l

ତପୁ ମିଶ୍ର ତାଙ୍କ ଜୀବନରେ ପ୍ରଥମ ଚଳଚ୍ଚିତ୍ର କୂଳ ନନ୍ଦନ ରେ ଗୀତ ବୋଲିଥିଲେ l ଏବଂ ସେବେଠାରୁ ହିଁ ତପୁ ମିଶ୍ର ଙ୍କ ଗୀତ ବେଶ ଲୋକପ୍ରିୟ ଅର୍ଜନ କରିବାରେ ସକ୍ଷମ ହୋଇପାରିଥିଲା l

ଏହାପରେ ଏ ଯୁଗ ର କୃଷ୍ଣ ସୁଦାମା, ଯେ ପାଞ୍ଚେ ପରର ମନ୍ଦ, ଚକଲେଟ, ଆଇ ଲଭ ୟୁ, ପରି ଅନେକ ଅନେକ ଚଳଚିତ୍ର ରେ ଗୀତ ଗାଈ ବେଶ ପ୍ରସିଦ୍ଧି ଲାଭ କରିଥିଲେ ତପୁ l 2018 ମସିହାରେ ଦୀପକ ପୂଜାରୀ ଙ୍କୁ ପ୍ରେମ ବିବାହ କରିଥିଲେ ତପୁ ମିଶ୍ର l

ଦୀପକ ପୂଜାରୀ ଜଣେ ଆକ୍ଟର ଅଟନ୍ତି ଏବଂ ଦୁହିଁଙ୍କର ବର୍ଷେ ରୁ ଦେଢ଼ବର୍ଷ ପ୍ରେମ ସମ୍ପର୍କ ପରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ l ତପୁ ମିଶ୍ର ଙ୍କ ଦୁଇ ଭଉଣୀ ମଧ୍ୟ ଅଛନ୍ତି ଜଣଙ୍କ ନାଁ ଦିପ୍ତୀରେଖା ଜଣଙ୍କ ନାଁ ଦୀପ୍ତିଶିଖା l ତପୁ ମିଶ୍ର ଙ୍କ ବାପା ହେଉଛନ୍ତି କ୍ଷେତ୍ରମୋହନ ମିଶ୍ର ଏବଂ ମା ହେଉଛନ୍ତି ଚାରୁଳତା ମିଶ୍ର l କଟକ ରେ ଜନ୍ମ ଗ୍ରହଣ କରିଥିଲେ ତପୁ ମିଶ୍ର l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.