Press "Enter" to skip to content

ଭାରତର ରାଷ୍ଟପତି କିଏ ଦୁଇଥର ହୋଇଥିଲେ – General knowledge

ବନ୍ଧୁଗଣ ସାଧାରଣ ଜ୍ଞାନ ସମସ୍ତଙ୍କ ଜୀବନରେ ଯଥେଷ୍ଟ କାମଦିଏ l ଯେତେ ମାତ୍ରା ରେ ଆମର ସାଧାରଣ ଜ୍ଞାନ ବଢିଥାଏ ଜୀବନର ପ୍ରତେକଟି ପାହାଚ ଚଢିବା ପାଇଁ ଆମକୁ ସାହାର୍ଯ୍ୟ ମିଳିଥାଏ l ଚାକିରୀ ଠୁ ଆରମ୍ଭ କରି ପ୍ରତେକ କ୍ଷେତ୍ରରେ ବହୁତ କାମରେ ଆସେ ସାଧାରଣ ଜ୍ଞାନ l ଜଣେ ବ୍ୟକ୍ତି ଯଦି ସାଧାରଣ ଜ୍ଞାନରେ ପାରାଙ୍ଗମ ହୋଇଥାଏ ତେବେ ସେ କୌଣସି କ୍ଷେତ୍ରରେ ହାରେ ନାହିଁ l ତେବେ ଆସନ୍ତୁ ଆରମ୍ଭ କରିବା l

1- ଆମେରିକା କେଉଁ ଗ୍ରହର ସନ୍ଧାନ ପାଇଁ ଗାଲୀଲିଓ ନାମକ ଆନ୍ତରିକ୍ଷ ଯାନ ପ୍ରସ୍ତୁତ କରିଥିଲା..?

ଉତ୍ତର – ବୃହସ୍ପତି

2- ସୁନା ମାଛ ର ଦେଶ କିଏ ଏବଂ କଙ୍ଗରୁ ଦେଶ କିଏ..?

ଉତ୍ତର – ଅଷ୍ଟ୍ରେଲିଆ

3- ଗୁରୁ କେଳୁଚରଣ ମହାପାତ୍ର କେଉଁ ନୃତ୍ୟ ସହିତ ଜଡିତ….?

ଉତ୍ତର – ଓଡିଶୀ

4- କେଉଁ ଗଛ ର ଫୁଲ ଫୁଟିବା ପାଇଁ 150 ବର୍ଷ ଲାଗେ…?

ଉତ୍ତର – ପିତରା ରାଏମଣ୍ଡି

5- କେଉଁ ମୁସଲିମ ପର୍ବ କୋରାନ ଅନୁସାରେ ପାଳନ କରାଯାଏ…?

ଉତ୍ତର – ଇଦ -ଉଲ -ଜୁହା

6- ଏସିୟାତ ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟଳୟ କେଉଁଠାରେ ଅବସ୍ତିତ..?

ଉତ୍ତର – ମାନିଲା

7- କିଏ ଦୁଇଥର ଭାରତର ରାଷ୍ଟ୍ରପତି ହୋଇଥିଲେ…?

ଉତ୍ତର – ଡାକ୍ତର ରାଜେନ୍ଦ୍ର ପ୍ରସାଦ

8- ଦି ରିପବ୍ଲିକ ପୁସ୍ତକର ରଚୟିତା କିଏ…?

ଉତ୍ତର – ପ୍ଲାଟୋ

9- କଳା ସହିତ ସମ୍ବନ୍ଧ ରଖିଥିବା ପ୍ରସିଦ୍ଧ ଭାରତ ଭବନ କେଉଁଠାରେ ଅଛି…?

ଉତ୍ତର – ଭୋପାଳ

10- କାଦମ୍ବିନୀ ପୁସ୍ତକ କିଏ ରଚନା କରିଥିଲେ..?

ଉତ୍ତର – ବାଣଭଟ

11- ଭାରତର କୋକିଳ କାହାକୁ କୁହାଯାଏ…?

ଉତ୍ତର – ସରୋଜିନି ନାଇଡ଼ୁ

12- ଭାରତର କ୍ଷେତ୍ରଫଳ କେତେ…?

ଉତ୍ତର – 32 ଲକ୍ଷ୍ୟ ବର୍ଗ କିମି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published.