ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଝିଅମାନଙ୍କର କେଉଁ ସବୁ ଅଙ୍ଗ ପୁଅ ମାନଙ୍କୁ ବେଶି ଆକର୍ଷିତ କରିଥାଏ? ଯାହାଦ୍ୱାରା ପୁଅ ମାନେ ପ୍ରଥମ ଦେଖାରୁ ସେମାନଙ୍କୁ ତାଙ୍କର ହୃଦୟ ଦେଇ ବସନ୍ତି।ତେବେ ଝିଅ ମାନଙ୍କର କଣ ସେହି ଅଙ୍ଗ ଆସନ୍ତୁ ଜାଣିବା ଏହି ଆର୍ଟିକିଲ ମାଧ୍ୟମରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ସାଙ୍ଗମାନେ ଯେପରି ଏକ ଝିଅର ଇଚ୍ଛା ଥାଏ ଯେ ତାହାର ମନର ରାଜକୁମାର ସୁନ୍ଦର ଗୁଣବାନ, ଜତ୍ନବାନ ବା ବୁଦ୍ଧିମାନ ହେଇଥାଉ ସେହିପରି ଏକ ପୁଅର ମଧ୍ୟ ସ୍ୱପ୍ନ ଥାଏ ତାହାର ସ୍ବପ୍ନର ରାଜକୁମାରି ମଧ୍ୟ ସେହିଭଳି ସୁନ୍ଦର ସର୍ବଗୁଣସମ୍ପର୍ଣ୍ଣ ହୋଇଥାଉ।କିନ୍ତୁ ଝିଅମାନଙ୍କର ଏପରି କିଛି ଅଙ୍ଗ ଅଛି ଯାହା ପୁଅ ମାନଙ୍କୁ ବେସି ପାଗଳ କରିଥାଏ।ତେବେ ବନ୍ଧୁଗଣ କଣ ସେହି ଅଙ୍ଗ ଆସନ୍ତୁ ଜାଣିବା।
ନମ୍ବର ୧:- ଆଖି।ସାଙ୍ଗମାନେ ଝିଅମାନଙ୍କ ଆଖିକୁ ଭଗବାନ ବହୁତ ସୁନ୍ଦର କରି ଗଢ଼ିଥାନ୍ତି।ଏବଂ ଝିଅ ମାନଙ୍କ ଆଖିକୁ ଭଗବାନ ହରିଣର ଆଖି ସହିତ ମଧ୍ୟ ତୁଳନା କରିଛନ୍ତି।ଯାହାଦ୍ୱାରା ପୁଅ ମାନଙ୍କ ପ୍ରଥମ ନଜର ଝିଅ ମାନଙ୍କ ଆଖି ଉପରେ ପଡିଥାଏ।ଏବଂ ସେମାନେ ପ୍ରଥମ ଦେଖାରୁହିଁ ଝିଅ ମାନଙ୍କୁ ନିଜର ହୃଦୟ ଦେଇ ବସନ୍ତି।
ନମ୍ବର ୨:-ଓଠ।ଯେଉଁ ଝିଅ ମାନଙ୍କ ଓଠ ଗୋଲାପୀ ରଙ୍ଗର ହୋଇଥାଏ ଏବଂ ଗୋଲାପ ଫୁଲ ପରି ଚିକମିକ କରୁଥାଏ ସେପରି ଝିଅ ପୁଅ ମାନଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି।ସାଙ୍ଗମାନେ ଏପରି କୁହାହାଇଥାଏ ଯେ ଝିଅମାନଙ୍କର ସେହିପରି ଓଠର ସ୍ମଇଲ ଦେଖି ପୁଅ ମାନେ ସେହି ଝିଅ ମାନଙ୍କ ଉପରେ ଫିଦା ହୋଇଯାଇଥାନ୍ତି।ଯାହା ଫଳରେ ସେମାନେ ସେହିଁ ଝିଅକୁ ପାଇବା ପାଇଁ ପୁରା ପାଗଳ ପରି ହୋଇଥାନ୍ତି।
ନମ୍ବର ୩:- କେଶ।ଝିଅ ମାନଙ୍କ ଘନ ଏବଂ ଲମ୍ବା କେଶ ପୁଅ ମାନଙ୍କୁ ପସନ୍ଦ ଆସିଥାଏ।ସେହି ଝିଅ ମାନଙ୍କ ଲମ୍ବା ଏବଂ ଘନ କେଶ ମଧ୍ୟ ପୁଅ ମାନଙ୍କୁ ପାଗଳ କରିଥାଏ।ଲମ୍ବା କେଶ ଥିବା ଝିଅ ମାନଙ୍କୁ ଭଗବାନ ମାତା ସୀତାଙ୍କର ଆକ୍ଷା ଦେଇଛନ୍ତି।କାରଣ ଲମ୍ବା ଏବଂ ଘନ କେଶ ଥିଲେ ଝିଅମାନେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି।ଯାହାଦ୍ୱାରା ପୁଅମାନେ ତାଙ୍କ ପାଇଁ ପାଗଳ ହୋଇଯାଇଥାନ୍ତି।
ନମ୍ବର ୪:-ଅଣ୍ଟା।କୁହାଯାଇଛି ଯେ ଝିଅ ମାନଙ୍କ ସରୁ ଅଣ୍ଟା ଦେଖି ପୁଅ ମାନେ ତାଙ୍କର ଦିୱାନା ହୋଇଯାଇଥାନ୍ତି।କାରଣ ପତଳା ଅଣ୍ଟା ଥିବା ଝିଅ ମାନେ ବହୁତ ସୁନ୍ଦର ଏବଂ ଆକର୍ଷକ ଲାଗିଥାନ୍ତି।ସରୁ ଅଣ୍ଟା ଯୁକ୍ତ ଝିଅ ମାନେ ପୁଅ ମାନଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି।
ତେବେ ସାଙ୍ଗମାନେ ଏହା ଥିଲା ଝିଅ ମାନଙ୍କ କେଉଁ ଅଙ୍ଗ ପୁଅ ମାନଙ୍କୁ ଅଧିକ ପାଗଳ କରିଥାଏ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment