Press "Enter" to skip to content

ଏହି କାରଣ ପାଇଁ ବିକ୍ରମ ସାଜିଲା ଶୈତାନ କାରଣ ଜାଣିଲେ ଭୋ ଭୋ ହୋଇ କାନ୍ଦିବେ ଜାଣନ୍ତୁ ସତ – viral news

ବିକ୍ରମ ଶାନ୍ତ ଶିଷ୍ଟ ପିଲାଟିଏ ହୋଇଥିବା ବେଳେ ନିଜର କମ୍ପୁଟର ଦୋକାନରେ ଜୀବନ ଚାଲିଥିଲା l ଏକ ଯୁବତୀ ତାଙ୍କ ଠାରୁ ଗତ 3 ବର୍ଷ ଧରି ଚାକିରୀ ଆବେଦନ ନିମନ୍ତେ ତାଙ୍କ ପାଖକୁ ଫର୍ମ ଆବେଦନ ପାଇଁ ଆସୁଥିଲେ l ମାତ୍ର ଧୀରେ ଧୀରେ ଏହି ସମ୍ପର୍କ ପ୍ରେମ ର ରୂପ ନେଲା ଏବଂ ଝିଅଟି ମଧ୍ୟ ସରକାରୀ ଚାକିରୀ ପାଇଗଲା l

ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ କେହି କାହାକୁ ଛାଡି ଗୋଟେ ମୁହୂର୍ତ୍ତ ରହିପାରୁନଥିଲେ l ଝିଅଟି ସମାନ କାଷ୍ଟ ର ହୋଇଥିବା ବେଳେ ଦୁହେଁ ପ୍ରେମ ଦୁନିଆରେ ନୂଆ ନୂଆ ସ୍ବପ୍ନ ଦେଖିବାକୁ ଲାଗିଲେ l ପ୍ରତିଦିନ କଥା ହଉଥିଲେ କେହି କାହାକୁ ଛାଡି ଗୋଟେ ଓଳି ମଧ୍ୟ ରହି ପାରୁନଥିଲେ l ମାତ୍ର ଝିଅଟିର ବାପାର ଗୋଟିଏ ନିଷ୍ପତି ପାଇଁ ଦୁହିଁଙ୍କ ଜୀବନ ଛାରଖାର ହୋଇଯିବା ପରି ପରିସ୍ଥିତି ଉପୁଜିଲା l

ଝିଅଟିର ବାପା ସରକାରି ଚାକିରୀ ର ପୁଅ କୁ ବିବାହ କରିବାପାଇଁ ଚାଁହୁଥିଲେ ଝିଅ ସହ l ଏବଂ ଝିଅ ଏବଂ ବିକ୍ରମ ର ପ୍ରେମ ସମ୍ପର୍କ କୁ ସ୍ୱୀକୃତି ଦେଲେନାହିଁ l ଯାହା ଫଳରେ ଝିଅଟି ମଧ୍ୟ ସଫା ସଫା ମନା କରିଦେଲା ବାହା ହୋଇପାରିବ ନାହିଁ l ଝିଅଟିର ବାପା ଝିଅକୁ ବୁଝାଇଦେଲେ ଟାଇମ ପାସ ଭାବି ସବୁ ଭୁଲିଯିବା ପାଇଁ l

ଝିଅଟି ମଧ୍ୟ ଧୀରେ ଧୀରେ ବିକ୍ରମ ସହ ସମ୍ପର୍କ କାଟିଦେଲା ଏବଂ ନିଜଆଡୁ କୌଣସି ପ୍ରତିକ୍ରିୟା ଦେଲା ନାହିଁ l ଝିଅ ଟି ବିକ୍ରମର କୌଣସି କଲ କିମ୍ବା ମେସେଜ ର ଜବାବ ଦେଲାନାହିଁ l ଯାହା ଫଳରେ ବିକ୍ରମ ମୁଣ୍ଡରେ ଚଡକ ପଡିଲା l ବିକ୍ରମ ଯେତେ ବୁଝେଇବାପାଇଁ ଚେଷ୍ଟା କରୁଥାଏ ଝିଅଟି ଜମା ବୁଝିଲା ନାହିଁ ଯାହା ଫଳରେ ବିକ୍ରମ କରିଦେଲା ଏମିତି କାମ ସମସ୍ତଙ୍କ ଆଗରେ ଦୋଷୀ ସାଜିଗଲା l

ବିକ୍ରମ ବନ୍ଧୁକ ନେଇ ତାଙ୍କ ପରିବାର ଲୋକଙ୍କୁ ଡରେଇ ଏବଂ ଗୁଳି ଫୁଟେଇ ହ-ତ୍ୟା ଧମକ ଦେଇଥିବା ବେଳେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ l ମାତ୍ର ବିକ୍ରମ କୁ ପଚାରିବାରୁ ସେ ଉତ୍ତର ରଖିଥିଲେ ସେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ମନ୍ଦ ଉଦେଶ୍ୟ ରଖି ଗୁଳି ଚଳାଇ ନଥିଲେ l ସେ ବହୁତ ବୁଝେଇବା ପରେ ଯେତେବେଳେ ପରିବାର ଲୋକେ ବୁଝିନଥିଲେ ସେ ବାଧ୍ୟ ହୋଇ ଗୁଳି ଚଳାଇ ଥିଲେ l

ତେବେ ଏଠି ପ୍ରଶ୍ନ ଉଠୁଛି ସମସ୍ତେ ଯଦି ସରକାରୀ ଚାକିରୀ କୁ ଏତେ ମାତ୍ରା ରେ ମହତ୍ୱ ଦେବେ ତେବେ ଆଗାମୀ ପିଢ଼ି କିପରି ସୁଦୃଢ ହୋଇପାରିବେ l ସରକାରୀ ଚାକିରୀ ପାଇଁ ପ୍ରେମ ସମ୍ପର୍କ କୁ ପାଦରେ ଆଡେଇ ଦେବା କେତେଦୂର ଠିକ ଆପଣ ନଶ୍ଚିତ ଭାବେ କମେଣ୍ଟ ବକ୍ସ ରେ ମତାମତ ଦିଅନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.