Press "Enter" to skip to content

ରତନ ଟାଟା ଙ୍କ 10 ଟି ସଫଳତା ସିକ୍ରେଟ ରୁଲ କେବଳ କର୍ମଚାରୀ ଜାଣନ୍ତି ଏହି ସଫଳତା ର ସିକ୍ରେଟ ରୁଲ ଜାଣନ୍ତୁ ସେହି 10 ଟି ରୁଲ କଣ – Special report

ବନ୍ଧୁଗଣ ରତନ ଟାଟା ଙ୍କ ନାଁ ନିହାତି ଆପଣ କୋଉଠି ନା କୋଉଠି ନିଶ୍ଚିତ ଶୁଣିଥିବେ l ରତନ ଟାଟା ହେଉଛନ୍ତି ଭାରତର ଜଣେ ସଫଳତମ ବ୍ୟବସାୟୀ ଏବଂ ଭାରତର ବିପଦ ବେଳର ବନ୍ଧୁ l

ଭାରତରେ ଯେତେବେଳେ କଠିନ ରୁ କଠିନ କର ପରିସ୍ଥିତି ସୃଷ୍ଟି ହୁଏ ସେତେବେଳେ ରତନ ଟାଟା ଭାରତ ସହ କାନ୍ଧ ମିଳେଇ ଠିଆ ହୁଅନ୍ତି l ରତନ ଟାଟା ମଧ୍ୟ କ-ରୋନା ମହାମାରୀ ସମୟରେ 1500 କୋଟି ଟଙ୍କା ଭାରତକୁ ସାହାର୍ଯ୍ୟ କରି ଚର୍ଚ୍ଚା ରେ ଆସିଥିଲେ l ଆଜି ଆମେ ଆପଣଙ୍କୁ କହିବୁ ରତନ ଟାଟା ଙ୍କ ସଫଳତାର 10 ଟି ସିକ୍ରେଟ l

1- ସବୁବେଳେ ରାତିରେ ଜଲଦି ଶୋଇ ସକାଳୁ ଜଲଦି ଉଠି ସକାଳେ ସବୁ ଜରୁରୀ କାଳୀନ କାର୍ଯ୍ୟ କରୁଛନ୍ତି ରତନ ଟାଟା ଏହାଦ୍ୱାରା ମନ ଏବଂ ବୁଦ୍ଧି ସୁସ୍ଥ ରୁହେ ବୋଲି ରତନଟାଟା ମନେ କରନ୍ତି l

2- 150 ବର୍ଷ ହେଲା କମ୍ପାନୀ ଲୋକଙ୍କ ବିଶ୍ୱାସ ଏବଂ ଭଲ ଜିନିଷ ପାଇଁ ତିଷ୍ଠି ରହିଛି ତେଣୁକରି ସବୁବେଳେ ଲୋକଙ୍କୁ ଭଲ ଜିନିଷ ସପ୍ଲାୟ କରିବା l

3- କର୍ମ ଚାରିଙ୍କ ସହ ସବୁବେଳେ ଉତ୍ତମ ବ୍ୟବହାର ତଥା ବିଶ୍ୱାସ କରିବା l ସବୁବେଳେ ନିଜ କର୍ମଚାରୀ ଙ୍କ ସହ ଉତ୍ତମ ବ୍ୟବହାର ପାଇଁ ଚର୍ଚ୍ଚା ରେ ଥାନ୍ତି ରତନ ଟାଟା l

4- ନିଜ କର୍ମଚାରୀ ଙ୍କ ପ୍ରତେକ ଟି ଅସୁବିଧାରେ ଠିଆ ହୁଅନ୍ତି ରତନ ଟାଟା l ବେଳେ ବେଳେ ଅସୁବିଧା ସମୟରେ କର୍ମଚାରୀ ଙ୍କ ଘରେ ମଧ୍ୟ ପହଁଞ୍ଚି ଲୋକଙ୍କୁ ସାହାର୍ଯ୍ୟ କରନ୍ତି l

5- ସବୁବେଳେ ରତନ ଟାଟାଙ୍କ ଆଶା ବହୁତ ବଡ ଅଟେ l ସେ ସବୁବେଳେ ସବୁକିଛି ଉଚ୍ଚ ଆଶା ଅଭିଳାଷ ରଖିବାକୁ ଭଲ ପାଆନ୍ତି l

6- ଲକ୍ଷ୍ୟ ସୁଦୃଢ ରଖିବାକୁ ପସନ୍ଦ କରନ୍ତି ରତନ ଟାଟା l ସବୁବେଳେ ହାର ଜିତ କୁ ଖାତିର ନକରି ସବୁବେଳେ ଆଗକୁ ଚିନ୍ତା କରନ୍ତି ରତନଟାଟା l କ୍ଷତି ହେଲେ ମଧ୍ୟ ନିଜକୁ ସୁଦୃଢ ରଖନ୍ତି l

7- ସବୁବେଳେ ବିନମ୍ର ଭାବ ରକ୍ଷା କରନ୍ତି ରତନ ଟାଟା l ସବୁବେଳେ ସମସ୍ତଙ୍କ ସାମନାରେ ନରମ ହୋଇ ରହିବା ତାଙ୍କର ସଫଳତାର ର ଅନ୍ୟ ଏକ ସିକ୍ରେଟ l

8- ଜୀବନରେ ଏତେ ଉପରକୁ ଉଠି ମଧ୍ୟ ରତନ ଟାଟା ସବୁବେଳେ ସାଧାରଣ ଜୀବନ ଜାପନ କରିବାକୁ ଭଲ ପାଆନ୍ତି l ଏହା ତାଙ୍କ ଭିତରେ ଥିବା ସବୁଠୁ ଉତ୍ତମ ଆଚରଣ ଅଟେ l

9- ସବୁବେଳେ ନିଜ ଉପରେ ଦୃଢ଼ ବିଶ୍ୱାସ ରଖନ୍ତି ରତନ ଟାଟା l ଅନ୍ୟ ମାନଙ୍କ କଥା ଏବଂ ତାତ୍ସଲ୍ୟ କୁ ଖାତିର ନକରି ନିଜେ ଉପରକୁ ଉଠିବାକୁ ବାଟ ଖୋଜନ୍ତି ଟାଟା l

10 – ସବୁବେଳେ ସମସ୍ତଙ୍କ ସହ ସାଥି ହୋଇ ଚାଲନ୍ତି ରତନ ଟାଟା l ରତନ ଟାଟା ସର୍ବଦା ଜିତିବାକୁ ଚେଷ୍ଟା କରନ୍ତି ସେ ପୁଣି ସମସ୍ତଙ୍କ ସହ ମିଳିମିଶି ଏବଂ ସମସ୍ତଙ୍କ ଆବଶ୍ୟକତା କୁ ପୁରଣ କରି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.