Press "Enter" to skip to content

ରଜକୁଇନ ରେ ଝିଅମାନଙ୍କୁ ବେଜିତ କରିବାର ପରିଣାମ ପଡିଲା ମହଙ୍ଗା – Ollywood

ଅଡ଼ୁଆରେ ରଜ କୁଇନର ଜଜ।କାହିଁକି ଏଣୁ ତେଣୁ ପ୍ରଶ୍ନ ପଚରା ଯାଇ ଝିଅମାନଙ୍କୁ ଅପମାନିତ କରାଯାଉଛି।ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା ଏ ବିଷୟରେ ସମ୍ପୂର୍ଣ୍ଣ ଖବର।

ଟିଭି ଚ୍ୟାନେଲ ଜି ସର୍ଥକରେ ପ୍ରସାରିତ ହେଉଥିବା ରିୟଲିଟି ସୋ ରଜ କୁଇନକୁ ନେଇ ଉଠିଛି ଏକ ବଡ଼ ବିବାଦ।ଏହି ରିୟଲିଟି ସୋ ରେ ଯେଉଁଭଳି ଭାବରେ ଝିଅମାନଙ୍କୁ ଏଣୁ ତେଣୁ ପ୍ରଶ୍ନ ପଚାରି ଅପମାନିତ କରାଯାଉଛି,ସେ ନେଇ ଅନେକ ଜାଗାରୁ ପ୍ରଶ୍ନ ଉଠୁଛି।

ଏଭଳି ପରିସ୍ଥିତିରେ ରଜ କୁଇନ ଓ ଏହାର ଜଜଙ୍କ ଉପରେ ବର୍ଷିଛନ୍ତି ଲେଖିକା ସୁଲଗ୍ନା ମହାନ୍ତି।ସେ ନିଜ ଫେସବୁକରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ସେ ଏହି ସୋ ଗୁଡିକକୁ କେବେ ଟିଭିରେ ଦେଖନ୍ତି ନାହିଁ।ତେବେ ଫେସବୁକରେ ରଜ କୁଇନର ଟ୍ରୋଲ ଭିଡ଼ିଓ ଦେଖିବା ପରେ ସେ ଏହାର ଜଜମାନଙ୍କ ବିଷୟରେ କିଛି କହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ତେବେ ସେ କହିଛନ୍ତି କି ସେ ଝିଅ ମାନେ ତ ମୂର୍ଖ ମନ ଇଚ୍ଛା ଉତ୍ତର ଦେଇଛନ୍ତି କିନ୍ତୁ ଏ ଜଜମାନେ ମଧ୍ୟ କମ ନୁହନ୍ତି।ଯଦି କିଏ ଠିକ ଉତ୍ତର ଦେଇଦେଲା ତେବେ ଜଜମାନଙ୍କ ମୁଁହ ସୁଖିଯାଉଛି।ସେତେ ପର୍ଯ୍ୟନ୍ତ ତାଙ୍କୁ ପ୍ରଶ୍ନ ପଚରା ଚାଲିଛି ଯେତେ ପର୍ଯ୍ୟନ୍ତ ଉତ୍ତର ମିଳିନାହିଁ।

ତେବେ ଜଣେ ଝିଅ ବାଙ୍ଗାଲୋରରେ ଆଇଟି ସେକ୍ଟରରେ କାମ କରୁଛନ୍ତି ଏବଂ ଲକଡାଉନ ଯୋଗୁଁ ଘରେ ରହି କାମ କରୁଛନ୍ତି।ସେ ଯେତେବେଳେ ରଜ କୁଇନକୁ ଆସିଥିଲେ ଏ ଜଜମାନଙ୍କର ପାଟିରୁ କଥା ବାହାରି ନଥିଲା।

ଯଦି ସେ ଝିଅଟି ଓଲଟା ଏମାନଙ୍କୁ କଣ ପ୍ରଶ୍ନ ପଚାରିଦେଲା।ତ ସହ ଏମାନେ ଆଉ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ମିଶା ଭାଷାରେ କଥା ହେଲେ ନାହିଁ, ଯଦି ସେ ଅବିରତ ଇଂରାଜୀରେ କଥା ହେଇଗଲା।ଏହିଭଳି ଅନେକ କଥା କହି ଜଜମାନଙ୍କର ନିନ୍ଦା କରିଥିଲେ।

ତେବେ ଏହି ସବୁକୁ ସାଧାରଣ ଲୋକମାନେ ଖୁବ ସମର୍ଥନ ଜଣାଇଛନ୍ତି ଏଵଂ ସୁଲଗ୍ନାଙ୍କୁ ସାବାସୀ ଜଣାଇଛନ୍ତି।ଏହାସହ ଅନ୍ୟାନ୍ୟ ଜାଗାରୁ ମଧ୍ୟ ରଜ କୁଇନ ଓ ଜି ସାର୍ଥକ ବିପକ୍ଷରେ ସ୍ୱର ଉଠାଯାଉଛି।ତେବେ ଆପଣମାନେ ଯଦି ରଜ କୁଇନ ଦେଖିଥିବେ ତେବେ ଆପଣ ନିଶ୍ଚିତ ଭାବରେ ଜାଣି ପାରୁଥିବେ କିପରି ଭାବରେ ଏହି ଜଜମାନେ ଝିଅମାନଙ୍କୁ ଟ୍ରୋଲ କରନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.