Press "Enter" to skip to content

ପୁଣି ବଦଳିବ ଢାଞ୍ଚା ଏହିପରି ହେବ ପିଲାମାନଙ୍କ ପାଠପଢା ସରକାର ନେଲେ ବଡ଼ ନିଷ୍ପତି ଅଭିଭାବକ ନିଶ୍ଚିତ ଦେଖନ୍ତୁ – Breaking news

ବନ୍ଧୁଗଣ ସରକାର ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତାକରୀ କ-ରୋନା ମହାମାରୀ କବଳରୁ ମୁକ୍ତି ଦେବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଘରେ ସୁରକ୍ଷିତ ରହିବାର ପରାମର୍ଶ ଦେଇଛନ୍ତି l

କ-ରୋନା ମହାମାରି ନିମନ୍ତେ ଗତବର୍ଷ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖା ଯାଇଥିଲା l ସାରା ବିଶ୍ୱରେ କ-ରୋନା ମହାମାରୀ ବ୍ୟପିଥିବା ବେଳେ ସମସ୍ତେ କିପରି ଏହି ମହାମାରୀ କବଳରୁ ମୁକ୍ତି ପାଇବେ ତାହା ଚିନ୍ତା କରୁଛନ୍ତି l

ଏହି ଭିତରେ ପିଲାଙ୍କ ପାଠପଢା ଉପରେ ଗଭୀର ପ୍ରଭାବ ପଡୁଥିବାର ଜଣାପଡିଛି l ପ୍ରତେକ ବ୍ୟକ୍ତି ନିଜ ସନ୍ତାନ ମାନଙ୍କୁ ଅନଲାଇନ କ୍ରମେ ପାଠପଢା ଯୋଗାଇ ପାରୁନାହାନ୍ତି l

ସମସ୍ତ ପରିସ୍ଥିତିରେ ପିଲାମାନେ ମଧ୍ୟ ଅନଲାଇନ ପାଠପଢା ମାଧ୍ୟମରେ ସବୁକିଛି ଜାଣି ନପାରୁଥିବାର ଅଭିଯୋଗ ହୋଇଛି l ସରକାର ରଜ ଚୁଟି ଘୋଷଣା କରିଥିବା ବେଳେ ରଜ ପରେ ପୁଣି ଶିକ୍ଷାଅନୁଷ୍ଠାନ ରେ ଆଣିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ l ଏହିବର୍ଷ ପିଲାମାନଙ୍କର ପାଠପଢା ମାସେ ରୁ ଦୁଇ ମାସ ମଧ୍ୟରେ କ୍ଲାସ ରୁମ ରେ ସମ୍ଭବ ହୋଇପାରିଥିଲା l

ଅନେକ ପିଲା ଅନଲାଇନ ମାଧ୍ୟମରେ ଶିକ୍ଷାଗ୍ରହଣ କରିବାରୁ ବଞ୍ଚିତ ହେଉଥିବା ବେଳେ ଶିକ୍ଷା ବିଭାଗ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ l ଏଣିକି ୟୁ ଟ୍ୟୁବ ରେ ଲାଇଭ କ୍ଲାସ କରାଯିବ l ଜୁନ 21 ତାରିଖ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଥିବାବେଳେ ଆସନ୍ତା 17 ତାରିଖ ମଧ୍ୟରେ ଦୁଇଟି କ୍ଲାସ ରୁମ ପ୍ରସ୍ତୁତ କରିବାକୁ ଓସ୍ତା କାର୍ଯ୍ୟଳୟ ନିଦର୍ଶକ ଉପେନ୍ଦ୍ରସିଂ ଭୂୟାଁ ନିର୍ଦେଶ ଦେଇଛି l

ଆଜି 13 ଟି ଜିଲ୍ଲାର ଶିକ୍ଷା ର ଶିକ୍ଷା ବିଭାଗ ଙ୍କୁ ଚିଠି ଲେଖି ଜଣାଇଛନ୍ତି ଓସ୍ତା ନିର୍ଦେଶକ l ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ବଲାଙ୍ଗୀର, କଟକ , କେନ୍ଦ୍ରାପଡ଼ା, ଗଞ୍ଜାମ,କୋରାପୁଟ ଢେଙ୍କାନାଳ, ପୁରୀ, ସୁନ୍ଦରଗଡ଼,ନୟାଗଡ, ଭଦ୍ରକ,ବାଲେଶ୍ୱର,ଓ ସମ୍ବଲପୁର ଜିଲାରେ ପ୍ରାରମ୍ଭିକ ଭାବେ ଏହି ବ୍ୟବସ୍ତା କରିବାକୁ ନିର୍ଦେଶ ଦେଇଛନ୍ତି l ଏହାଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଇଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.