Press "Enter" to skip to content

ଅର୍ଚିତା କେମିତି କଲେ ସାବିତ୍ରୀ ବ୍ରତ ସବ୍ୟସାଚୀଙ୍କ ସହ ଦେଖନ୍ତୁ – Ollywood

ବନ୍ଧୁଗଣ ଅର୍ଚିତା ଗତ କିଛିଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବିବାହର ପ୍ରଥମ ସାବିତ୍ରୀ ବ୍ରତ ବଡ଼ ଆଡମ୍ବର ର ସହ ପାଳନ କରିଛନ୍ତି l ଓଡ଼ିଶାରେ ସବ୍ୟସାଚୀ ଙ୍କ ପରିଚୟ ଭିର୍ନ ଧରଣର ସବୁବେଳେ ଲୋକଙ୍କୁ ସାହାର୍ଯ୍ୟ କରୁଥିବାର ଦେଖିବାକୁ ମିଳନ୍ତି ଅଭିନେତା ସବ୍ୟସାଚୀ l

ଅର୍ଚିତା ଅଲିଉଡ କୁଇନ ହେଲେ ସବ୍ୟସାଚୀ ଅଲିଉଡ କିଙ୍ଗ l ଦୁହିଁଙ୍କ ଯୋଡି ସବୁବେଳେ ଅଗରୁ ଚର୍ଚ୍ଚା ରେ ରହିଆସୁଥିବା ବେଳେ ବର୍ତ୍ତମାନ ଦୁହେଁ ବିବହ ବନ୍ଧନରେ ବାନ୍ଧି ହୋଇଛନ୍ତି l ସବୁବେଳେ ଓଡ଼ିଶାର ଦର୍ଶକବନ୍ଧୁ ଚାଁହୁଥିଲେ ଯେମିତି ରିଲ ଲାଇଫ ରେ ଦୁହେଁ ସାଥି ହୋଇ ଅଛନ୍ତି ବାସ୍ତବ ଜୀବନରେ ମଧ୍ୟ ସାଥି ହୋଇ ରୁହନ୍ତୁ l

ସମସ୍ତଙ୍କ ଆଶ୍ରିବାଦ କ୍ରମେ ଦୁହେଁ ରିଲ ଲାଇଫ ରୁ ରିଅଲ ଲାଇଫ ରେ ପାଦ ଥୋଇଥିଲେ l ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହୋଇଥିଲେ l ବିବାହ ବାନ୍ଧନରେ ବାନ୍ଧି ହୋଇ ଦୁହେଁ ସମସ୍ତଙ୍କ ଆଶ୍ରିବାଦ କାମନା କରିଥିଲେ l ଓଡ଼ିଶାରେ ସମସ୍ତେ ମଧ୍ୟ ଖୁସି ହୋଇଥିଲେ ଏହି ଯୋଡିର ବିବାହବନ୍ଧନ କୁ ନେଇ l

ଅର୍ଚିତା ବିବାହ ର ପ୍ରଥମ ସାବିତ୍ରୀ ସବ୍ୟସାଚୀ ଙ୍କ ସହ ଧୁମ ଧାମ ରେ ପାଳନ କରିଥିଲେ l ଅର୍ଚିତା ସକାଳୁ ଉପବାସ ରହି ସବ୍ୟସାଚୀ ଙ୍କ ସହ ମଦିର ଯାଇ ନିଜ ସାବିତ୍ରୀ ବ୍ରତ ପାଳନ କରିଥିଲେ ଏବଂ ଦୁହେଁ ମିଶି ଭଗବାନ ଙ୍କୁ ଆଳତି କରି ତାଙ୍କ ବୈବାହିକ ଜୀବନ କିପରି ସୁଖମୟ ହେବ ଆଶ୍ରିବାଦ ଭିକ୍ଷା କରିଥିଲେ l

ଅର୍ଚିତା ନିଜେ ହଳଦୀ ରେ ସତ୍ୟବାନ ସାବିତ୍ରୀ ତିଆରି କରି ତାଙ୍କ ସିନ୍ଦୁର ର ଆୟୁଷ ନିମନ୍ତେ ପୂଜା ରଖିଥିଲେ l ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ସବ୍ୟସାଚୀ ଏବଂ ଅର୍ଚିତା ଙ୍କ ଏହି ଭିଡ଼ିଓ ଦେଖି ସମସ୍ତେ ତାଙ୍କୁ ଦୀର୍ଘାୟୁ ଏବଂ ବୈବାହିକ ଜୀବନ ସୁଖମୟ ନିମନ୍ତେ ଆଶ୍ରିବାଦ କାମନା କରିଛନ୍ତି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.