ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜଣେ କଳାକାର ଯିଏ ଶ୍ରୀକୃଷ୍ଣଙ୍କ ଚରିତ୍ର ଅଭିନୟ କରିଥିଲେ।କିନ୍ତୁ ଆଜି ତାଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ ଆପଣ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।
ଏପର୍ଯ୍ୟନ୍ତ ଅନେକ କୁନି କଳାକାର ଟିଭିରେ କାମ କରିଛନ୍ତି।କିନ୍ତୁ କିଛି କୁନି କଳାକାର ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି।ଏବଂ ତାଙ୍କ ହୃଦୟରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି।
ସେହି କଳାକାର ନା କେବେଳ ନିଜ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିଛନ୍ତି ତାଙ୍କ ଭୋଳାପଣ ମଧ୍ୟ ଅନେକ ଲୋକଙ୍କୁ ତାଙ୍କର ଫ୍ୟାନ ବନେଇଦେଇଛି।କଲର୍ସ ଚ୍ୟାନେଲରେ ଆସୁଥିବା ଧାରାବାହିକ ସୋ ଜୟ ଶ୍ରୀ କୃଷ୍ଣରେ ଏକ ଛୋଟ ଝିଅଟିଏ ଶ୍ରୀ କୃଷ୍ଣଙ୍କର ଚାରିତ୍ର ନିଭେଇଥିଲା।ସେହି ଝିଅଟିକୁ ଦେଖି ଏପରି ଲାଗିଥିଲା ଯେ ସେ ସତରେ କୃଷ୍ଣଙ୍କ ପିଲାଦିନ ବୋଧ ହୁଏ।ଏହି ଧାରାବାହିକକୁ ଦର୍ଶକ ମାନେ ଅନେକ ପସନ୍ଦ କରିଥିଲେ।
ଆଜିର ଏହି ଆର୍ଟିକିଲରେ ଆମେ ସେହି ଝିଅ ବିଷୟରେ କଥା ହେବା ଯିଏ କଲର୍ସ ଚ୍ୟାନେଲରେ ଆସୁଥିବା ଏହି ଧାରାବାହିକ ଜୟ ଶ୍ରୀ କୃଷ୍ଣରେ ଶ୍ରୀ କୃଷ୍ଣଙ୍କ ଚରିତ୍ର ନିଭେଇ ଥିଲେ।ଶ୍ରୀ କୃଷ୍ଣଙ୍କ ଭୂମିକା ନିଭେଇଥିବେ ସେହି ଝିଅଟିର ନାମ ହେଉଛି ଧ୍ରୁଟି ଭାଟିଆ ଅଟେ।୨୦୦୮ରେ ଭଗବାନ ଶ୍ରୀ କୃଷ୍ଣଙ୍କ ଭୂମିକା ନିଭେଇଥିବା ଅଭିନେତ୍ରୀ ଧ୍ରୁଟି ଭାଟିଆ ଆଜି ୧୪ ବର୍ଷର ହୋଇଯାଇଛନ୍ତି।
ଯେଉଁ ସମୟରେ ସେ ଶ୍ରୀକୃଷ୍ଣଙ୍କ ରୋଲ କରିଥିଲେ ସେହି ସମୟରେ ସେ ଅଢେଇ ବର୍ଷର ଥିଲେ।ଏହି ଧାରାବାହିକକୁ କରି ସରିବା ପରେ ଧ୍ରୁଟି ଟିଭି ସ୍କ୍ରିନରେ ବହୁତ କମ ଦେଖାଯାଇଥିଲେ।ଜୟ ଶ୍ରୀ କୃଷ୍ଣଙ୍କ ଛଡା ଅନ୍ୟ କିଛି ଧାରାବାହିକରେ ମଧ୍ୟ ସେ ଦେଖାଯାଇଥିଲେ।କିନ୍ତୁ କୃଷ୍ଣଙ୍କ ରୂପରେ ତାଙ୍କୁ ଯେଉଁ ପ୍ରେମ ଏବଂ ବିଶ୍ୱାସ ମିଳିଥିଲା ତାହା ଅନ୍ୟ କୌଣସି ଧାରାବାହିକରେ ମିଳିନଥିଲା।
ଏହା ଛଡା ସେ “ମେ ଇସ ପ୍ୟାର କୋ କିସ ନାମ ଦୁ” ଓ “ମାତାକି ଚୌକି” ଭଳି ଧାରାବାହିକରେ ଦେଖାଯାଇଥିଲେ।ଏହି ଧାରାବାହିକ ଛଡା ସେ ଅନ୍ୟ କେତେକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ।ଧ୍ରୁଟି ଭାଟିଆ ପଛ କିଛି ବର୍ଷ ମଧ୍ୟରେ ବଡ଼ ଏବଂ ସୁନ୍ଦର ହୋଇଯାଇଛନ୍ତି।ଓ ଏବେ ସେ ନିଜର ପାଠପଢା ସମ୍ପୂର୍ଣ୍ଣ କରୁଛନ୍ତି।ବାସ୍ତବରେ ଜୟ ଶ୍ରୀ କୃଷ୍ଣ ଧାରାବାହିକରେ ଧୃତିଙ୍କ ଅଭିନୟ ବହୁତ ଭଲ ଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment