Press "Enter" to skip to content

ମଧୁବାବୁ ଙ୍କ ପେନସନ ଯୋଜନାରେ ମିଳିବ ଏହିସବୁ ଲାଭ ଆବେଦନ ବୟସ 60 ବର୍ଷ ରୁ ଉର୍ଦ୍ଧ ଏମିତି କରନ୍ତୁ ଆବେଦନ – Special report

ବନ୍ଧୁଗଣ ମଧୁବାବୁ ପେନସନ ଯୋଜନାରେ ଆବେଦନ କରିଥିବା ପାର୍ଥିମାନଙ୍କର ନାଁ ଆସିଯାଇଛି l ଯେଉଁମାନେ ଏହାକୁ ଆବେଦନ କରିଥିଲେ ତାଙ୍କର କୌଣସି ତ୍ରୁଟି ପାଇଁ ଆବେଦନ ଯଦି ଗ୍ରହଣ ଯୋଗ୍ୟ ହୋଇପାରିନାହିଁ ତେବେ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ l

ମଧୁବାବୁ ପେନସନ ଯୋଜନା ହେଉଛି ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ହିତକାରି ପେନସନ ଯୋଜନା ଯାହାଦ୍ୱାରା ସମସ୍ତେ ଲାଭ ପାଇପାରିବେ l କିଛିଦିନ ତଳେ ମଧୁବାବୁ ପେନସନ ଯୋଜନା ରେ ଆବେଦନ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଅନେକ ଲୋକ ଏହାକୁ ଆବେଦନ କରିଥିଲେ l ଯେଉଁମାନଙ୍କ ଆବେଦନ ଗ୍ରହଣ ଯୋଗ୍ୟ ହୋଇଛି କିମ୍ବା ନାମ କଟିଯାଇଛି ଆପଣ ଏହି ମାଧ୍ୟମ ରେ ଜାଣିପାରିବେ l

ସର୍ବ ପ୍ରଥମେ ମୋବାଇଲ ରେ କ୍ରୋମ ବ୍ରାଉଜର ଖୋଲି ଗୁଗଲ ରେ ସର୍ଚ୍ଚ କରିବେ NSAP l ଏହା ପରେ ସର୍ବ ପ୍ରଥମେ national social assistance program ଆସିବ l ଏହାକୁ ଆପଣ କ୍ଲିକ କରିବେ ଏହାପରେ ଆପଣ ରିପୋର୍ଟ ରେ କ୍ଲିକ କରିବେ l

ଏହାପରେ ଲିଷ୍ଟ ଅଫ ରିପୋର୍ଟ ଆସିଯିବ ଏହା ଭିତରେ ସେଟ ଦାସବୋଡ଼ ଉପରେ କ୍ଲିକ କରିବେ l ଏହାପରେ ଆପଣ ଷ୍ଟେଟ ରେ ଓଡିଶା ସିଲେକ୍ଟ କରିନେବେ ଏହାପରେ ଅଲ ସ୍କିମ ସ୍କ୍ରିନ ରେ ଅପସନ ଆସିବ l ଏହାକୁ କ୍ଲିକ କଲେ ସବୁ ପେନସନ ଯୋଜନା ର ସର୍ଟ କି ଶୋ କରିବ l

ଏହାପରେ ଆପଣ ଦେଖା ଯାଇଥିବା କୋର୍ଡ ଲେଖି ସମ୍ବିଟ ରେ କ୍ଲିକ କରିବେ l ଏହାପରେ ଓଡିଶାରେ ଯେଉଁ ଯେଉଁ ଜିଲାରେ ଯାହାମଧ୍ୟ ଆବେଦନ ହୋଇଛି ତାହା ଦେଖାଯିବ ଏବଂ କେତେମାତ୍ରା ରେ ଆବେଦନ ଗହଣ ଯୋଗ୍ୟ ହୋଇଛି ତାହା ମଧ୍ୟ ଦେଖାଯିବ l

ଆପଣ ଜିଲ୍ଲାକୁ ସିଲେକ୍ଟ କରି ବ୍ଲକ ଏବଂ ପରେ ପଞ୍ଚାୟତ କୁ କ୍ଲିକ କଲେ ଆପଣ ଆପଣଙ୍କ ଗାଁ ରେ ଥିବା ଆବେଦନ କାରୀଙ୍କ ନାଁ ଦେଖିପାରିବେ l ଏହାମଧ୍ୟରେ ଯଦି ଆପଣଙ୍କ ନାଁ ନଥାଏ ତେବେ ଏହାକୁ ଆପଣ ପୁନଃ ବାର ଅଭିଯୋଗ କାରୀ ଆବେଦନ କରିପାରିବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.