Press "Enter" to skip to content

ସ୍ୱାମୀ ଯେତେ ମାଗିଲେ ବି ସ୍ତ୍ରୀ କେଭେ ଦିଅନ୍ତିନି ଏହି ଜିନିଷ ଜାଣନ୍ତୁ କଣ – Special report

ନମସ୍କାର ସାଙ୍ଗମାନେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଇହ କାଳ ପର କାଳର ସ୍ୱମୀ ବୋଲି ଭାବିଥାଏ।ଏବଂ ତାହାର ସବୁ କିଛି ତା ସ୍ବାମୀକୁ ଦେଇଥାଏ କିନ୍ତୁ ଏପରି ଏକ ଜିନିଷ ଅଛି ଯାହାକୁ ଯେତେ ମାଗିଲେ ମଧ୍ୟ ସେ ତା ସ୍ୱାମୀକୁ ଦେଇନଥାଏ।ସର୍ଵଦା ଲୁଚାଇ ରଖିଥାଏ।

ଆପଣମାନେ ମଧ୍ୟ ଏହି କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇପଡିବେ।ତେବେ ସାଙ୍ଗମାନେ ସ୍ତ୍ରୀ ମାନଙ୍କ ସେହି ଗୁପ୍ତ ଜିନିଷଟିକୁ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଗୁପ୍ତ ଜିନିଷ ବିଷୟରେ।

ସାଙ୍ଗମାନେ ଆପଣ ଲକ୍ଷ ଚେଷ୍ଟା କଲେ ମଧ୍ୟ ନିଜ ପାଟନର ଠାରୁ କେବେହେଲେ ଏହି ଜିନିଷ ନେଇପାରିବେ ନାହିଁ।ଗୋଟେ ମହିଳା ତା ସ୍ବାମୀକୁ ସବୁକିଛି ଦେଇଥାଏ ଏବଂ ସୁଖ ଦୁଃଖରେ ମଧ୍ୟ ସାଥି ଦେଇଥାଏ।

ଦୁନିଆରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ତା ସ୍ବାମୀର ହାତ ଛାଡି ନଥାଏ କିନ୍ତୁ ଏପରି କିଛି ଜିନିଷ ଅଛି ତାହାକୁ ଯେତେ ମାଗି ମାଗି ଥକି ଗଲେ ମଧ୍ୟ ଜଣେ ସ୍ତ୍ରୀ ତା ସ୍ବାମୀକୁ ଦେଇନଥାଏ।ତେବେ କଣ ସେହି ଜିନିଷ ଆସନ୍ତୁ ଜାଣିବା।

ନମ୍ବର ୧:- ଜଣେ ପତିବ୍ରତା ନାରୀ ତା ସ୍ବାମୀକୁ ଦୁନିଆର ସବୁ ସୁଖ ଦେଇଥାଏ। ଏବଂ ସବୁ ପ୍ରକାରର ଖୁସି ଏବଂ ସୁଖ ଦୁଃଖରେ ସାଥି ଦେଇଥାଏ।କିନ୍ତୁ ଗୋଟେ ମହିଳା ନିଜର ପାଟନରକୁ କେବେହେଲେ ନିଜର ପଛ ଭାଗ ଛୁଇଁବାକୁ ଦେଇନଥାଏ।

ତାଙ୍କୁ ଯେତେ ପ୍ରେମ କଲେ ଏବଂ ଯେତେ ଉପହାର ଦେଇ ମାନେଇଲେ ମଧ୍ୟ ସେ ତାଙ୍କର ପଛ ଭାଗକୁ ଛୁଇଁବାକୁ ଦେଇନଥାନ୍ତି।ଏହି କଥା ଶୁଣିବା ମାତ୍ରେ ମହିଳା ମାନେ ଡରରେ ଘାବୁରେଇ ଯାଇଥାନ୍ତି।ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ସେହି ଜିନିଷ ଦେବାକୁ ରାଜି ହୋଇନଥାନ୍ତି।

ନମ୍ବର ୨:- ମହିଳା ମାନେ ସବୁବେଳେ ନିଜ ସ୍ୱମୀଙ୍କ ଠାରୁ ଟଙ୍କା ପଇସା ଲୁଚେଇ ରଖିଥାନ୍ତି।ଯେତେ ମାଗିଲେ ମଧ୍ୟ ସେମାନେ ଦେଇ ନଥାନ୍ତି କିନ୍ତୁ ସମୟ ଆସିଲେ ସେମାନେ ସେହି ଟଙ୍କାକୁ ବ୍ୟବହାର କରିଥାନ୍ତି ଏବଂ ଅସୁବିଧା ବେଳେ ସାହାଯ୍ୟ ମଧ୍ୟ କରିଥାନ୍ତି।

ନମ୍ବର ୩:- ଶୋଇବା ସମୟରେ ବିଶେଷ କରି ନିଜ ସ୍ତ୍ରୀଙ୍କୁ ପ୍ରେମ କରିବା ସମୟରେ ଲାଜ କରିବା ଉଚିତ ନୁହେଁ।କାରଣ ଲାଜ କରିବା ଦ୍ୱାରା ଆପଣଙ୍କ ଇଚ୍ଛା ଇଚ୍ଛାରେ ହିଁ ରହିଯିବ।ଝିଅମାନେ ବା ମହିଳାମାନେ ବିଲକୁଲ ଆଗ କୌଣସି ଇସାରା ଦେଇନଥାନ୍ତି।

ଯଦି ପୁଅ ମାନେ ଲାଜ ନକରି ତାଙ୍କ ଆଡୁ କିଛି କୁହନ୍ତି ବା କରନ୍ତି ମହିଳା ମାନେ ବହୁତ ଖୁସି ହୁଅନ୍ତି ସବୁ ପ୍ରକାରର ଖୁସି ଦେଇଥାନ୍ତି।ତେଣୁ କରି ଶୋଇବା ସମୟରେ ନିଜ ସ୍ତ୍ରୀଙ୍କୁ ପ୍ରେମ କରିବାବେଳେ ଲାଜ କରନ୍ତୁ ନାହିଁ।

ତେବେ ଏହା ଥିଲା ମହିଳା ମାନେ ଯେତେ ମାଗିଲେ ମଧ୍ୟ ନିଜ ସ୍ୱମୀଙ୍କୁ ଏହି ଜିନିଷ ଦେଇନଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.