Press "Enter" to skip to content

ଆର ପାରିରେ ତପୁ ମିଶ୍ର ମୃ-ତ୍ୟୁ ଶଯ୍ୟା ରେ ଥାଇ ମଧ୍ୟ କହିଗଲେ ଏମିତି କଥା ସମସ୍ତେ ଶୁଣି ହେଲେ ଆଶ୍ଚର୍ଯ୍ୟ – Ollywood

ତପୁ ମିଶ୍ର ଙ୍କୁ କିଏ ବା ନ ଜାଣିଛି l ଓଡ଼ିଶାର ସୁନାମ ଧନ୍ୟ ଗୀତିକାର ଭାବେ ତପୁମିଶ୍ର ପରିଚିତ l ଅନେକ ଗୀତ ଗାଇଛନ୍ତି ତପୁ ମିଶ୍ର l କ-ରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଅସୁସ୍ଥ ଭାବରେ ଚିକିତ୍ସା ହେସୁଥିଲେ ତପୁ ମିଶ୍ର l ଅନେକ ଚେଷ୍ଟା ପରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ପରିବର୍ତନ ଦେଖା ଦେଇନଥିଲା l

ଯାହା ଫଳରେ ତପୁ ମିଶ୍ରଙ୍କୁ ଏକମୋ ଚିକିତ୍ସା ପାଇଁ କଲିକତା ନେବାପାଇଁ ବ୍ୟବସ୍ତା କରାଯାଉଥିଲା l ମାତ୍ର ଅର୍ଥ ର ଅଭାବ କାରଣରୁ ତପୁ ମିଶ୍ର ଙ୍କ ପାଇଁ ସାରା ଓଡିଶାବାସିଙ୍କୁ ସାହାର୍ଯ୍ୟ ଲୋଡ଼ାଯାଇଥିଲା l ଧୀରେ ଧୀରେ ଓଡିଶା ବାସୀଙ୍କ ସହଯୋଗ କ୍ରମେ ସାହାର୍ଯ୍ୟ ର ହାତ ବଢୁଥିଲା ସଂଗୀତକାର ତପୁ ମିଶ୍ର ଙ୍କ ନିମନ୍ତେ l

କିନ୍ତୁ ବୋଧ ହୁଏ ଭଗବାନ ଙ୍କ ଆଉକିଛି ଇଚ୍ଛା ଥିଲା ଯାହା ଫଳରେ ତପୁ ମିଶ୍ରଙ୍କୁ ଡ଼ାକିନେଲେ ନିଜ ପାଖକୁ l ଜୁନ 19 ତାରିଖ ଶନିବାର ରାତିରେ ହଠାତ ତପୁମିଶ୍ର ଙ୍କ ଅବସ୍ଥା ଶଙ୍କଟାପର୍ଣ ହୋଇଚାଲିଲା ଯାହା ଫଳରେ ତପୁ ମିଶ୍ର ନିଜର ଭାରସାମ୍ୟ ହରାଇ ବସିଲେ ଏବଂ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ବରଣ ହୋଇଛି l

ତପୁ ମିଶ୍ର ଅନେକ ଓଡ଼ିଆ ସଂଗୀତ ରେ ନିଜର କଣ୍ଠ ପ୍ରଦାନ କରି ଖ୍ୟାତି ଅର୍ଜନ କରିଛନ୍ତି ଯାହା ଫଳରେ ଓଡିଶା ନିଜର ଗୌରବ ରେ ପରିଚିତ ହୋଇଛି l ଏହି ସଫଳତା ମଧ୍ୟରେ ତପୁ ମିଶ୍ର ଙ୍କ ହାତ ଅଛି କହିଲେ ଭୁଲ ହେବନାହିଁ l ତପୁ ମିଶ୍ର ଆଜି ପର୍ଯ୍ୟନ୍ତ ଯେତେ ମଧ୍ୟ ସଂଗୀତ କରିଛନ୍ତି ସବୁକିଛି ସୁପରହିଟ ହୋଇଛି l

ତପୁ ମିଶ୍ର ଙ୍କ ମୃ-ତ୍ୟୁ ରେ ଅନେକ ସଂଗୀତକାର ଙ୍କ ମୂଳଦୁଆ ଦୁର୍ବଳ ହୋଇପଡିଛି l ତପୁ ମିଶ୍ର ଙ୍କ ସଂଗୀତ ଦୁନିଆକୁ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ଅନେକ ସଂଗୀତକାର ତଥା ଅନ୍ୟାନ୍ୟ କଳାକାର କହିଛନ୍ତି l ସବୁଦିନ ପାଇଁ ଓଡ଼ିଆ ସଂଗୀତ ଦୁନିଆରେ ତପୁ ମିଶ୍ର ଙ୍କୁ ମନେରଖିବେ ବୋଲି କହିଛନ୍ତି ବିଶିଷ୍ଟ ସଂଗୀତନିର୍ଦେଶକ ମାନେ l

ଏବଂ ତାଙ୍କର ଏପରି ଅଚାନକ ମୃ-ତ୍ୟୁ ପାଇଁ ତାଙ୍କ ପରିବାର ବର୍ଗ ଙ୍କୁ ଗଭୀର ସାହସ ସହ ଧର୍ଯ୍ୟ ପ୍ରଦାନ ନିମନ୍ତେ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରିଛନ୍ତି ଲୋକେ l ତପୁ ମିଶ୍ର ଙ୍କ କ-ରୋନା ରେ ମୃତ୍ୟୁ ପୂର୍ବରୁ ଶିଖାଇ ଦେଇ ଯାଇଛନ୍ତି ଯେ କ-ରୋନା କୁ ସହଜ ଭାବିଲେ ପରିସ୍ଥିତି କେତେ ଭୟଙ୍କର ଯାହାର ଶିକାର ହୋଇଛନ୍ତି ନିଜେ ତପୁ ମିଶ୍ର l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.