Press "Enter" to skip to content

ସାହିଦ କପୁର ସାନିଆ ମିର୍ଜା ଙ୍କ ଅଲଗା ହେବାର ବଡ଼କାରଣ ଆସିଲା ସାମ୍ନାକୁ ଜାଣିଲେ ପାଦତଳୁ ମାଟି ଖସିଯିବ – Bollywood

ନମସ୍କାର ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ବଲିଉଡ ଜଗତର ଅନେକ ଅଭିନେତା ଅଭିନେତ୍ରୀ ଖେଳ ଜଗତର ବଡ଼ ବଡ଼ ତାରକାଙ୍କ ସହ ପ୍ରେମ ସମ୍ବନ୍ଧରେ ରହିଛନ୍ତି ଏବଂ ଏମାନଙ୍କ ଭିତରୁ ଅନେକ ସେହି ପ୍ରେମକୁ ବିବାହରେ ପରିଣତ କରିଛନ୍ତି।ତେବେ ସେ ମନସୁର ଅଲି ଖାନ ପଟାଉଦି ଓ ଶର୍ମିଲା ଟାଗୋରଙ୍କ ଯୋଡି ହଉ କିମ୍ବା ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଯୋଡି ହଉ।

ବଲିଉଡ ଜଗତରେ ଖେଳ ତାରକାଙ୍କର କାହାଣୀ ତ ଅନେକ ଅଛି।କିନ୍ତୁ ଆପଣ ଚକୋଲେଟି ନାୟକ ସାହିଦ କପୁର ଓ ଟେନିସ ତାରକା ସାନିଆ ମିର୍ଜାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆପଣ ବିଶେଷ କିଛି ଜାଣି ନଥିବେ।ତେବେ ଚାଲନ୍ତୁ ଜାଣିବା ଏହି ଯୋଡି ବିଷୟରେ ଏବଂ କଣ ଏମିତି କାରଣ ଥିଲା ଯାହା ଯୋଗୁଁ ଏମାନେ ଅଲଗା ହେଇଗଲେ।

ତେବେ କରିନା କପୁରଙ୍କ ସହ ବିଚ୍ଛେଦ ପରେ ସାହିଦ କପୁରଙ୍କୁ ସାନିଆଙ୍କ ସାଥ ମିଳିଥିଲା।ଦୁହିଁଙ୍କ ମିଳନ ଏକ ଦୁହିଁଙ୍କ କମନ ବନ୍ଧୁଙ୍କ ଜନ୍ମଦିନରେ ହେଇଥିଲା।ଏହାପରେ ଏମାନେ ବହୁତ ଦିନ ଯାଏଁ ଏକାଠି ବୁଲୁଥିବା, ଏୟାରପୋର୍ଟରେ ହାତ ଧରା ଧରି ହେଇ ଚାଲୁଥିବାର ଦେଖା ଯାଇଥିଲା।

ଏପରିକି ଏ ଦୁହିଁଙ୍କୁ ହୋଟେଲର ଏକ ରୁମରେ ଏକାଠି ଥିବାର ଜଣେ ହାଉସ କିପର ଦେଖିଥିଲା ଓ ଏହାକୁ ପ୍ରଚାରିତ କରିଦେଇଥିଲା।ମଝିରେ ତ ଏହା ମଧ୍ୟ ଖବର ଆସିଥିଲା କି ସାହିଦ ଓ ସାନିଆ ଏକ ସାଙ୍ଗରେ ବ୍ୟାଙ୍ଗକକ ବି ଯାଇଥିଲେ।ତେବେ ସାହିଦ, ସାନିଆଙ୍କ ସହ ଅଧିକ ସମୟ ବିତାଇବା ପାଇଁ ନିଜ ଫଟୋଶୁଟ ହାଇଦ୍ରାବାଦରେ ରଖିଥିଲେ।

ତେବେ ଏହି ସମ୍ପର୍କ ବେଶୀ ଦିନ ଯାଏଁ ତିଷ୍ଠି ନଥିଲା।କାରଣ ସାହିଦ ଚାହୁଁଥିଲେ କି ସାନିଆ ସବୁବେଳେ ତାଙ୍କ ସହ ରୁହନ୍ତୁ।କିନ୍ତୁ ସାନିଆ ନିଜ ଜୀବନରେ ଟିକେ ସ୍ପେସ ଚାହୁଁଥିଲେ।ଗୋଟେ ଇଣ୍ଟର୍ଭ୍ୟୁରେ ସାନିଆ କହିଥିଲେ କି ସାହିଦ ସବୁବେଳେ ନିଜ ଲୋକପ୍ରିୟତା ବଢ଼ାଇବା ପାଇଁ ବଡ଼ ବଡ଼ ତାରକାଙ୍କ ସହ ସମ୍ପର୍କରେ ରହିଥାନ୍ତି।

ଏହା ପରେ ସାନିଆ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କୁ ଡେଟ କରିଥିଲେ ଓ ଏମାନେ ପରେ ବିବାହ ମଧ୍ୟ କରିଥିଲେ।ସେହିପରି ସାହିଦ କପୁର ମଧ୍ୟ ଦିଲ୍ଲୀର ଝିଅ ମୀରା ରାଜପୁତଙ୍କ ସହ ବିବାହ କରିଥିଲେ।ଦୁହେଁ ହସଖୁସିରେ ନିଜ ନିଜ ପରିବାର ସହ ସମୟ ବିତାଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ବଲିଉଡMore posts in ବଲିଉଡ »

Be First to Comment

Leave a Reply

Your email address will not be published.