Press "Enter" to skip to content

୧ ରୁ ୬ ଭିତରେ ବାଛନ୍ତୁ ଆଉ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ ଗୁପ୍ତ କଥା – Jyotisa sastra

ଏହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ପ୍ରବର୍ତ୍ତକ। ଆଜ୍ଞା ବନ୍ଧୁଗଣ ଆଜିକାଲି ମଣିଷ ନିଜର ଭବିଷ୍ୟତ ପାଈଁ ବହୁତ ଚିନ୍ତିତ ଥାଏ।କେମିତି ନିଜର ଭବିଷ୍ୟତ ସୁନ୍ଦର ହେବ, କିପରି ଭବିଷ୍ୟତରେ ଖୁସିରେ ରହିବେ l

କିପରି ସବୁ ଦୁଃଖ କଷ୍ଟର ସାମ୍ନା କରିବେ ଇତ୍ୟାଦି ବିଷୟରେ ବହୁତ ଚିନ୍ତା କରନ୍ତି ସବୁବେଳେ।ଆହୁରି ମଧ୍ୟ ନିଜର ଭବିଷ୍ୟତ ବିଷୟରେ ବର୍ତ୍ତମାନ ଜଣିବା ପାଇଁ ମଧ୍ୟ ବହୁତ ଆଗ୍ରହୀ ଥାନ୍ତି।ତେବେ ଆସନ୍ତୁ ଏହି ଆଗ୍ରହର ସମାପ୍ତ କରି ନିଜର ଭବିଷ୍ୟତ ଅନିଶ୍ଚିତ କରିବା।

ଏଠାରେ ୧ ରୁ ୬ ଯାଏଁ ଦିଆଯାଇଛି ସଂଖ୍ୟା, ଯାହା ଆପଣଙ୍କ ଭଲ ମନ୍ଦ ବିଷୟରେ କହିବ। କିଏ କେଉଁ ସଂଖ୍ୟା ବାଛିଲେ ତାର ଜୀବନ ପ୍ରଣାଳୀ କିପରି ଆସନ୍ତୁ ଜାଣିବା।
ଯଦି ଆପଣ ୧ ବାଛନ୍ତି ତେବେ; ସେମାନେ ବହୁତ ସ୍ୱତନ୍ତ୍ର ଓ ସରଳ ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ସେମାନେ କାହା ପାଇଁ କାମ କରିବାକୁ ଭଲ ପାଆନ୍ତି ନାହିଁ।

ଏମାନେ ଅନ୍ୟ ତୁଳନାରେ କମ କଥା କହି ମଧ୍ୟ ସମସ୍ତଙ୍କର ପ୍ରଶଂସକ ହୋଇଥାନ୍ତି। ଏମାନେ ନିଜ ଜୀବନର ଆଗାମୀ ପ୍ରତିଟି ପଦକ୍ଷେପ ବହୁତ ବୁଝିସୁଝି ନିଅନ୍ତି।

ଯେଉଁ ବ୍ୟକ୍ତି ମାନେ ୨ ବାଛିଛନ୍ତି; ଏହି ବ୍ୟକ୍ତି ସ୍ୱଭାବର ଶାନ୍ତ ହୋଇଥାଏ। ନିଜେ ସବୁବେଳେ ସମସ୍ତଙ୍କ ଠାରୁ ଅଲଗା ରହିବାକୁ ପସନ୍ଦ କରନ୍ତି। ନିଜେ ନିଜ ଭିତରେ ହଜି ଥାନ୍ତି ଓ ସେଥିରେ ଖୁସିରର ରୁହନ୍ତି। ଏମାନେ ଅନେକ ଦୁଃଖ କଷ୍ଟ ସହି ସହି ଶାନ୍ତିରେ ରୁହନ୍ତି।

ଯେଉଁ ବ୍ୟକ୍ତି ମାନେ ୩ ବାଛିଛନ୍ତି; ଏହି ସଂଖ୍ୟା ବାଛିଥିବା ବ୍ୟକ୍ତି ବିଶେଷ ସଫା ହୃଦୟୀ ଅଟନ୍ତି। ଏମାନଙ୍କର ମନରେ କିଛି ଓ କଥାରେ କିଛି ନଥାଏ। ଏମାନଙ୍କ ସ୍ୱଭାବ ସମସ୍ତଙ୍କ ସହ ମିଶି ହାଶିଖୁସିରେ ରୁହନ୍ତି।

ଏମାନେ ଅପ୍ରିୟ ସତ କୁହନ୍ତି।
ଯେଉଁ ବ୍ୟକ୍ତି ମାନେ ୪ ବାଛିଥିବେ; ଏମାନେ ବହୁତ ଖୋଲା ମନର ବ୍ୟକ୍ତି। ନିଜର କଥାରେ କିଛି ବାଗ ବିଚାର ନଥାଏ।ଏମାନେ ଖୁସିରେ ରହିବାକୁ ପସନ୍ଦ କରନ୍ତି। ସବୁବେଳେ ଟିକେ କଥାରେ ରାଗିଯାନ୍ତି।

ଯେଉଁ ବ୍ୟକ୍ତି ମାନେ ୫ ବାଛିଥିବେ; ଏମାନେ ଯଶସ୍ୱୀ ସ୍ୱଭାବର ଅଟନ୍ତି। ଏମାନେ ନିଜ ଜୀବନରେ ସହଜରେ ସବୁ ସଫଳତା ପାଇଁ ପାରନ୍ତି। ନିଜ ଜୀବନରେ କେବେ ବି ବୋର ହୁଅନ୍ତି ନାହିଁ।

ଜୀବନର ଚଲାପଥ କୁ ଖୁସିରେ ଦେଖନ୍ତି ଓ ଖୁସିରର ମଧ୍ୟ ରୁହନ୍ତି।
ଯେଉଁ ବ୍ୟକ୍ତିମାନେ ୬ ବାଛିଥିବେ; ଏମାନେ ସ୍ୱଭାବରେ ଭଲ ମଣିଷ ଅଟନ୍ତି। ଏମାନେ ସଫଳତା ନ ପାଇବା ପର୍ଯ୍ୟନ୍ତ ନିଜ ଲକ୍ଷ ସ୍ଥଳ ବଦାଳନ୍ତି ନାହିଁ।

କଷ୍ଟରେ ହେଉ ପଛେ ସଫଳତା ହାସଲ କରିବେ। ଏମାନେ ନିଜ ଜୀବନରେ ଯେପରି ପରିସ୍ଥିତି ଆସୁ ନା କାହିଁକି ସବୁଥିରେ ନିଜକୁ ସହଜରେ ଖୁସି ଖୁସି ସାମ୍ନା କରନ୍ତି।

ତେଣୁ ଏହା ଥିଲା ସଂଖ୍ୟା ସୂଚକ ଭବିଷ୍ୟତ ପ୍ରବର୍ତ୍ତକ। ତେବେ ଆପଣ ନିଜେ ନିଜର ସଂଖ୍ୟା ବାଛିଥିବେ, ତାହା ଆପଙ୍କ ଜୀବନ ପ୍ରଣାଳୀ କହିଦେଉଛି କି ନାହିଁ ଭାବନ୍ତୁ ଏବଂ ଯଦି କୌଣସି ତ୍ରୁଟି ରହିଥିବ ତାହାକୁ ମାର୍ଜନା କରିବା ସହ ନିଜ ଜୀବନ ଶୈଳୀରେ କିଛି ଅସୁବିଧା ଥିଲେ ତାହାକୁ ସାମ୍ନା କରିବାକୁ ସାହସ ରଖନ୍ତୁ। ତେବେ ଯାଇ ସଫଳତା ତୁମ ଚରଣ ସ୍ପର୍ଶ କରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.